ଏହି ହୁଣ୍ଡିକୁ ସମାଜସେବୀ ଅବିନାଶ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦାନ କରି ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ସମାଜସେବା ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା , ନିରଞ୍ଜନ ସାହୁ, ଅଭିନେତା ନିରଞ୍ଜନ ଆଚାର୍ଯ୍ୟ , ମାନସରଞ୍ଜନ ସାହୁ , ଦାସରଥି ପଡିହାରୀ, ସନାତନ ରଣା ପ୍ରମୁଖ ସାମିଲ୍ ହୋଇଥିଲେ ।
© 2023 Odisha Taza News.