• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଣ୍ଠେଇ ପଡିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ : କଚ୍ଚପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ – ଷ୍ଟେସନ ନିର୍ମାଣ କାର୍ଯ୍ୟରେ ବାଧକ ବିଦ୍ୟୁତ୍ ଖୁଣ୍ଟି 

Proprietor Abhimanyu Maharana by Proprietor Abhimanyu Maharana
March 3, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଆଣ୍ଠେଇ ପଡିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ :  କଚ୍ଚପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ – ଷ୍ଟେସନ ନିର୍ମାଣ କାର୍ଯ୍ୟରେ ବାଧକ ବିଦ୍ୟୁତ୍ ଖୁଣ୍ଟି 
Share on FacebookShare on TwitterWhatsapp

୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଦଶପଲ୍ଲା :- ଠିକାଦାରୀ ସଂସ୍ଥାର ଖାମଖିଆଲ ମନୋବୃତ୍ତି , ଯନ୍ତ୍ର ଶକ୍ତି ଓ ଜନଶକ୍ତି ର ଅଭାବ ସହିତ ପାରିପାର୍ଶ୍ବକ ପ୍ରତିବନ୍ଧକ ହେତୁ ଆଗେଇପାରୁନି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ । କେଉଁଠି ବିଦ୍ୟୁତ୍ ଖୁଣ୍ଟ ପ୍ରତିବନ୍ଧକ ସାଜୁଛି ତ ପୁଣି କେଉଁଠି ବିସ୍ଥାପିତ ହେବାକୁ ଥିବା ଜନବସତି ବିସ୍ଥାପିତ ହୋଇ ପାରୁନଥିବା ହେତୁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନି। ଫଳରେ ସରକାରୀ କ୍ଷତିପୂରଣ ମିଳି ନ ଥିବାରୁ ଆଗକୁ ବଢ଼ିପାରୁନି କାମ । ପ୍ରଜଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସରକାର ଯେଭଳି ପଦକ୍ଷେପ ନେଉଛନ୍ତି ପାରିପାର୍ଶ୍ଵକ ପ୍ରତିବନ୍ଧକ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

ଏହି ରେଳପଥ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗର ପ୍ରମାଇଲ୍ ଖୁଣ୍ଟ ସାଜିବାକୁ ଥିବାବେଳେ ଖୋର୍ଦ୍ଧା ରୋଡ଼ଠାରୁ ବଲାଙ୍ଗୀରକୁ କେବେ ରେଳ ସଂଯୋଗ ହେବ ତା’ରି ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି। ଏସବୁ ମଧ୍ୟରେ ଖୋର୍ଦ୍ଧା ଗୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିବା ବେଳେ ସେପଟେ ବଲାଙ୍ଗୀରରୁ ସୋନପୂର ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇଛି ମାତ୍ର ଦଶପଲ୍ଲାରୁ ଆଗକୁ ରେଳ ଚଳାଚଳ ପାଇଁ କାର୍ଯ୍ୟ ଚାଲୁଥିଲେ ମଧ୍ୟ ନାନା ବିବାଦ ଦେଖିବାକୁ ମିଳୁଛି। ଦଶପଲ୍ଲାର ପରବର୍ତ୍ତୀ ଷ୍ଟେସନ ବୁଗୁଡ଼ା ନିକଟସ୍ଥ ଝିଣ୍ଡିକାବାରିଠା ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି I ହେଲେ ଏହି ଷ୍ଟେସନ ନିର୍ମାଣ ପାଇଁ ଏବେ ପାରିପାର୍ଶ୍ବକ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

