No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଉତ୍କଳ ବାପ ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଶତାବ୍ଦୀ ରାୟଗଡ଼ ବାପ ଟିଷ୍ଟ୍ ମଣ୍ଡଳୀ ର ଟିଣ ଗୀର୍ଜ ଉପାସନା ଘର ଆଜି ୨୯ ସେପ୍ଟେମ୍ବର ରବିବାର ଉପାସନା ଦିବସ ରେ ଉଦ୍ଘାଟିତ ହୋଇଯାଇଛି. ରାୟଗଡ଼ ବାପ ଟିଷ୍ଟ୍ ମଣ୍ଡଳୀ ର ସମସ୍ତ ମୁଖ୍ୟକର୍ମକର୍ତ ଶାଖା ମଣ୍ଡଳୀ ର ଚାଳକ, ମୁକ୍ଷକର୍ମକର୍ତା ମଣ୍ଡଳୀ ର ବିଶ୍ବାସୀ ବିଶ୍ୱଶିନିମାନଙ୍କ ଉପସ୍ଥିତି ରେ ଉପାସନା କାର୍ଯକ୍ରମ ମହା ଆନନ୍ଦ ଏବଂ ବାଇବଲ କେନ୍ଦ୍ର ଭାବରେ ହୋଇଯାଇଅଛି.
କାର୍ଯ୍ୟକ୍ରମର ପ୍ରାରମ୍ବ ରେ ମଣ୍ଡଳୀ ର ମୁକ୍ଷକର୍ମକର୍ତ ସମ୍ପାଦକ ନିରୋଜ ବର୍ଦ୍ଧନ ,,ଦିକନ୍ ନାହସନ୍ ସ୍ଵଲସଁ, ସହ ସଂପାଦକ ନମୁଏଲ୍ ମିଶାଲ, , କଷାଦକ୍ଷ ସେଥ ମିଶାଲ, ସହ କଶାଦକ୍ଷ ପ୍ରୀତି ଫୁଲ ପାଣି ଏବଂ ଅନ୍ୟାନ୍ୟ ସଦସ୍ୟଗଣ, ମଣ୍ଡଳୀ ର ପାଳକ ଆଚାର୍ଯ୍ୟ ଗିଦିୟନ ମିଶାଲ , ମୁଖ୍ୟ ଅତିଥି ପ୍ରଫେସର ରାଜପତି ପାଣି ଙ୍କୁ ନୂତନ ଗୀର୍ଜୀ ଘର ପର୍ଯ୍ୟନ୍ତ ନଗରସଙ୍ଗିର୍ତନ କରି ବାଜା ବାଦ୍ୟ ସହିତ ପାଛଟି ଆଣିଲେ.
ମଣ୍ଡଳୀ ର ପାଳକ ଆଚାର୍ଯ୍ୟ ଗିଦିୟନ ମିଶାଲ ମୁଖ୍ୟ ଅତିଥି ପ୍ରଫେସର ରାଜପତି ପାଣି, SFC ଅନୁଷ୍ଠାନ ର ନିର୍ଦ୍ଦେଶକ ନାବୋଦ କୁମାର ବର୍ଦ୍ଧନଙ୍କ ସହଯୋଗ ର ଆଚାର୍ଯ୍ୟ ପାଳକ।ଗିଦିୟନ ମିଶାଲ ନୂତନ ଟିଣ ଗୀର୍ଜାଘରକୁ ଉଦ୍ଘାଟନ କରିଥିଲେ. ଏହି ଅବସରରେ ମଣ୍ଡଳୀ ର ମୁଖ୍ୟ କର୍ମକର୍ତ୍ତା ନୂତନ ଟିଣ ଗୀର୍ଜାଘରର ନିର୍ମାଣଦାଇତ୍ୱ ନେଇଥିବା ନାବୋଦ ବର୍ଦ୍ଧନଙ୍କୁ ମଞ୍ଚରେ ସମ୍ମାନୀତ କରିଥିଲେ , ସେହିପରି ଗ୍ଲୋବାଲ ଇଣ୍ଡିଆ ଫାଇଥ Tabernacle Society ର ନିର୍ଦ୍ଦେଶକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନଅଙ୍କୁ ମଧ୍ୟ ଉପଢୋକନ ଦେଇ ମଞ୍ଚ ରେ ସ୍ବାଗତ କରିଥିଲେ.
ଅତି ଅଳ୍ପସମୟରେ ସମସ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାପ୍ତ ହୋଇଥିବା ରୁ ମଣ୍ଡଳୀର ସମ୍ପାଦକ ନୀରୋଜ୍ ବର୍ଦ୍ଧନ ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସେସରେ ସମସ୍ତ ମଣ୍ଡଳୀର ବିଶ୍ବାସୀ ବିଶ୍ୱାଶିନିମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା। ଆସନ୍ତୁ ଶୁଣିବା ଏହି ଅବସରରେ ମଣ୍ଡଳୀ ର ପାଳକ , ମୁଖ୍ୟବକ୍ତା, କଣ କହୁଛନ୍ତି l 
No Result
View All Result