ଘୃତ ଯଜ୍ଞାଦି ପଞ୍ଚ ମହାଯଜ୍ଞ ସହ ରତ୍ନ ମୁଦ୍ରଣର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତି ହୋଇଥିଲା।ଏଥିରେ ପୂଜକ ରଞ୍ଜନ କୁମାର ପାତ୍ର, ମନ୍ଦିର ପରିଚାଳନା କମିଟି ସଭାପତି ତଥା କର୍ଷା ଚାଙ୍ଗୁଆ ପାତ୍ର, ସମ୍ପାଦକ ସବିର କୁମାର ବେହର୍ଦ୍ଦଳାଇ,କୋଷାଧ୍ଯକ୍ଷ ମନୋରଞ୍ଜନ ପାତ୍ର, ଉପଦେଷ୍ଟା ଦୀନବନ୍ଧୁ ବେହର୍ଦ୍ଦଳାଇ, ଜିତେନ୍ଦ୍ର ବେହର୍ଦ୍ଦଳାଇ,ସୁଜିତ ପାତ୍ର,ସନ୍ତୋଷ ବେହର୍ଦ୍ଦଳାଇ, ପ୍ରଶାନ୍ତ କୁମାର ବେହର୍ଦ୍ଦଳାଇଙ୍କ ନେତୃତ୍ବରେ ସମସ୍ତ ବରିଷ୍ଠ କର୍ମକର୍ତ୍ତା ସଦସ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଅଧ୍ୟାତ୍ମିକ ଜନସାଧାରଣ, କୀର୍ତ୍ତନ ମଣ୍ଡଳୀ ଓ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।


© 2023 Odisha Taza News.