• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ଯୋଗୁ ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ପାଇଁ ଆମ ଜନତା ଅଧିକାର ପକ୍ଷରୁ ଧାରଣା – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
August 27, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କରୋନା ଯୋଗୁ  ଜେଇଇ  ଓ ନିଟ ପରୀକ୍ଷା ସ୍ଥଗିତ ପାଇଁ ଆମ ଜନତା ଅଧିକାର ପକ୍ଷରୁ ଧାରଣା – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର : ଆମ ଜନତା ଅଧିକାର(ଆଜାଦ) ସଂଗଠନ ପକ୍ଷରୁ ଜାତୀୟ ସ୍ତରରେ ହେବାକୁ ଥିବା ଜେଇଇ ଓ ନିଟ (JEE & NEET) ପ୍ରବେଶିକା ପରୀକ୍ଷା ସ୍ଥଗିତ ପାଇଁ ଭୁବନେଶ୍ବର ଜୟଦେବ ଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଦେଶରେ କରୋନା ମହାମାରୀ ରୋଗ କାରଣରୁ ଲକ୍ଷ୍ୟ ଲକ୍ଷ୍ୟ ଛାତ୍ରଛାତ୍ରୀ ଓ ତାଙ୍କ ସହିତ ଆସୁଥିବା ଅଭିଭାବକ ମାନଙ୍କ ଜୀବନପ୍ରତି ବିପଦ ରହିଛି ଏହାସହ ସେମାନଙ୍କର ଗମନାଗମନ ଓ ରହିବା ବ୍ୟବସ୍ଥା ରେ ମଧ୍ୟ ବହୁ ସମସ୍ୟା ଦେଖା ଦେବ l ବର୍ତମାନ ଟ୍ରେନ, ବସ ଓ ଗମନା ଗମନ ର ସବୁ ବ୍ୟବସ୍ଥା ଏକ ପ୍ରକାର ଠପ l ଓଡିଶା ରେ ମାତ୍ର 7ଟି ସହର ରେ ପରୀକ୍ଷା କେନ୍ଦ୍ର ହୋଇଛି l500 କି ମି ପର୍ଯ୍ୟନ୍ତ ଦୂରତ୍ୱ ରୁ ମଧ୍ୟ ପିଲାମାନେ ଯୋଗ ଦେବେ l କରୋନା ପାଇଁ ରୋଜଗାର ଠିକ ନ ଥିବା ବେଳେ ଅଭିଭାବକ ମାନେ ସ୍ୱତନ୍ତ୍ର ଗାଡି ଭଡା କରି ହଜାର ହଜାର ଟଙ୍କା କୋଉଠୁ ଆଣି ଖର୍ଚ୍ଚ କରିବେ l

ବହୁତ ଦୁର୍ଗମ ଅଂଚଳ ରୁ ମଧ୍ୟ ପରୀକ୍ଷାର୍ଥୀ ଏଥିରେ ଯୋଗଦେବା ଏକ ପ୍ରକାର ଅସମ୍ଭବ ହୋଇପଡିବ l ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ରରେ ପାଞ୍ଚ ହଜାର ପିଲା ଓ ତାଙ୍କର ଅଭିଭାବକ ଓ ଗାଡି ଡ୍ରାଇଭର ଇତ୍ୟାଦି ମିଶିଲେ ଅନ୍ୟୁନ ଦଶ ହଜାର ଲୋକ ରୁଣ୍ଡ କରି ସରକାର ଏକ ପ୍ରକାର କରୋନା କୁ ନିମନ୍ତ୍ରଣ କରି ଲକ୍ଷ ଲକ୍ଷ ମେଧାବୀ ପିଲା ଓ ଅଭିଭାବକ କୁ କରୋନା ମୁହଁ କୁ ଠେଲି ଦେବା ସହ ମହାମାରୀ କୁ ସଂକ୍ରମଣ ର ପାଇଁ ବାଟ କଢାଇ ବାର ହୀନ ଚକ୍ରାନ୍ତ କରୁଛନ୍ତି l ବର୍ତମାନ ଅନେକ ଅଂଚଳ ମଧ୍ୟ ବେଳେ ବେଳେ ସଟ ଡାଉନ ହେଉଛି l ଏପରିକି ବହୁ ଜିଲ୍ଲା ଏବେ ବନ୍ୟା ଜଳରେ ଆଚ୍ଛାଦିତ ଏଣୁ ଏହି ସମୟରେ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ଏହିପରି ଅପରିପକ୍ୱ ନିଷ୍ପତ୍ତିକୁ ସଂଗଠନ ଦୃଢ଼ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଓଡିଶା ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏହି ପରୀକ୍ଷା କୁ ବାତିଲ କରନ୍ତୁ l

