No Result
View All Result
ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଗଞ୍ଜାମ ଜିଲ୍ଲା ର ଗୋବିନ୍ଦପୁର ଓ ବ୍ରହ୍ମପୁର ସ୍ଥିତ ଞାନଵିକାଶ ଆବାସିକ ବିଦ୍ୟାଳୟ ର ପରୀକ୍ଷାର୍ଥୀ ମାନେ ଗତ ସି ଏଚ ଏସ୍ ଇ ପରିଚାଳିତ +୨ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରି ବିଦ୍ୟାଳୟ ର ଗୈ।ରବ ଵ୍ରୃଦ୍ଧି କରିଛନ୍ତି । ବିଦ୍ୟାଳୟ ର ଦୁଇ ଛାତ୍ରଛାତ୍ରୀ ରୋହନ ମହାକୁଡ଼ ଓ ଇତିଶ୍ରୀ ସ୍ଵାଇଁ ଯଥାକ୍ରମେ ୫୭୪ ଲେଖାଏଁ ସମାନ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରିପ୍ରେକ୍ଷୀରେ ବିଦ୍ୟାଳୟ ର ଯୁଗ୍ମ ଟପ୍ପର ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟର ସର୍ବମୋଟ ୫୦୭ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୩୪ଜଣ ୫୦୦ରୁ ଅଧିକ ନମ୍ବର ରଖି ଵାରେ ସକ୍ଷମ ହୋଇ ପାରିଛନ୍ତି ।
୩୫ଜଣ ପରୀକ୍ଷାର୍ଥୀ ୯୦ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଥିବା ବେଳେ ୧୮୦ଜଣ ପରୀକ୍ଷାର୍ଥୀ ୮୦ପ୍ରତିଶତରୁ ଅଧିକ ରେକର୍ଡ ସଂଖ୍ୟକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ର ୯୫.୭ ନମ୍ବର ଠାରୁ ୯୨.୨ ନମ୍ବର ରଖି ମେରିଟ କ୍ରମେ ଅଗ୍ରଣୀ ଥିବା ଛାତ୍ରଛାତ୍ରୀ ମାନେ ହେଲେ ଯଥା କ୍ରମେ ରୋହନ ମହାକୁଡ଼, ଇତିଶ୍ରୀ ସ୍ବାଇଁ (୯୫.୭), ଚିନ୍ମୟୀ ନାହାକ(୯୪.୪), ବଳରାମ ରାଉଳ (୯୪.୨), ରାଜକିଶୋର ବିଶ୍ଵାଳ(୯୩.୫), ତାରାପ୍ରସାଦ ସାହୁ (୯୩.୫),ସଙ୍ଗିତା ଗୈ।ଡ଼(୯୩.୨),
ସନ୍ଦୀପ ସାହୁ (୯୩), ଶିବାଶିଷ ମିଶ୍ର (୯୩), ରୁଦ୍ରନାରାୟଣ ପଣ୍ଡା (୯୨.୯),ପ୍ରିୟାଶୁ ଦୋରା (୯୨.୭),ସାହିଲ୍ ଆଚାର୍ଯ୍ୟ (୯୨.୭), ଅଙ୍କିତା ସାହୁ(୯୨.୫),ଲିପୁନ୍ ପାତ୍ର (୯୨.୫),ରେସ୍ମା ପ୍ରିୟଦର୍ଶିନୀ (୯୨.୫),ମୈ।ସୁମୀ ପ୍ରଧାନ (୯୨.୪) ଏଵଂ ସାହିଲ ପାଣିଗ୍ରାହୀ (୯୨.୨) । ବିଦ୍ୟାଳୟ ର ଏହି କ୍ରୃତୀତ୍ଵ ପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀ, ଅଭିଭାବକ,ବିଦ୍ୟାଳୟ ମ୍ୟାନେଜେମେଣ୍ଟ ତଥା ସ୍ଥାନୀୟ ଶିକ୍ଷାବିତ ବୁଦ୍ଧିଜୀବୀ ମହଲରେ ଆନନ୍ଦ ର ଲହରୀ ଖେଳିଯାଇଛି ।

No Result
View All Result