• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

Proprietor Abhimanyu Maharana by Proprietor Abhimanyu Maharana
June 15, 2025
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଜିଲ୍ଲା ସଦରମହକୁମା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପରାମର୍ଶ କର୍ମଶାଳାରେ ଜିଲ୍ଲା ପ୍ରଭାରୀ,ରାଜ୍ୟ ସରକାରଙ୍କ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ l ୨୦୪୭ ବେଳକୁ ଭାରତ ବର୍ଷରେ ବିକଶିତ ଚେହେରା ପ୍ରଷ୍ଫୁଟିତ ହୋଇପାରିବ, ୨୦୩୬ ବେଳକୁ ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ସାଙ୍ଗକୁ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବା ସହ ୨୦୪୭ ବେଳକୁ ବିକଶିତ ଭାରତ ହୋଇପାରିବ ।

ଜିଲ୍ଲା ବିକଶିତ ହେବା ପାଇଁ ଗ୍ରାମ, ସହରାଞ୍ଚଳ ଗୁଡିକର ବିକାଶ ନିହାତି ହେବା ଜରୁରୀ । ବର୍ତ୍ତମାନ ସରକାର ଓଡିଶାକୁ ବିକଶିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି ଏବଂ ଆଗାମୀ ଦିନରେ ଲକ୍ଷ ରଖିଛନ୍ତି। ଏଥି ନିମନ୍ତେ ଆଜି ଆୟୋଜିତ କର୍ମଶାଳାରେ ମାନ୍ୟବର ମନ୍ତ୍ରୀ ଲୋକମାନଙ୍କ ଠାରୁ ଜିଲ୍ଲାର ବିକାଶ ପାଇଁ କଣ ଆବଶ୍ୟକ ରହିଛି ଲୋକଙ୍କ ଠାରୁ ପଚାରି ବୁଝିଥିଲେ। ଏହି ସମୟରେ ଜିଲ୍ଲାର ବିକାଶ ଦିଗରେ ଜନ ସାଧାରଣ, ବୁଦ୍ଧିଜୀବୀ ମାନଙ୍କ ମତାମତ ଦେଇଥିଲେ।ସେହିପରି ଗଜପତି ଜିଲ୍ଲା କୁ ବିକଶିତ କରିବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି ଓ ଜିଲ୍ଲାବାସୀଙ୍କ ଠାରେ ବହୁ କର୍ଯ୍ୟକରିବାର ଦକ୍ଷତା ରହିଛି । ଆମ ଜିଲ୍ଲାରେ ଥିବା ଭିତ୍ତିଭୂମିକୁ ଉପଯୋଗ କରି ଯାହାସବୁ ଯୋଜନା କରିବା ସେଥି ନିମନ୍ତେ ଜନ ସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ଏନଜିଓ, ବିଭିନ୍ନ ସଂସ୍ଥାର ମୁଖ୍ୟ ଓ ଅଧ୍ୟକ୍ଷ ମାନେ ସାମିଲ ହୋଇ ବିକଶିତ ଜିଲ୍ଲା ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଗଜପତି ଜିଲ୍ଲାପାଳ ଜିଲ୍ଲାର ବିକାଶ ପାଇଁ କଣ କଣ ଆବଶ୍ୟକ ରହିଛି ସମସ୍ତ ବିଷୟ ବସ୍ତୁକୁ ଉପସ୍ଥାପନ କରିଥିଲେ। ତାହସହ ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କର୍ମଶାଳାରେ ଉପସ୍ଥିତ ଜିଲ୍ଲାବାସୀ ନିଜନିଜର ବକ୍ତବ୍ୟ ରଖିଥିଲେ ଯାହାକି ଗ୍ରାମାଞ୍ଚଳରେ ସଶକ୍ତକରଣ କରିବା ସହ ଏଠାକାର ଐତିହ୍ୟର ସୁରକ୍ଷା, ପର୍ଯ୍ୟଟନ ସ୍ଥଳୀ ବିକାଶ,ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ ବିକାଶର ଆବଶ୍ୟକତା ରହିଛି।ଗଜପତି ଜିଲ୍ଲା ଏକ କୃଷି ପ୍ରଣାଳୀର ଉନ୍ନତୀ ଆଣି ଜିଲ୍ଲାର କୃଷକ କିଭଳି ଅଧିକ ଆତ୍ମ ସ୍ବାବଲମ୍ବୀ ହେବେ।

