୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା ଜିଲ୍ଲା :- ଗୋଡିପଡା ଟୋଲଗେଟ ରେ WB 25 D 4015 ଏକ 407 ଗାଡି କୁ ସନ୍ଦେହ କରି ଟୋଲ ଗେଟ କର୍ମଚାରୀ ଚେକିଙ୍ଗ୍ ପରେ ଜଣାପଡ଼ିଥିଲା

୪୦୦ ରୁ ଉର୍ଦ୍ଧ ଟ୍ରେ ରେ ବିପୁଳ ପରିମାଣର କଇଁଛ . ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ବନବିଭାଗ ପହଂଚି ଗାଡି ସହ ଜବତ କରି ଭୂଷଣ୍ଡପୁର ବିଟ ହାଉସ ରେ ପହଁଞ୍ଚିଛନ୍ତି , ଏବଂ ତଦନ୍ତ ଚାଲିଛି














