• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
October 29, 2024
in ଓଡ଼ିଶା, ଗଜପତି, ହୋମ୍
0
ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ
Share on FacebookShare on TwitterWhatsapp

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି :->  ଗତ ଅକ୍ଟୋବର ୨ ତାରିଖ ରୁ ବିଜେଡିର ଯେଉଁ ପଦଯାତ୍ର ଆରମ୍ଭ ହୋଇଥିଲା । ଏହି ପରିପେକ୍ଷ ରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଆର,ଉଦୟଗିରି ଓ ନୁଆଗଡ ସଦରମୋହକୁମା ଠାରେ ସୋମବାର ବିଜୁ ଜନତାଦଳ ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜେଡିର ଶୋଚନୀୟ ପରଜୟ ପରେ ପ୍ରଥମ ଥର ପାଇଁ ମୋହନା ଆର,ଉଦୟଗିରି ଓ ନୁଆଗଡ ବ୍ଲକର ଉଭୟ ମହିଳା ଓ ପୁରୁଷ ବିଜେଡି କର୍ମୀମାନେ ପ୍ରଥମେ ସ୍ଥାନୀୟ ଆତରସିଂ ଠାରେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ପରେ ପରେ ଏକ ବିରାଟ ପଦଯାତ୍ରାରେ ସହରର ମୁଖ୍ୟ ରାସ୍ତା ଦେଇ ଥାନା ନିକଟ ପର୍ଯ୍ୟନ୍ତ ଆସୁଥିଲେ ।

ଏହି ପଦଯାତ୍ରା ସମୟରେ ବିଜେପି ସରକାର ମିଛୁଆ ସରକାର ରଙ୍ଗ ଓବଦଳା ସରକାର ବୋଲି ନାରା ଦେବାସହିତ ଏହି ସରକାର ଗତ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ସୁଭଦ୍ରା ଯୋଜନା, ପେନସନ ବୃଦ୍ଧି ଓ ବିଜୁଳି ବିଲି ଛାଡ ମିଛ ପ୍ରତସୃତି ଦେଇ ନିର୍ବାଚନ ଜିତିଲେଣି କିନ୍ତୁ ଓଡିଶା ବାସୀଙ୍କ ମାନ ଜିତି ପାରିନାହାନ୍ତି କିନ୍ତୁ ବିଜେଡି ନିର୍ବାଚନରେ ପରାଜୟ କରିମଧ୍ୟ ଆଜି ସୁଦ୍ଧା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ହୃଦୟରେ ଅଛନ୍ତି ବୋଲି ଅଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା ଓ ବ୍ରହ୍ମପୁର ସାସଂଦ ପ୍ରାର୍ଥୀ ଭୂଗୁ ବକ୍ସି ପାତ୍ର କହିଛନ୍ତି । ବିଜେଡିକୁ ଭୋଟ ନଦେଇ ଆମେ ବହୁତ ବଡ ଭୂଲ କରାଛି ବୋଲି ଏହି ପଦଯାତ୍ରା ସମୟରେ ବହୁ କର୍ମୀ ଆପୋଷ କଥାବାର୍ତା ହେଉଥିବା ର ଦେଖିବାକୁ ମିଳିଥିଲା ।

ଗତ ନିର୍ବାଚନ ପରଠାରୁ ଆଜିସୁଦ୍ଧା କୌଣସି ପ୍ରକାରର ଉନ୍ନତି ଯୋଜନାର ନାମ ବଦଳାଇବା ସହିତ ରଙ୍ଗ ବଦଲାଇବା ନିମନ୍ତେ ବ୍ୟସ୍ତ କିନ୍ତୁ ଜାନ ହିତାଧିକାର ପାଇଁ କୌଣସି ଯୋଜନା ମାନ ପ୍ରଣୟନ କରୁନାହାନ୍ତି । ଆଜିର ଏହି ପଦଯାତ୍ରାରେ କାର୍ଯ୍ୟକ୍ରମଟି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ହୋଇଥିବା ବେଳେ ଜିଲ୍ଲା ମହିଳା ସଭାପତି ପୂଣ୍ଣବାସୀ ନାୟକ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲାପରିଷଦ ସଭ୍ୟା ଜମୁନା ଦଳବେହେରା,ବ୍ଳକ ଅଧ୍ୟକ୍ଷା ଲଲକ୍ଷ୍ମୀନାରାୟଣ ଶବର, ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ,

ପ୍ରେମା ମାଝି ଓ ଜେମଶ ରାଇକାଙ୍କ ନେତୃତ୍ବରେ ଏହି ନିର୍ବାଚନ ମଣ୍ଡଳୀର ୧୦୦୦ ହଜାରରୁ ଉଦ୍ଧ୍ବ କର୍ମୀ ଆଜିର ଏହି ପଦଯାତ୍ରାରେ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା । ଏହି ମିଛଆ ସରକାରକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଜଗନ୍ନାଥ ଦାସ କହିଥିଲେ ସେ ପୁଣି ଦୃଢତାର ସହିତ କହିଛନ୍ତି ଯେ ଆଜି ମଧ୍ୟ ଜନସାଧାରଣ ଙ୍କ ମନରେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତୀ ମନ୍ତ୍ରୀ ଭାବେ ଅଛନ୍ତି ଓ ରହିବେ ମଧ୍ୟ ବୋଲି ଶ୍ରୀ ଦାସ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

September 3, 2026
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

September 3, 2026
ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

September 3, 2026
ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

September 3, 2026
ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

ଷଷ୍ଠ ଜିଲ୍ଲା ପରିଷଦ, ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ

September 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version