No Result
View All Result
ହରିପୁର ବ୍ରିଜ ରୁ ଡେଇଁ ମହିଳା ଓ ଶିଶୁ ମୃତ
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପୁରୀ ଜିଲ୍ଲା ପିପିଲି ନିକଟବର୍ତ୍ତୀ ଥିବା ହରିପୁର ବ୍ରିଜ ଉପରୁ ମହିଳା ନିଜର ଶିଶୁ ପୁତ୍ରକୁ ଧରି ଡେଇଁ ପଡ଼ିଥିଲେ । ଡେଇଁବା ବେଳେ କିଛି ଲୋକ ଦେଖି ପାଟି କରିବା ସମୟରେ ଲୋକରୁଣ୍ଡ ହୋଇଥିଲେ । ସଂଗେ ସଂଗେ କିଛି କରିବା ଆଗରୁ ମହିଳା ଜଣକ ଗଭୀର ଜଳରେ କେଉଁ ଆଡେ ବୁଡି ଭାସି ଯାଇଥିଲେ । ଓଡାରଫ ଟିମ୍ ଖବର ଦିଆଯାଇଥିଲା ।
କିନ୍ତୁ ସ୍ଥାନୀୟ ଲୋକମାନଙ୍କ ଉଦ୍ୟମ ରେ ଉକ୍ତ ନଦୀବନ୍ଧ ନିକଟରେ ଥିବା ସୁନାପଦା ଗାଁ ନିକଟରେଥିବା ନଦୀ କୂଳରୁ ଦୁଇ ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ପରିଚୟ ମିଳିପାରିନାହିଁ, କିନ୍ତୁ ଲୋକମାନଙ୍କ ସନ୍ଦେହ ଯେ ମୃତ ମହିଳା ଓ ଶିଶୁ ପିପିଲି ର ବୋଲି କୁହାଯାଉଛି ।

No Result
View All Result