ମୁଖ୍ୟତଃ ଷ୍ଟେସନ ମଧ୍ୟଦେଇ ଯାଇଥିବା ବିଦ୍ୟୁତ୍ ତାରକୁ ସ୍ଥାନାନ୍ତର କରାଯାଉନାହିଁ। ଏହା ମଧ୍ୟରେ ୨ଟି ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇଥିବା ବେଳେ ତାହା ମଧ୍ୟରେ କାମ କରିବାରେ ପ୍ରତିବନ୍ଧକ ହେଉଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି। ଏନେଇ ବିଦ୍ୟୁତ୍ କାର୍ଯ୍ୟାଳୟକୁ ବାରମ୍ବାର ଅବଗତ ପରେ ଏହାର ସମାଧାନ ହୋଇପାରୁନି। ସେହିଭଳି ବିସ୍ଥାପିତ ହେବାକୁ ଥିବା ଝିଣ୍ଡିକାବାରି ଗ୍ରାମର ପ୍ରାୟ ୨୦ ପରିବାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଦେତୁ ଭିଟାମାଟି ଛବୁ ନଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଥଇଥାନ ପାଇଁ ଜାଗା ଓ କ୍ଷତିପୂରଣ ମିଳିଛି। ଥଇଥାନ ପାଇଁ ଦିଆଯାଇଥିବା ସ୍ଥାନରେ ଘର ନିର୍ମାଣ କରିଥିଲେ ମଧ୍ୟ ସେଠାକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ରାସ୍ତା ଓ ପାନୀୟଜଳର ସୁବିଧା ନାହିଁ |

ଫଳରେ ଏସବୁ ପରିବାର ପୂର୍ବ ସ୍ଥାନ ଛାଡ଼ି ନୂତନ ପାନକୁ ଯାଇପାରୁନାହାନ୍ତି। ତୁରନ୍ତ ଏସବୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଷ୍ଟେସନ ନିର୍ମାଣ କାର୍ଯ୍ୟରେ ଘୋର ପ୍ରତିବନ୍ଧକ ଉପୁଜୁଛି ଅନ୍ୟପାର୍ଶ୍ଵରେ ,ଷ୍ଟେସନର ପରେପରେ ବୁଗୁଡ଼ା କଲୋନାବାସୀ କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ଥ ହେବାକୁ ଥିବା ସ୍ଥାନରେ ନାଲି ପତାକା ମାରି ପ୍ରତିବାଦ ଜଣାଇଛନ୍ତି । ଏଠାରେ ପ୍ରାୟ ୫୦ଟି ପରିବାର ବସବାସ କରିବା ସହ ୧୩୦ ଏକରରୁ ଊର୍ଦ୍ଧ୍ବ ଜମିକୁ ଭୋଗଦଖଲ କରି ଆସୁଛନ୍ତି। ଚାଷବାସ କରି ଗୁଜୁରାଣ ମେଣ୍ଡାଇ ଆସୁଥିବା ବେଳେ ଏସବୁ ଜମି କ୍ଷତିଗ୍ରସ୍ତ ହେବାକୁ ଯାଉଛି! କ୍ଷତିପୂରଣ ଦାବିନେଇ ଆନ୍ଦୋଳନ ପରେ ଏବେ ପ୍ରଶାସନ କ୍ଷତିପୂରଣ ଦେବାକୁ ନିଷ୍ପତ୍ତ ନେଉଛି ଏବଂ କ୍ଷତିପୂରଣ ମିଳିବା ପରେ ଗ୍ରାମବାସୀ ଜାଗା ଛାଡ଼ିବାକୁ ଅଡ଼ି ବସିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

November 25, 2026
VAML Coal Mines Advances Rural Healthcare Through Project Arogyam

VAML Coal Mines Advances Rural Healthcare Through Project Arogyam

November 25, 2026
International Performing Arts Festival (IPAF) 5th Year – Puri Edition 2026

ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

November 25, 2026
International Performing Arts Festival (IPAF) 5th Year – Puri Edition 2026

International Performing Arts Festival (IPAF) 5th Year – Puri Edition 2026

November 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

November 25, 2026
VAML Coal Mines Advances Rural Healthcare Through Project Arogyam

VAML Coal Mines Advances Rural Healthcare Through Project Arogyam

November 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version