No Result
View All Result
୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ବିଡ଼ିଓ ବାସୁଦେବ ନାୟକଙ୍କ ବଦଳି ପରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ର ବିଡ଼ିଓ ଅମୃତ କୁମାର ରାଉଳ ନୂଆଗାଁ ବ୍ଲକ୍ ରେ ଯୋଗ ଦେଇଥିଲେ ।
ଆଜି ଆଞ୍ଚଳିକ ସାମ୍ବାଦିକ ସଙ୍ଘ ସଭାପତି ଶିବଦତ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୂଆଗାଁ ବ୍ଲକ୍ ରେ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ଅମୃତ କୁମାର ରାଉଲ୍ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନୂଆଗାଁ ବ୍ଲକ୍ କୁ ଉନ୍ନତିରେ ଆଗେଇନେବା ସହ ଏକ ବିକଶିତ ବ୍ଲକ୍ କରିବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ।
No Result
View All Result