• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲଖେଶ୍ଵରଙ୍କ ଚନ୍ଦନ ଚାପ ଓ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ

Proprietor Abhimanyu Maharana by Proprietor Abhimanyu Maharana
May 21, 2025
in ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍
0
ଲଖେଶ୍ଵରଙ୍କ ଚନ୍ଦନ ଚାପ ଓ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ
Share on FacebookShare on TwitterWhatsapp

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମରେ ଚନ୍ଦନ ଚାପ ଏବଂ ଯାତ୍ରା ‌ଶୁକ୍ରବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି । ପାଞ୍ଚଦିନ ଧରି ଚନ୍ଦନ ଚାପ ଘାଟ ଏବଂ ଯାତ୍ରା ପଡ଼ିଆ ଉତ୍ସବ ମୁଖର ହୋଇଉଠିଥିଲା । ଏହି ପାରମ୍ପାରିକ ଚନ୍ଦନ ଚାପ ଏବଂ ଯାତ୍ରାକୁ ଦେଖିବା ପାଇଁ ପୁରୁଣା କାଚରାମାଳ, ନୂଆ କାଚରାମାଳ, ବମ୍ଫକୁଦ ସମେତ ଆଖପାଖ ଅଞ୍ଚଳର ଲୋକମାନଙ୍କର ପାଞ୍ଚଦିନ ଧରି ଚନ୍ଦନ ଘାଟ ଏବଂ ଯାତ୍ରା ପଡ଼ିଆରେ ଭିଡ ଲାଗିଥିଲା ।

ଚନ୍ଦନ ଯାତ୍ରା ପାଇଁ ପୁରୁଣା କାଚରାମାଳ ଏବଂ ପାଖ ଗ୍ରାମରେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳି ଲାଗିଥିଲା । ପାଞ୍ଚ ଦିନ ଧରି ପାରମ୍ପାରିକ ନିତି ଅନୁସାରେ ସନ୍ଧ୍ୟାରେ ଲକ୍ଷେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ବିମାନରେ ବସାଇ ଚାପ ଖେଳିବା ପାଇଁ କୁଆଖାଇ ନଦୀର ଚନ୍ଦନ ଘାଟକୁ ଅଣାଯାଇ ନୈ।ଟାରେ ବସାଇ ଦିନ ଏବଂ ରାତି ଚାପ କରାଯାଇଥିଲା ।ଚାପ ଖେଳ ସରିବା ପରେ।

ନୈ।କରୁ ଚନ୍ଦ୍ର ଶେଖର ଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ମଣ୍ଡପକୁ ଅଣାଯାଇ ପୂଜା ନିତି କାନ୍ତି ଅନୁଯାୟୀ ଭୋଗ କରାଯାଇଥିଲା । ପ୍ରଥମ ଦିନ ଲଖେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ସୁସଜ୍ଜିତ ‌ଵିମାନରେ ବସାଇ ବାଜା ବାଣ ରୋଷଣୀ କରି ଚନ୍ଦନ ପଡିଆକୁ ଅଣାଯାଇ ଯାତ୍ରା ପଡ଼ିଆରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ଆବସ୍ଥାନ କରାଯାଇଥିଲା । ପ୍ରଥମ ଦିନ ବ୍ରାହ୍ମଣ ପରିବାର ପକଂତି ଭୋଗ ଖୁଆଇଲେ ।

