• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅକର୍ମା ବିଧାୟକଙ୍କ ରୋଷର ଶିକାର ହେଲେ ବ୍ଲକ କର୍ମଚାରୀ ପିସି ପାଇଁ ବ୍ୟାକୁଳ ହେଲେଣି କି ବିଧାୟକ

Proprietor Abhimanyu Maharana by Proprietor Abhimanyu Maharana
October 22, 2024
in ଓଡ଼ିଶା, କଟକ, ହୋମ୍
0
ଅକର୍ମା ବିଧାୟକଙ୍କ ରୋଷର ଶିକାର ହେଲେ ବ୍ଲକ କର୍ମଚାରୀ ପିସି ପାଇଁ ବ୍ୟାକୁଳ ହେଲେଣି କି ବିଧାୟକ
Share on FacebookShare on TwitterWhatsapp

୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା ବ୍ଲକ :-> ରାଜ୍ୟରେ ନୂତନ ସରକାର ଗଠନ ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଏବେ ପିସି ପାଇଁ ପାଗଳ ବିଲୁଆ ଭଳି ରାବିବା ଆରମ୍ଭ କରିଦେଲେଣି, ପୂର୍ବ ସରକାର ସମୟରେ ମାହାଙ୍ଗାର 37 ପଂଚାୟତ ରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟର ତଦନ୍ତ ଅଳରେ ବିଲ ଅର୍ଥ ବନ୍ଦ କରିଛନ୍ତି, ଦୀର୍ଘ ୫ମାସ ବିତିଯାଇଥିଲେ ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ଠପ ହୋଇଯାଇଛି, ଉଭୟ ମାହାଙ୍ଗା ଓ ନିସ୍ଚନ୍ତକୋଇଲି ପଂଚାୟତ ସମିତି ବିଜେଡ଼ି ହାତରେ ଥିବାରୁ ବାବୁ ବିଧାୟକ ପିସି ନେବା କଷ୍ଟକର ହୋଇଛି, ଯାହାକୁ ନେଇ ପୂର୍ବତନ ବିଧାୟକ ପ୍ରତାପଜେନା ଗଣମାଧ୍ୟମରେ ଅଭିଯୋଗ କରିବା ପରେ ନୂଆ ବିଧାୟକ ଚିହିଁକି ଉଠିଥିଲେ,

ଆଉ ପୂର୍ବ ସରକାର ଉପରେ ପିସି ଆଦାୟ ଦୋଷ ଲଦି ନିଜେ ପାଗଳ ବିଲୁଆ ଭଳି ସର୍ବତ୍ର ରଡି ଛାଡିଥିଲେ, ଯଦି ନବ ନିର୍ବାଚିତ ବିଧାୟକ ପିସି ନନିଅନ୍ତି ତେବେ ନିଜେ ବିପିଏଲ ପରିବାରରୁ କୋଟିପତି ହେଲେ କେମିତି, ଏତେ ଗୁଡ଼ାଏ ସମ୍ପତି ଅର୍ଜନ କଲେ କେମିତି ନା ତଥିଲା ବେପାର ନଥିଲା ଗାଡିଘୋଡା, ନିଜେ ସାରା ରାଜ୍ୟ ବୁଲି ବୁଲି ବଡବଡ଼ିଆଙ୍କ ନେତାଙ୍କ ପିସି ଗୋଟାଉ ଥିଲେ ଆଉ ସେଥିରୁ ଭାଗ ପାଇ ଆଜି କୋଟିପତି, ସିଏ ଆଗରୁ ଯେଉଁ ଫର୍ମୁଲା ଆପଣେଇ କଳାଧନ ଉପାର୍ଜନ କରି ଆଜି ବିଧାୟକ ହେଲେ ଏବେ ସେଇ ଫର୍ମୁଲା ମାହାଙ୍ଗାରେ ଆପଣେଇଛନ୍ତି

