• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ସାହିତ୍ୟ ମହୋତ୍ସବ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
April 19, 2025
in ଓଡ଼ିଶା, ପୁରୀ, ହୋମ୍
0
ପୁରୀ ସାହିତ୍ୟ ମହୋତ୍ସବ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ
Share on FacebookShare on TwitterWhatsapp

ପୁରୀ ସାହିତ୍ୟ ମହୋତ୍ସବ ଭାରତର ସାଂସ୍କୃତିକ ଐତିହ୍ୟ ଓ ପ୍ରଗତିଶୀଳ ଆକାଂକ୍ଷାର ଏକ ଉତ୍ସବ : ରାଜ୍ୟପାଳ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆଧ୍ୟାତ୍ମିକ ଭାବରେ ପ୍ରତିଧ୍ୱନିତ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ପୁରୀ ସହରରେ ପୁରୀ ସାହିତ୍ୟ ମହୋତ୍ସବର ଉଦଘାଟନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଏହାର ପ୍ରଗତିଶୀଳ ଆକାଂକ୍ଷାର ଏହା ଏକ ଅନନ୍ୟ ଉତ୍ସବ ବୋଲି କହିଛନ୍ତି ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି । ଆଜି ପୂର୍ବାହ୍ନରେ ପୁରୀ ସାହିତ୍ୟ ମହୋତ୍ସବ କୁ ଉଦଘାଟନ କରି ରାଜ୍ୟପାଳ କହିଲେ ଯେ,ପୁରୀ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ; ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ କଳାତ୍ମକ ପରମ୍ପରାର ଏକ ଜୀବନ୍ତ ପ୍ରତୀକ ।

ଏହି ମହୋତ୍ସବ ପରମ୍ପରା ଏବଂ ଆଧୁନିକତାର କେବଳ ସହ-ଅସ୍ତିତ୍ୱ ନୁହେଁ ବରଂ ଏକତ୍ର ପ୍ରଗତି କରିପାରିବ ସେ ବିଷୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଏକ ଉପଯୁକ୍ତ ମଞ୍ଚ । ଏହା ସେମାନଙ୍କୁ ଜ୍ଞାନର ଗତିଶୀଳ ଉତ୍ସ ଭାବରେ ପୁନର୍ଜୀବିତ କରିବାକୁ ଚେଷ୍ଟା କରେ ଯାହା ଏକ ଦ୍ରୁତ-ବିକଶିତ ସମାଜକୁ ମାର୍ଗଦର୍ଶନ କରିବାରେ ସକ୍ଷମ । ଏକ ସମୟରେ ଯେତେବେଳେ ପ୍ରଯୁକ୍ତିବିଦ୍ୟା ପ୍ରଗତି ଏବଂ ବିଶ୍ୱସ୍ତରୀୟ ପ୍ରଭାବ ଜନଚେତନାକୁ ପ୍ରାଧାନ୍ୟ ପ୍ରଦାନ କରେ ଏହା ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ସାଂସ୍କୃତିକ ଭିତ୍ତିଭୂମି ଦାୟିତ୍ୱପୂର୍ଣ୍ଣ ପ୍ରଗତି ପାଇଁ ଆବଶ୍ୟକୀୟ ଦିଗଦର୍ଶନ ପ୍ରଦାନ କରେ ।

