• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ

Proprietor Abhimanyu Maharana by Proprietor Abhimanyu Maharana
June 2, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) :-  ପୂର୍ବ ଭାରତର ପ୍ରିମିୟମ ହୋମ ଫର୍ଣ୍ଣିଶିଙ୍ଗ ଡେଷ୍ଟିନେଶନ ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ ଭୁବନେଶ୍ୱରର ଲକ୍ଷ୍ମୀ ବିହାରସ୍ଥିତ ଏହାର ଫ୍ଲାଗସିପ ଷ୍ଟୋରକୁ ବିଶ୍ୱବ୍ୟାପୀ ସୁପରିଚିତ ଲକ୍‌ଜରୀ ମ୍ୟାଟ୍ରେସ ବ୍ରାଣ୍ଡ ସିମନ୍ସ ବିୟୁଟିରେଷ୍ଟ ଆଣିଥିବା ସମ୍ପର୍କରେ ଘୋଷଣା କରିଛି । ଭିଏଫଆଇ ଗ୍ରୁପ ସହ ସହଯୋଗିତାରେ ଏହି ସହଭାଗିତା ଅଂଚଳ ପାଇଁ ଲକ୍‌ଜରୀ ସ୍ଲିପ ସେଗମେଂଟ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ମୁହୂର୍ତକୁ ଚିହ୍ନିତ କରିଛି ।

ଭୁବନେଶ୍ୱରର ଜନପଥ ରୋଡଠାରେ ୧୯୭୦ରେ ଆରମ୍ଭ ହୋଇଥିବା ଏକ ବିରାସତ ସହିତ ହରିଆନା ହ୍ୟାଣ୍ଡଲୁମ୍‌ସ ହେଉଛି ହୋମ ଫର୍ଣ୍ଣିଶିଙ୍ଗ କ୍ଷେତ୍ରରେ ଓଡିଶାରୁ ସବୁଠାରୁ ପୁରାତନ ଓ ସମ୍ମାନିତ ନାମ । ଲାଜପତ ଚାୱଲାଙ୍କ ଦ୍ୱାରା ସ୍ଥାପିତ ଏହି ବ୍ରାଣ୍ଡ ତାଙ୍କ ପୁଅ ଗୌରବ ଚାୱଲାଙ୍କ ନେତୃତ୍ୱରେ  ସାଧାରଣ ଦୋକାନରୁ ଏକ  ବିସ୍ତୃତ ଡିଜାଇନ-ଭିତିକ ରିଟେଲ ଡେଷ୍ଟିନେଶନରେ ପରିଣତ ହୋଇଛି । ତାଙ୍କ ସ୍ୱପ୍ନର ପ୍ରକଳ୍ପ ଓପୁଲେଂଟ ଡେକୋର  ଏବେ ପୂର୍ବ ଭାରତର ଅନ୍ୟତମ ସର୍ବବୃହତ ଓ ସବୁଠାରୁ ବିଳାସପୂର୍ଣ୍ଣ ଫର୍ଣ୍ଣିଶିଂ ଷ୍ଟୋର ଭାବେ ଉଭା ହୋଇଛି

ନିକଟରେ ଓପୁଲେଂଟ ଡେକୋରରେ ଲଂଚ ହୋଇଥିବା ସିମନ୍ସ ବିୟୁଟିରେଷ୍ଟ ଏକ୍ସପେରିଏନ୍ସ ସେଂଟର୍ ସ୍ୱତନ୍ତ୍ର ଭାବେ ବ୍ରାଣ୍ଡର ଆଇକୋନିକ ବିୟୁଟିରେଷ୍ଟ ବ୍ଲାକ କଲେକ୍ସନକୁ ପ୍ରଦର୍ଶିତ କରୁଛି, ଯାହାକି ଏହାର ଅତ୍ୟାଧୁନିକ ସ୍ଲିପ ଟେକ୍ନୋଲୋଜି ଓ କାରିଗରୀ ପାଇଁ ବିଶ୍ୱବ୍ୟାପୀ ସୁପରିଚିତ । ଏହି ଲଂଚ ସହିତ ଭୁବନେଶ୍ୱର  ଆନ୍ତର୍ଜାତୀୟ ମାନର ଶୟନ ଅନୁଭୂତି ପ୍ରଦାନ କରୁଥିବା ସହରଗୁଡିକର ପ୍ରତିଷ୍ଠିତ ତାଲିକାରେ ସାମିଲ ହୋଇଛି ।

