No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ କାର୍ଯ୍ୟାଳୟରେ ରବିବାର ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ 104 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି l ବିଧାୟକ ଙ୍କ ସହିତ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ନିରୋଦ କୁମାର ସାମଲ,
ବିପିସି ମଧୁସ୍ମିତା ବିଶ୍ୱାଳ, କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ ଙ୍କ ସହ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ l ଏହି ପରି ପ୍ରେକ୍ଷୀ ରେ ସମସ୍ତ ହିତାଧିକାରୀ ମାନଂକୁ ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ବିଧାୟକ ଭୋଇ କହିଲେ ବ୍ଲକରେ ଗୃହ ହେଉ ଵା କୌଣସି କାର୍ଯ୍ୟ ହେଉ ଦଳ ଗତ ନିର୍ବିଶେଷରେ ହେଵାଦରକାର ଯଦି ଏଥିରେ ଖିଲାପ ହୁଏ ତାହାହେଲେ
ସମ୍ପୃକ୍ତ ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ଲକର ସମସ୍ତ ଅଧିକାରୀ ଙ୍କୁ ସୂଚାଇ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ୱାରା କଳାହାଣ୍ଡି ଜିଲାରେ ରବିବାର ହେଉଥିବା ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀ ମାନଂକୁ କାର୍ଯ୍ୟାଦେଶ ବଣ୍ଟନ ର ସିଧା ପ୍ରସାରଣ ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମନକିବlତ ର ସିଧା ପ୍ରସାରଣ ଏଲିଡି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା l

No Result
View All Result