No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ ଜିଲ୍ଲା :-> ଲଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ମହୋଦୟ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳର Budget Discussion ରେ ଭାଗ ନେଇ ସମଗ୍ର ଓଡ଼ିଶାର ଗରିବ ଲୋକଙ୍କ ଅସୁବିଧାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ଙ୍କୁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ, ଯାହାକୁ ମନ୍ତ୍ରୀ ମହୋଦୟ ମଧ୍ୟ କାର୍ଯ୍ୟକାରୀ କରିବାକୁ ସମର୍ଥନ କରିଥିଲେ l
1.ବର୍ଦ୍ଧିତ ଦରଦାମ୍ କୁ ନେଇ ଆବାସ ଯୋଜନାର ଅନୁଦାନ ବୃଦ୍ଧି l
2.ଗ୍ରାମାଞ୍ଚଳରେ ପ୍ରତ୍ୟକ ଘରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ତା ନିମନ୍ତେ l
3.ପଲ୍ଲୀସଭା/ଗ୍ରାମସଭା ପୁନର୍ବାର କାର୍ଯ୍ୟକାରୀ କରିବା ନିମନ୍ତେ l
4.MGNREGA ରେ ଶୃଙ୍ଖଳା ଆଣିବା ନିମନ୍ତେ l
5.ପ୍ରତ୍ୟକ ଗ୍ରାମାଞ୍ଚଳରେ ଆଲୋକିକରଣ କରିବା ନିମନ୍ତେ
6.ନିର୍ବାଚନ ପୂର୍ବରୁ ବିଜେଡି ସରକାର ପ୍ରତ୍ୟକ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଦେଇଥିବା 50,0000/- ଟଙ୍କା ତଦାରଖ କରିବା ନିମନ୍ତେ l

No Result
View All Result