୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରେ ମୋହନା ବନ ବିଭାଗ କର୍ମଚାରୀ ପଇଁତରା ମାରିବା ସମୟରେ ଏକ ବୋଲେରୋ ଗାଡ଼ି ଦେଖି ସନ୍ଦେହରେ ଅଟକାଇ ତଦନ୍ତ କରିବାରୁ ସେଥିରେ ଲକ୍ଷାଧିକ ଟଙ୍କାର କାଠ ଥିବା ଦେଖିବାକୁ ପାଇଥିଲେ ।
















