No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରୁଷ ଏନ୍.ସି.ସି ଆନୁକୁଲ୍ୟରେ ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପୁରୁଷ ଏନ୍.ସି.ସି ଅଧିକାରୀ କ୍ୟାପଟେନ୍ ଗୁରୁବାରୀ ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ଏନ୍.ସି.ସି କ୍ୟାଡେଟ୍ମାନେ ପଦଯାତ୍ରାରେ ଯାଇ ଜନସାଧାରଣଙ୍କୁ ମୁଖ ସ୍ୱାସ୍ଥ୍ୟ ଉପରେ ସଚେତନତା କରିବା ସହିତ ମୁଖ ସୁନ୍ଦର ରହିଲେ ମଣିଷ ସୁନ୍ଦର ରହିବ ବୋଲି ଜନସାଧାରଣଙ୍କୁ ଅବଗତ କରାଇଥିଲେ । 
No Result
View All Result