No Result
View All Result
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନାଚୁଣୀ :- ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ କହ୍ନେଇ ପୁର ଗ୍ରାମ ରେ ବାର୍ଷିକ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମସ୍ତ ବୈଦିକ ବିଧି ବିଧାନ ଅନୁଯାୟୀ ଅଧିବାସ, ସୂର୍ଯ୍ୟ ପୂଜା ଆଦି କାର୍ଯ୍ୟକ୍ରମ ମଧ୍ୟରେ ଅଷ୍ଟପ୍ରହର ବ୍ୟାପୀ ଅଖଣ୍ଡ ନାମ ସଂକୀର୍ତ୍ତନ ହୋଇଥିଲା ।
ବିଭିନ୍ନ ସଙ୍କୀର୍ତ୍ତନ ଦଳ ମଧ୍ୟରେ ଵିଞ୍ଜଳା ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ବେରୁଆଵାଡି ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ନାମ ସଙ୍କୀର୍ତ୍ତନ ବିଶେଷ ଆଧ୍ୟାତ୍ମିକ ପରିଵେଶ ସ୍ତୃଷ୍ଟି କରିଥିଲା । ସମ୍ପୂର୍ଣ୍ଣ ଗ୍ରାମ ବାସୀ ଏହି ଉତ୍ସବରେ ସହଯୋଗ କରିଥିଲେ ।

No Result
View All Result