ସେହି କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟଧାରାକୁ ଉନ୍ନତି କରିବା । ଜିଲ୍ଳା ଲୋକଙ୍କ ଅର୍ଥନୀତି ଉନ୍ନତି ହେବା ସହିତ ବ୍ୟବସାୟ ବୃଦ୍ଧି ହେବ।  ଏହାକୁ ବିକଶିତ କରି ଚିରସ୍ଥାୟୀ କରିବାର ଆବଶ୍ୟକତା ରହିଛି। ଜିଲ୍ଲାର ଶିଳ୍ପ , ଶିକ୍ଷା ଅନୁଷ୍ଠାନ, ଅନେକ ଯୁବ ପିଢ଼ିକୁ ସୁନ୍ଦର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରିବ ,ଏହି ଧାରାକୁ ଆହୂରି ଉନ୍ନତି ଆଣି ଆଧୁନିକ ଢଙ୍ଗରେ ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଜାଇବାକୁ ହେବ। ।ଏହି ଜିଲ୍ଲାର ମହିଳା ଉଦ୍ୟୋଗୀ ଗଣ ଅନେକ ପାରଦର୍ଶିତା ଦେଖାଇ ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ସକାଶେ ନୂତନ ମାର୍ଗ ଦେଖାଇବାର ଆବଶ୍ୟକତା ରହିଛି। ଜିଲ୍ଲାରେ ବିକାଶ ଆଉ ଅଭିବୃଦ୍ଧି ନିମନ୍ତେ ଜଳଉତ୍ସ ବୃଦ୍ଧି କରି ଚାଷ ଓ ପାନୀୟ ଜଳର ଅଭାବ ଦୂର କରିବା ।

ସେହିପରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ପର୍ଯ୍ୟଟନ ସ୍ଥଳରେ ହୋଟେଲ, ବିଭିନ୍ନ ଖାଦ୍ୟ ବିକ୍ରିଭଟ୍ଟା କଲେ ସ୍ଥାନୀୟ ଅଧିବସୀମାନେ ରଜଗାର କ୍ଷମ ହୋଇପାରିବେ କିମ୍ବା ପର୍ଯ୍ୟଟନ ଆକୃଷ୍ଟ ହୋଇପାରିବେ। ତାହା ସହ ବ୍ୟବସାୟର ଉନ୍ନତିକରଣ ପାଇଁ ଗମାନ ଗମନର ସୁବ୍ୟବସ୍ଥା ପାଇଁ ରାଜ୍ୟ ରାଜପଥର ସଂଯୋଗ କରିବାର ଆବଶ୍ୟକତା ରହିଅଛି। ତାହା ସହ ଜିଲ୍ଲାର ରହିଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ କଳକାରଖାନା ନିର୍ମାଣ ପାଇଁ ତାଲିମ ଦେବା ସହ, ସହାୟତା ରାଶି ଯୋଗେଇ ଦେଲେ, ଜିଲ୍ଲାରେ ନୂତନ କଳକାରଖାନା ନିର୍ମାଣ ହେବ, ରାଜ୍ୟ ଓ ଜାତୀୟ ସ୍ତରରେ ଜିଲ୍ଲାର ପରିଚୟ ଭଡ଼ିବ।

ଯାହା ଫଳାରେ ଗ୍ରାମାଞ୍ଚଳର ଲୋକମାନେ ରଜଗାର କ୍ଷମ ହୋଇପାରିବେ ଏଵଂ ଛେଳି ଚାଷ, କୁକୁଡ଼ା ଚାଷ, ମାଛ ଚାଷ, ଗୋ ଚାଷ ସହିତ ବିଭିନ୍ନ କୃଷି ଭିତ୍ତିକ ନୂତନ ତାଲିମ କେନ୍ଦ୍ର ନିର୍ମାଣ କରି ତାଲିମ ଦେଲେ ଯୁବ ପିଡି ସରଜଗର କ୍ଷମ ହୋଇପାରିବେ। ଏହି ଜିଲ୍ଲାର ଉନ୍ନତି ହେଲେ ଓଡ଼ିଶା ବିକାଶ ସ୍ଵପ୍ନ ସାକାର ହେବ। ତେଣୁ ଆଜିର ପରାମର୍ଶ କାର୍ମଶାଳାସମସ୍ତ  ନାଗରିକ, ଯୁବକ, ଉଦ୍ୟୋଗପତି , କୃଷକ, ଓ ପ୍ରଶାସନ ମିଳିତ ଭାବେ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ତେବେ ଆମ ଓଡ଼ିଶାର ଦୃଢ଼ ଭବିଷ୍ୟତ ସ୍ଥାପିତ ହୋଇ ପାରିବ। ଏହି କର୍ମଶାଳାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗାରାଜୁ ମଞ୍ଚାଶସିନ ଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା,ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version