No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏହି ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ଉକୁନ୍ଦରା ପଞ୍ଚାୟତ ଅଧୀନ ସାନ ଖରମଙ୍ଗl ଗ୍ରାମର ଅଭିମନ୍ୟୁ ଭୋଇ ଏକ ଗାଈ ଉପରେ ବଜ୍ରା ଘାତ ହୋଇ ଗୁରୁବାର ମୃତ୍ୟୁ ବରଣ କରିଛି l
ଖବର ନେବାରେ ଜଣାପଡିଛି ଯେ ଶ୍ରୀ ଭୋଇ ଙ୍କର ଏକ ଗାଈ ଦିନ 2ଟା 30ମିନିଟ ସମୟରେ ବିଲରେ ଚରୁଥିଲା ହଟାତ ଗାଈ ଉପରେ ବଜ୍ର ପାତ ହୋଇଥିଲା ଫଳରେ ଘଟଣା ସ୍ଥଳରେ ଗାଈର ମୃତ୍ୟୁ ହୋଇଥିଲା l

No Result
View All Result