୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ଢଁସର ହାଇସ୍କୁଲ ପଡିଆ ଠାରେ ଆସନ୍ତା କାଲି ଠାରୁ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ପୂର୍ବତନ ବିଧାୟକ ସ୍ୱର୍ଗତ ଅକ୍ଷୟପଟ୍ଟନାୟକଙ୍କ ସ୍ମୃତିରେ ଆରମ୍ଭ ହେବାକୁ ଯାଉଛି ।
ସ୍ୱର୍ଗତ ପଟ୍ଟନାୟକଙ୍କ ସୁପୁତ୍ର ଯୁବସଂଗଠକ ଅବିନାସ ପଟ୍ଟନାୟକ ଉକ୍ତ ଟୁର୍ଣ୍ଣାମେଣ୍ଟ୍ କୁ ଆୟୋଜନ କରିବା ସହ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।














