No Result
View All Result
୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ନୂଆପଡା ଛକ ଉପରେ ୱାଟକୋ କି ଭଳି ଭାବରେ କାମ କରୁଛି ଭଲ ଭାବରେ ଦେଖନ୍ତୁ l କାଲି ମରାମତି ହୋଇଥିଲା ହେଲେ ଆଜି ଯାହାକୁ ସେଇଆ । ଠିକାଦାର କାମ କରୁଥିବା କୌଣସି କାର୍ଯ୍ୟସ୍ଥଳକୁ ଭିଭାଗୀୟ ଇଂଜିନିୟରଙ୍କୁ ଦେଖିବାକୁ ମିଳି ନଥାଏ ବୋଲି ସ୍ଥାନୀୟ ଅଞ୍ଚଳବାସୀ କୁହନ୍ତି ।
ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ କିଛି ସୁଫଳ ମିଳୁନଥିବା କୁହନ୍ତି । ଅନେକ ସମୟରେ ପାଣି ପାଇଁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତୁରନ୍ତ ଜେଇ ,ଏସଡ଼ିଓଙ୍କୁ ଅନ୍ୟତ୍ର ବଦଳି କରି ନୂତନ ଯନ୍ତ୍ରୀକୁ ଅବସ୍ଥାପିତ କରିବା ପାଇଁ ଦାବି ହେଉଛି । ନଚେତ ଆଙ୍କ ପାଇଁ ରାଜ୍ୟ ସରକାର ବଦନାମ ହେବେ ବୋଲି କହିଲେଣି ।
No Result
View All Result