ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜଗନ୍ନାଥ ସଡ଼କରେ ନିରାକାର ପୁର ପୋଲିସ ର ବଡ଼ ଧରଣର ରେଡ କରିଛି । ଖୋର୍ଦ୍ଧା ଜିଲ୍ଲା ରୁ ପୁରୀ ଜିଲ୍ଲାକୁ ମାଙ୍କଡା ପଥର ଓ ବାଲି ଚୋରା ଚାଲାଣ ବେଳେ ହୋଇଛି ରେଡ ଏକା ଥରକେ 9 ଗୋଟି ମାଙ୍କଡା ପଥର ଟ୍ରକ ସହ ଦୁଇଟି ବାଲି ବୋଝେଇ ହାଇୱା କୁ ଜବତ କରିଛି ନିରାକାର ପୁର ପୋଲିସ । ଏହା ସହ ଏହି ଘଟଣା ରେ 8 ଜଣ ଟ୍ରକ ଚାଳକଙ୍କୁ ଗିରଫ କରିଛି ନିରାକାର ପୁର ପୋଲିସ ।
