ବୋଲି ସାଧାରଣରେ ଆଲୋଚନା ହେଉଛି, ପଂଚାୟତ ସମିତି ସମୀକ୍ଷା ଆଳରେ ଏବେ ସରକାରୀ ଅଧିକାରୀ ଓ କର୍ମଚାରୀ ମାନକୁ ନାଲି ଆଖି ଦେଖାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ପିସି ଆଦାୟ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି, ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଚମଚା ଗିରି କରିକରି ଏବେ ରାଜ୍ୟରେ ନିଜର ଦବଦବା ଜାହିର କରୁଥିବା ଦେଖିବାକୁ ମିଳିଛି, ଅଦ୍ୟରୁ ଯେଉଁ ବ୍ୟକ୍ତି ଅନ୍ୟାୟ ଅନୀତି ଉପାୟ ଅବଲମ୍ବନ କରି କଳା ଧନ ଅର୍ଜନ କରି ଏବେ ରାମଚନ୍ଦ୍ର ହେବାକୁ ଅଭିନୟ କରୁଥିବା ଚର୍ଚ୍ଚା ହେଉଛି,

ସେଇ କଳା ଟଙ୍କାରେ ଏବେ ବିଜେପି ନେତା ଓ ମନ୍ତ୍ରୀଙ୍କୁ କିଣି ମାହାଙ୍ଗା ବ୍ଲକରେ ବୈଷ୍ଣବ ପାଣି ଜୟନ୍ତୀ ଓ ସଭାସମିତି ଆୟୋଜନ କରି ସରକାରୀ ଅଧିକାରୀଙ୍କୁ ଡରାଇ ଧମକାଇ ନିଜ ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ଚଳାଇ ଛନ୍ତି, ହେଲେ ଏହି ସବୁ ନେତା ମନ୍ତ୍ରୀ ଏବେ ଏହା ଜାଣିପାରି ପାଣି ଜୟନ୍ତୀ ଅଧାରୁ ମାହାଙ୍ଗା ଆସିବା ହଠାତ ବନ୍ଦ କରିଦେଇଥିବାରୁ ନୂଆ ବିଧାୟକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି, ବାବୁ ବିଧାୟକ ପଂଚାୟତ ସମିତିର ସମସ୍ତ କାର୍ଯ୍ୟ ବନ୍ଦ କରାଇଥିବା ବେଳେ କିନ୍ତୁ ଆରଡ଼ି ଆର ଆଣ୍ଡ ବି ,ଜଳସମ୍ପଦ ବିଭାଗ ପାନୀୟଜଳ ଯୋଗାଣ,

ସ୍ୱାସ୍ଥ୍ୟ ଉଠା ଜଳସେଚନ ବିଭାଗରୁ ମୋଟା ମାଲ ନେଇ କାର୍ଯ୍ୟ କରୁଥିବା ସାଧାରଣରେ ଶୁଣିବାକୁ ମିଳିଛି, ନିର୍ବାଚିତ ହେବା ଦିନ ଠାରୁ କୃତଜ୍ଞତା ଓ ଜନଶୁଣାଣୀ ସଭା ଆୟୋଜନ କରି ଜନସାଧାରଣଙ୍କ ସମସ୍ୟା ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ଆଜି ଯାଏ ନା ଗୋଟେ ନଳକୂପ ଖୋଲାହୋଇଛି ନା କାହାର ନୂଆ ଭତ୍ତା ଟିଏ ହୋଇଛି ମାହାଙ୍ଗା ପଂଚାୟତ ସମିତିରେ। ଖଣ୍ଡିଏ ଇଟା ବି ଯୋଡ଼ା ହୋଇନି।ଯିଏ ପିସି ଦେଲା ସେଇ ବିଭାଗର କାର୍ଯ୍ୟ ହେଉଛି, ପୂର୍ବ ସରକାରଙ୍କ ସମୟରେ ଅର୍ଥ ମଞ୍ଜୁର ହୋଇଥିବା ପ୍ରକଳ୍ପ ନା ରେ ନିଜର ନାମ ଫଳକ ମାରି ବାହାବା ନେବାକୁ ଆଗଭର ହୋଇଛନ୍ତି, ଅପାତ୍ରରେ ନିଜର ଭୋଟ ଦେଇ ଲୋକେ ଏବେ ପଛତେଇବା ଆରମ୍ଭ କଲେଣି.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version