ଏହି ଷ୍ଟୋର୍‌ରେ ଭାରତୀୟ ଆରାମ ପାଇଁ ପ୍ରସ୍ତୁତ ଏହାର ଆଡଭାନ୍ସଡ ଏର୍ଗୋନୋମିକ ଟେକ୍ନୋଲୋଜି ପାଇଁ ପରିଚିତ ଏକ ବ୍ରାଣ୍ଡ  ସ୍ପ୍ରିଙ୍ଗଫିଟ୍ ଏବଂ  ପ୍ରାକୃତିକ ସୁସ୍ଥତା ଓ ସ୍ଥାୟିତ୍ୱ ପାଇଁ ଡିଜାଇନ କରାଯାଇଥିବା  ଏକ ପ୍ୟୋର ଲାଟେକ୍ସ ଫୋମ୍ ମ୍ୟାଟ୍ରେସ ରେଞ୍ଜ ଅର୍‌ଗାନାର ପ୍ରିମିୟମ ଉତ୍ପାଦ ଉପଲବ୍ଧ ରହିଛି । ଏହି ସ୍ୱତନ୍ତ୍ର ସ୍ଲିପ କଲେକ୍ସନ ସୁନିଶ୍ଚିତ କରୁଛି ଯେ, ଗ୍ରାହକମାନେ  ସେମାନଙ୍କର ଆରାମ, ସୁସ୍ଥତା ଓ ଜୀବନଶୈଳୀ  ଆବଶ୍ୟକତା ସହ ମେଳ ଖାଉଥିବା ଏକ ପର୍ସନାଲାଇଜ୍‌ଡ ସ୍ଲିପ ସଲ୍ୟୁଶନ ସନ୍ଧାନ କରିପାରିବେ ।

ଓପୁଲେଂଟ ଡେକୋରର ମାଲିକ ଓ ପରିଚାଳନା ନିର୍ଦ୍ଦେଶକ ଗୌରବ ଚାୱଲା କହିଛନ୍ତି, “ଏହା କେବଳ ବଜାରକୁ ଏକ ଉତ୍ପାଦ ଆଣିବା ପାଇଁ ନୁହେଁ , ବରଂ ଏହା ଆମର ଗ୍ରାହକଙ୍କ ପାଇଁ ସମଗ୍ର ନିଦ୍ରା ଅନୁଭୂତିକୁ ଉନ୍ନତ କରିବା ସହ ଜଡିତ । ଭିଏଫଆଇ ଗ୍ରୁପ ସହ ଆମର ସହଭାଗିତା  ଗୁଣବତା, ବିଶ୍ୱାସ ଓ ଉତ୍କର୍ଷତା ପ୍ରତି ଏକ ପ୍ରତିଶ୍ରୁତିବଦ୍ଧତାର ମିଳିତ ମୂଲ୍ୟବୋଧ ଉପରେ ନିର୍ମିତ ଅଟେ ।”

ଏହି ଭାବନାକୁ ବ୍ୟକ୍ତ କରି ଭିଏଫଆଇ ଗ୍ରୁପର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିତିନ ଗୁପ୍ତା କହିଛନ୍ତି, “ଆମେ ଓପୁଲେଂଟ ଡେକୋରକୁ  ଏହାର ମଜବୁତ ବିରାସତ , ନୈତିକ ବ୍ୟବସାୟିକ ଅଭ୍ୟାସ ଓ  ପ୍ରିମିୟମ ହୋମ ଡେକୋର ସେଗ୍‌ମେଂଟରେ ଏହାର ଅତୁଳନୀୟ ଉପସ୍ଥିତି ପାଇଁ ଚୟନ କରିଛୁ । ସିମନ୍ସ ବିୟୁଟିରେଷ୍ଟ ଏହି ଷ୍ଟୋରରେ ଉପଯୁକ୍ତ ସହଯୋଗୀ ସନ୍ଧାନ କରିଛି ।” ନିମଜ୍ଜିତ ଇନ୍‌-ଷ୍ଟୋର ଡିସ୍‌ପ୍ଲେ, ନିଦ୍ରା ପରାମର୍ଶ ଓ ଗ୍ରାହକଙ୍କ ବିଶ୍ୱାସର ଏକ ବିରାସତ ସହିତ ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ ଓଡିଶାର ନିଦ୍ରା ଅନୁଭୂତିକୁ ପୁନଃପରିଭାଷିତ କରିବା ଜାରି ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

June 17, 2026
ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version