No Result
View All Result
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୁରୁଦିବସ ଉପଲକ୍ଷେ ଭିଏସ୍ଏସ୍ ନଗରସ୍ଥିତ ସେଣ୍ଟ ଜାଭିଏର ସ୍କୁଲ୍ର ସମସ୍ତ ୨୨ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଧ୍ୟକ୍ଷା ସୋନାଲି ତ୍ରିପାଠୀଙ୍କୁ କ୍ଲବର ବହୁ ସଦସ୍ୟ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଉତ୍ତରୀୟ ଏବଂ ସ୍ମୃତିଚିହ୍ନ ଇତ୍ୟାଦି ପ୍ରଦାନ କରିଥିଲେ । ଏହି ଦିବସର ମହତ୍ୱ ତଥା ଶିକ୍ଷକମାନଙ୍କର ଭୂମିକା କିପରି ଏକ ଉନ୍ନତ ଦେଶ ଗଢିବାରେ ସହାୟକ ହୋଇଥାଏ,
ସେ ନେଇ କ୍ଲବର ପ୍ରେସିଡ଼େଣ୍ଟ ଲାୟନ ପ୍ରମୋଦ ପାତ୍ର, ସେକ୍ରେଟାରୀ ଲାୟନ ସଂଯୁକ୍ତା ସୁବୁଦ୍ଧି, ଲାୟନ ପ୍ରଦିପ୍ତ ମହାନ୍ତି ଏବଂ ଲାୟନ ଡା ବିଶ୍ୱନାଥ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ । ଲାୟନ ଦୀପକ ଚୌଧୁରୀ, ଲାୟନ ମହେନ୍ଦ୍ର ପାତ୍ର ଏବଂ ଲାୟନ କୁନାଲ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
No Result
View All Result