ସେହିପରି ଦ୍ୱିତୀୟ ଦିନ ପୁରୁଣା କାଚରାମାଳ ଗ୍ରାମ ବାସୀ ପକଂନ୍ତି ଭୋଗ ଯାତ୍ରା ପଡ଼ିଆରେ ଖୁଆଇଥିଲେ। ତୃତୀୟ ଦିନ ବମ୍ଫକୁଦ ‌ଗ୍ରାମବାସୀ ଶୋଭାଯାତ୍ରାରେ ନେଇ ତାଙ୍କ ଗ୍ରାମରେ ଭୋଗ ଖୁଆଇଥିଲେ । ଚତୁର୍ଥ ଦିନ‌ ନୂଆ କାଚରମାଳ ଗ୍ରାମକୁ ଶୋଭାଯାତ୍ରାରେ ଯାଇ ଭୋଗ ଖାଇଥିଲେ । ଚନ୍ଦନ ଚାପ ଶେଷ ଦିନ ପୁରୁଣା କାଚରାମାଳ ଗ୍ରାମବାସୀ ଲଖେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ବିମାନରେ ବସାଇ ଚାପ ତୁଠ ମଣ୍ଡପରୁ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ବାଜା,ବାଣ,ଘଣ୍ଟ ,

ସଂକୀର୍ତ୍ତନ , ଷଣ୍ଢ ନାଚ,, ଘୋଡ଼ା ନାଚ , ଭାଲୁ ଆଦି ବିଭିନ୍ନ ପ୍ରକାରର ନୃତ୍ୟର ତାଳେ ତାଳେ ଯାତ୍ରା ପଡ଼ିଆକୁ ଗଲାବେଳେ ଗ୍ରାମର ଲୋକମାନେ ଭୋଗ ଖୁଆଇଥିଲେ । ଏହି ଶୋଭାଯାତ୍ରାରେ ପିଲାଙ୍କ ଠାରୁ ଯୁବକ ମାନେ ନାଚିକୁଦି ବିମାନକୁ ଯାତ୍ରା ପଡ଼ିଆକୁ ନେଇଥିଲେ। ଏହି ଶୋଭାଯାତ୍ରା ଏବଂ ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା ।

ଶେଷ ଦିବସରେ ଯାତ୍ରା ପଡ଼ିଆରେ ବିମାନ ପହଞ୍ଚି ମଣ୍ଡପରେ ବସିଲା ପରେ ମହାନ୍ତି ଘର ଭୋଗ ଖୁଆଇ ଥିଲେ । ଚାରି ଦିନ ଧରି ଅପେରା ପରିବେଷଣ କରାଯାଇଥିଲା । ପାଞ୍ଚ ଦିନ ଧରି ଚାପ ଏବଂ ଅପେରା ପରିବେଷଣ କାର୍ଯ୍ୟକୁ‌ ଚନ୍ଦନ ଯାତ୍ରା ପରିଚାଳନା କମିଟି ର ସମସ୍ତ ସଦସ୍ୟ, ଗ୍ରାମର ଯୁବକ ଏବଂ କଟକ ସଦର ଥାନା ପୋଲିସ ଉପସ୍ଥିତି ରହି କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିଥିଲେ ।

ପ୍ରଶାନ୍ତ କୁମାର ମହାନ୍ତି, ସୁକାନ୍ତ ଭୋଇ, ସୁଧାକର ସ୍ବାଇଁ, ସୂର୍ଯ୍ୟ କାନ୍ତ ବରାଳ, କିଶୋର ଚନ୍ଦ୍ର ବରାଳ, ବସନ୍ତ କୁମାର ସାହୁ, ଲକ୍ଷ୍ମଣ ସାହୁ ,‌ଗୋବିନ୍ଦ ମହାରଣା , ପ୍ରଭାତ କୁମାର ବରାଳ, ରଶ୍ମୀ ରଞ୍ଜନ ମିଶ୍ର, ଯୋଗେନ୍ଦ୍ର ଜେନା,ବସନ୍ତ କୁମାର ଭୋଇ, କାଳନ୍ଦୀ ଜେନାଙ୍କ ସମେତ ଗ୍ରାମର ସମସ୍ତ ଯୁବକ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର

ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର

September 13, 2026
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର

ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର

September 13, 2026
ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

September 13, 2026
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା – ପ୍ରକଳ୍ପରେ ଝଲସିଲେ ପ୍ରତିଭା

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା – ପ୍ରକଳ୍ପରେ ଝଲସିଲେ ପ୍ରତିଭା

September 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର

ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର

September 13, 2026
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର

ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର

September 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version