• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆର. ଉଦୟଗିରି ରୁ ପୁରୀ ଜିଲ୍ଲା କୁ ଚୋରା ଚାଲାଣ ବେଳେପୋଲିସ ଦ୍ବାରା୬୦ ଲକ୍ଷ ଟଙ୍କାର ୫୨ ବସ୍ତା ଗଞ୍ଜେଇ ଜବତ ୩ ଗିରଫ ମେକ୍ସ୍ ପିକପ୍ ଜବତ

Proprietor Abhimanyu Maharana by Proprietor Abhimanyu Maharana
August 21, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଆର. ଉଦୟଗିରି ରୁ ପୁରୀ ଜିଲ୍ଲା କୁ ଚୋରା ଚାଲାଣ ବେଳେପୋଲିସ ଦ୍ବାରା୬୦ ଲକ୍ଷ ଟଙ୍କାର ୫୨ ବସ୍ତା ଗଞ୍ଜେଇ ଜବତ ୩ ଗିରଫ ମେକ୍ସ୍ ପିକପ୍ ଜବତ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର ) ପାରଳଖେମୁଣ୍ଡି :–ଗଜପତି ଜିଲ୍ଲା ଅନ୍ତର୍ଗତ ଆର ଉଦୟଗିରି ଥାନାର ପୋଲିସ ଗଜପତି ଓ ଗଞ୍ଜାମ ଜିଲ୍ଲା କୁ ସଂଯୋଗ କରୁଥିବା ସୀମାରେ ଏକ ମେକ୍ସ ପିକପ୍ ଗାଡି କୁ ଯାଞ୍ଚ କରି ତାହା ମଧ୍ୟରୁ ୫୨ ବସ୍ତା ଗଞ୍ଜେଇ ଜବତ କରିବା ସହ ମୋଟ ୩ ଜଣଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତି ମାନେ ହେଲେ ଗଜପତି ଜିଲ୍ଲା ଅନ୍ତର୍ଗତ ଗୁଙ୍ଗୀମେରା ଗ୍ରାମର କରୁଣା ଗୋମଙ୍ଗ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବେନ୍ତାପଡା ଗ୍ରାମର ଶରତ ଦେ ଓ ପୁରୀ ସଦର ଥାନା ଅନ୍ତର୍ଗତ ନିଶି ଭରଣ ଗ୍ରାମର ପ୍ରମୋଦ ମଲ୍ଲିକ ବୋଲି ଜଣାପଡିଛି l ଘଟାଣରୁ ପ୍ରକାଶ ଯେ, ଗଜପତି ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ କାନକଟା ଛକରେ ଥିବା ନାକାପଏନ୍ଟ ରେ ଆର ଉଦୟଗିରି ଥାନାର ଏସ ଆଇ ବସନ୍ତ କୁମାର ଗନ୍ଥ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଡ୍ୟୁଟି ରେ କାର୍ଯ୍ୟରତ ଥିବା ବେଳେ ଏକ ମେକ୍ସ ପିକାପ୍ ଗାଡ଼ିନମ୍ବରଓଡି୦୭ଇ୧୧୦୮ ଅପରାହ୍ନ ପ୍ରାୟ ୪ ଟାରେ ଆର ଉଦୟଗିରି ପଟରୁ ଆସି ନାକlପଏନ୍ଟ ଠାରେ ପହଞ୍ଚି ଥିଲା ସେଠାରେ ଉପସ୍ଥିତ ଥିବା ପୋଲିସ ଗାଡି ଖାନ ତଲାସୀ କରିବାପରେ ସେହି ଗାଡି ମଧ୍ୟରୁ ୫୨ ବସ୍ତା ଗଞ୍ଜେଇ ଜବତ କରିଥିଲେ l

ମାଜିଷ୍ଟ୍ରେଟ ଆର ଉଦୟଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ଙ୍କ ଉପସ୍ଥିତି ରେ ଜବତ ହୋଇଥିବ ଗଞ୍ଜେଇ ର ଓଜନ କରାଯାଇଥିଲା l ଜବତ ହୋଇଥିବ ଗଞ୍ଜେଇ ର ଓଜନ ୧୨ କ୍ଵିଣ୍ଟାଲ ୧୫ କେଜି ହୋଇଥିଲା ଯାହାର ବଜାର ଦର ପ୍ରାୟ ୬୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି l ଏହି ଗଞ୍ଜେଇ ଆର ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ ମାଫିଆ ମାନଙ୍କ ଦ୍ଵାରା ପୁରୀ ଜିଲ୍ଲା କୁ ଚୋରାରେ ଚାଲାଣ ହେଉଥିଲା ବୋଲି ପୋଲିସ କହିଛି l ଏ ନେଇ ଆର ଉଦୟଗିରି ଥାନାରେ କେସ ନଂ ୫୬/୨୦୨୦ ଏନ୍ଡିପିଏସ ଏକ୍ଟ୍ ଧାରାରେ ଏକ ମକଦ୍ଦମା ରୁଜୁ କରି ଆର ଉଦୟଗିରି ଥାନା ଅଧିକାରୀ ମମତା ନାୟକ ତଦନ୍ତ ଜାରି ରଖିଛନ୍ତି ଏଠାରେ ସୂଚାଯୋଗ୍ୟ ଏହି କି ଜେ, ଗଜପତି ଏସ ପି ଭାବେ ତପନ କୁମାର ପଟନାୟକ ଦାୟିତ୍ଵ ଗ୍ରହଣ କରିବା ପରେ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଥିବା ଦେଖି ବାକୁ ମିଳୁଛି l ଚୋରା ଗଞ୍ଜେଇ ବେପାରୀ ମାନଙ୍କ ମଧ୍ୟରେ ଏକ ପ୍ରକାର କକୁଆ ଭୟ ଖେଳାଇ ଦେଇଛି l (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version