No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ପଛୁଆ ବର୍ଗ ଙ୍କୁ ଶିକ୍ଷା ଓ ନିଯୁକ୍ତି ଶହ ପ୍ରତ୍ୟେକ କ୍ଷେତ୍ରରେ ୨୭% ସଂରକ୍ଷଣ ଯୋଗାଇ ଦେବା ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ଭୁବେନଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ ଭବନ ମାଷ୍ଟର କେଣ୍ଟିନ ଛକ ଠାରେ ଚାଲିଥିବା ୨୪ ଘଣ୍ଟିଆ ଗଣ ଧାରଣା ରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ଙ୍କ ନେତୃତ୍ୱରେ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ତ୍ରିନାଥ ପାତ୍ର, କୁନା ମାଝୀ, ମହିଳା କଂଗ୍ରେସ ନେତ୍ରୀ ଜସ୍ମିନ ସେଖ, ପାର୍ଥରଜ୍ ପାଳ, ଅଶୋକ ଅଧିକାରୀ ଛାତ୍ର ନେତା ଚାନ୍ଦୁ ସମେତ ବହୁ କଂଗ୍ରେସ ନେତା ନେତ୍ରୀ ଓ କର୍ମୀ ଙ୍କ ପକ୍ଷରୁ ଗଣ ଧାରଣାରେ ଯୋଗଦାନ କରିଥିଲେ


No Result
View All Result