• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନଖରା ଭାଗବତ ବାସୁଦେବ ମେଳନ ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
April 3, 2025
in ଓଡ଼ିଶା, କଟକ, ହୋମ୍
0
ନଖରା ଭାଗବତ ବାସୁଦେବ ମେଳନ ଆରମ୍ଭ
Share on FacebookShare on TwitterWhatsapp

ଫୁଲନଖରା (ଓଡ଼ିଶା ତାଜା ନ୍ୟୁଜ୍) :- ନିଆଳୀ ରାସ୍ତ ପାର୍ଶ୍ୱରେ ଥିବା ନଖରା ଗ୍ରାମର ଭାଗବତ ବାସୁଦେବ ମେଳନ ଓ ଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି । ନଖରା ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ମେଳଣ ଏବଂ ଯାତ୍ରା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ବୁଧବାର ସନ୍ଧ୍ୟାରେ ନଖରା ଭାଗବତ ବାସୁଦେବଙ୍କ ପୀଠରୁ ଏକ ବିମାନ ବାହାର କରାଯାଇଥିଲା ।

ସେହିପରି ନଖରା ପଞ୍ଚୁସାହିରୁ ମଧ୍ୟ ଏକ ବିମାନ ଭାଗବତ ବାସୁଦେବଙ୍କ ପୀଠକୁ ଆସି ପହଞ୍ଚିବା ପରେ ସୁସଜ୍ଜିତ ଦୁଇ ବିମାନକୁ ଖୋଳ କର୍ତ୍ତାଳ ସଂକୀର୍ତ୍ତନ, ବାଜା ,ବାଣ ରୋଷଣୀ କରି ଶୋଭାଯାତ୍ରାରେ ନଖରା ଗ୍ରାମ ପରିକ୍ରମା କରି ମା,ଜାଗୁଳାଇଙ୍କ ପୀଠ ସ୍ଥଳରେ ରାତି ୧୦ଟାରେ ପହଞ୍ଚିଥିଲା ।

ସେଠାରେ ଦୁଇ ବିମାନକୁ ପୂଜକ ଫୁଲ ଚନ୍ଦନ ଧୂପ ଦେଇ ପୂଜା କରିସାରିବା ପରେ ଦୁଇ ବିମାନ ମାଙ୍କ ପୀଠରେ ଅବସ୍ଥାନ କରିଥିଲେ । ଦୁଇ ବିମାନ ଶୋଭାଯାତ୍ରାରେ ଆସିଲା ବେଳେ ଗ୍ରାମର ଯୁବକ ଏବଂ ପିଲାମାନେ ନାଚକୁଦ କରି ବିମାନ ଆଗେ ଆଗେ ଆସୁଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାହାଳ ଥାନା ପୋଲିସ ବିମାନ ଶୋଭାଯାତ୍ରୀଙ୍କ ସହିତ ଆସିଥିଲେ ।

ବିମାନ ପହଞ୍ଚିବା ପରେ ପାରମ୍ପରିକ ଯାତ୍ରା ଅପେରା ପାର୍ଟି ପକ୍ଷରୁ ରାତି ୧୨ ଟାରେ ଅପେରା ପରିବେଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାତ୍ରା ପଡିଆରେ ବହୁ ଉଠା ଦୋକାନୀ ସେମାନଙ୍କର ଦୋକାନ ଖୋଲିଥିଲେ । ଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ଲୋକେ ପିଲା ଛୁଆଙ୍କୁ ସାଥିରେ ଆଣି ଅପେରା ଦେଖିବା ସହିତ ଚଟପଟି ଖାଦ୍ୟ ଖାଇଥିଲେ ଏବଂ ଘରକରଣା ଜିନିଷ କିଣିବାର ସୁଯୋଗ ପାଇଥିଲେ ।

ଗୁରୁବାର ଅପରାହ୍ନ ୨ ଟାରୁ ଘୋଡ଼ା ନାଚ ଅରମ୍ଭ ହୋଇ ରାତୁ ୮ଟାରେ ଶେଷ ହେବ । ରାତି ୮ଟାରେ ସଂକୀର୍ତ୍ତନ ପରିବେଷଣ ସାଙ୍ଗକୁ ସମ୍ବର୍ଦ୍ଧନା କାର୍ଯ୍ୟ କରାଯିଵ । ନଖରା ଗ୍ରାମ୍ୟ କମିଟିର ସଭାପତି ସୁଦାମ ଚରଣ ସାହୁ ,ସଂପାଦକ ନିରଞ୍ଜନ ସାହୁ , ଉପ ସଭାପତି ସୁକାନ୍ତ କୁମାର ସାହୁ ଙ୍କ ସମେତ ନଖରା ଗ୍ରାମର ସମସ୍ତ ଯୁବକ , ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ମେଳନ ଶୋଭାଯାତ୍ରା ଏବଂ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odisha AM/NS India Kho Kho High Performance Centre celebrates two years of sporting excellence

ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରର କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାର ଦୁଇ ବର୍ଷ ପୂର୍ତ୍ତି ପାଳନ

July 30, 2026

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

Aluminium Coal Mines Expands Assistive Support for People with Disabilities Across Jharsuguda and Sundargarh Districts

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odisha AM/NS India Kho Kho High Performance Centre celebrates two years of sporting excellence

ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରର କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାର ଦୁଇ ବର୍ଷ ପୂର୍ତ୍ତି ପାଳନ

July 30, 2026
Odisha AM/NS India Kho Kho High Performance Centre celebrates two years of sporting excellence

Odisha AM/NS India Kho Kho High Performance Centre celebrates two years of sporting excellence

July 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version