ଏହା ସ୍ୱୀକାର କରେ ଯେ ଏକ ଜାତି ତାର ଅତୀତକୁ ପ୍ରତ୍ୟାଖ୍ୟାନ କରି ଅଭିବୃଦ୍ଧି ପାଏ ନାହିଁ ବରଂ ତାର ଐତିହ୍ୟକୁ ତାର ସମସାମୟିକ ବର୍ଣ୍ଣନାରେ ବୁଣି ବିକାଶ ପାଏ । ଏଠାରେ ଲେଖକ, ଚିନ୍ତକ, ସ୍ଥପତି, କଳାକାର ଏବଂ ଯୁବପିଢ଼ିଙ୍କ ଉପସ୍ଥିତି ଏହି ଅନ୍ତର୍ଭୁକ୍ତିର ପ୍ରମାଣ ବୋଲି ରାଜ୍ୟପାଳ ଡ. କମ୍ଭବପାଟି କହିବା ସହ ଆମର ଜାତୀୟ ବ୍ୟାଖ୍ୟାନକୁ ନିରନ୍ତର ସମୃଦ୍ଧ କରୁଥିବା ଐତିହ୍ୟ କୁ ଆଗକୁ ବଢାଇବାକୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମ ରେ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଏକ ସ୍ମରଣୀୟ ମହୋତ୍ସବ ପାଇଁ ଆୟୋଜକ ଓ ଅତିଥି ମାନଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇବା ସହ ଏହି ମହୋତ୍ସବ ଆମ ମହାନ ସଂସ୍କୃତି, ଓଡ଼ିଶାର ସାହିତ୍ୟ,

ପାରମ୍ପରିକ ଖାଦ୍ୟ,ପୂର୍ବ ସୁରୀ ମାନଙ୍କ ଅବଦାନ ସମ୍ପର୍କରେ ଅଧିକ ଆଦୃତି ହୋଇ ପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଶବ୍ଦ ହିଁ ବ୍ରହ୍ମ ଓ ବ୍ରହ୍ମ ହିଁ ଶବ୍ଦ।ଏହି ସାହିତ୍ୟ ମହୋତ୍ସବ ରେ ଉଚ୍ଚାରିତ ପ୍ରତିଟି ଶବ୍ଦ ସାହିତ୍ୟ ଓ ସଂସ୍କୃତି କୁ ରୁଦ୍ଧିମନ୍ତ କରିବ।ଆଦି ଶଙ୍କରାଚାର୍ଯ୍ୟ, ଗୁରୁ ନାନକ, ଚୈତନ୍ୟ, ସନ୍ଥ କବିର,ତୁଳସୀ ଦାସ, ରାମାନୁଜମ ଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତି ମାନେ ପୁରୀ କୁ ଆସିଛନ୍ତି।ସେଥିପାଇଁ ମଠ ସଂସ୍କୃତି ମହାନ ହୋଇଛି ।

ଆଗାମୀ ତିନି ଦିନ ସାହିତ୍ୟ ସଂସ୍କୃତି ର ଆଲୋଚନା, ପର୍ଯ୍ୟାଲୋଚନା ହେବା ସହ ଯୁବ ବର୍ଗଙ୍କୁ ଆଧ୍ୟାତ୍ମିକ ଓ ଆମ ମହାନ ସଂସ୍କୃତି ର ଦିଗଦର୍ଶନ କରାଇବ ବୋଲି ସେ ମତ ଦେଇଥିଲେ।ପୁରୀ ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଓମ ପ୍ରିୟଦର୍ଶୀ ଛୋଟରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ମହୋତ୍ସବ ରେ ଅନ୍ୟତମ ଅଧ୍ୟକ୍ଷ ଶିବମ ରଘୁବଂଶୀ ଉପସ୍ଥିତ ଥିଲେ।

ସଦସ୍ୟ ସୌମେନ୍ଦ୍ର ଦାସ ଓ ପ୍ରଫେସର ସସ୍ମିତା ବନ୍ଦରନାୟକ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ଅଧ୍ୟକ୍ଷ ଶଶାଙ୍କ ଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ରାଜ୍ୟପାଳ ଓ ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ଏହି ତିନି ଦିନିଆ ସାହିତ୍ୟ ମହୋତ୍ସବ ର ଉଦଘାଟନ କରିଥିଲେ । ପ୍ରତିଷ୍ଠିତ ପ୍ରକାଶକ ମାନଙ୍କ ତରଫରୁ ମହୋତ୍ସବ ସ୍ଥଳରେ ପୁସ୍ତକ ମେଳାର ଆୟୋଜନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version