ଅନ୍ୟୁନ ପ୍ରତି ଜିଲ୍ଲା ରେ ପରୀକ୍ଷା କେନ୍ଦ୍ର, ସାମାଜିକ ଦୂରତ୍ୱ ପାଇଁ ପର୍ୟାପ୍ତ ବନ୍ଦୋବସ୍ତ ସହ ପିଲାମାନଙ୍କୁ ଗମନାଗମନ ପାଇଁ ପ୍ରୋତ୍ସାହନ ରାଶି ର ପ୍ରାବଧାନ କରି ପୁନର୍ବାର ଏକ ତାରିଖ ଘୋଷଣା କରିବା ପାଇଁ ଆମ ଜନତା ଅଧିକାର ପ୍ରଧାନମନ୍ତ୍ରୀ ଙ୍କୁ ଦାବୀ ଜଣାଇ ଆଜି ସାମାଜିକ ଦୂରତ୍ୱ ଅବଲମ୍ବନ କରି ନିରବ ଧାରଣା ର ଆୟୋଜନ କରିଥିଲା l ଆଜିର ଏହି ଧାରଣାରେ ସଂଗଠନର ରାଜ୍ୟ ଆବାହକ ମନୋଜ ଜେନା , ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ରମେଶ ମହାନ୍ତି, ମୁଖପାତ୍ର ପ୍ରସନ୍ନ ବିଶୋଇ, ଦେବୁ ନାୟକ, ନିରୁପମା ରଥ, ରମେଶ ଭାରତୀ, ଅଶୋକ ପାଇକରାୟ, ଶଙ୍କର୍ଷଣ ସାମନ୍ତରାୟ, ପ୍ରଣତି ସ୍ୱାଇଁ, ସ୍ମୃତିରେଖା ନାୟକ, ଜୀବନ ସାହୁ, ବିକାଶ ସାହୁ, ରତିକାନ୍ତ ବିଶ୍ୱାଳ, ରୋଜାଲିନ ପ୍ରଧାନ, ଗଣେଶ ରାଓ, ମାମାଲି ମହାନ୍ତି, ବର୍ଷା ମହାନ୍ତି ଆଦି ଯୋଗ ଦେଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
TPWODL Surpasses 50,000+ Rooftop Solar Installations, Accelerating Western Odisha’s Green Energy Transition

ପଶ୍ଚିମ ଓଡ଼ିଶାରେ ୫୦ ହଜାର ଟପିଲା ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ସ୍ଥାପନା

September 2, 2026

ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

September 2, 2026
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା

September 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

TPWODL Surpasses 50,000+ Rooftop Solar Installations, Accelerating Western Odisha’s Green Energy Transition

ପଶ୍ଚିମ ଓଡ଼ିଶାରେ ୫୦ ହଜାର ଟପିଲା ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ସ୍ଥାପନା

September 2, 2026
TPWODL Surpasses 50,000+ Rooftop Solar Installations, Accelerating Western Odisha’s Green Energy Transition

TPWODL Surpasses 50,000+ Rooftop Solar Installations, Accelerating Western Odisha’s Green Energy Transition

September 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version