No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ ଧରି ଖୁଲମଖୁଲା ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ବିଷୟ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୋଲିସ ଟିମ୍ ସହ ଦୋକାନ ଉପରେ ଅଚାନକ ଚଢ଼ାଉ କରି

୧କେଜି ୨୧୦ଗ୍ରାମ ଗଞ୍ଜେଇ ଜବତ ସହ ସିଗାରେଟ୍ ଗୋଗୋ ୧କେଜି ୧୧୦ଗ୍ରାମ, ମିଗ୍ଦୱାଲ୍ ୱିସ୍କି ୫୫ ବୋଟଲ, ଓଲ୍ଡମଙ୍କ ୨୦ଟଟା, ପାଉଚ୍ ୩ଟା, ବିଅର୍ କେନ୍ ୫ ଟା ଏବଂ ୧୭ ଲିଟର ବିଦେଶୀ ମଦ ଜବତ କରିବା ସହ ଦୋକାନୀ ସଦାନନ୍ଦ ବରଡକୁ ଗିରଫ କରିଥିବା ବିଷୟ ପୋଲିସ୍ ଏସଡିପିଓ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି l

No Result
View All Result