• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମୟୂରଭଞ୍ଜ ଜିଲ୍ଲାରେ ମାଳ ମାଳ ନକଲି ବେଆଇନ ଔଷଧ ଦୋକାନ  : ମାତ୍ର Drugs inspector କୁମ୍ଭକର୍ଣ୍ଣ ନିଦ୍ରାରେ  

Proprietor Abhimanyu Maharana by Proprietor Abhimanyu Maharana
August 28, 2024
in ଅପରାଧ, ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ମୟୂରଭଞ୍ଜ ଜିଲ୍ଲାରେ ମାଳ ମାଳ ନକଲି ବେଆଇନ ଔଷଧ ଦୋକାନ  : ମାତ୍ର Drugs inspector କୁମ୍ଭକର୍ଣ୍ଣ ନିଦ୍ରାରେ  
Share on FacebookShare on TwitterWhatsapp

୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ  :->  ମୟୁରଭଞ୍ଜ ଆଦିବାସୀ ବହୁଳ ଜିଲ୍ଲା ଅଟେ ,ଶ୍ୟାମାଖୁଣ୍ଟା, କୁଳିଅଣା, ବିଶୋଇ, ବିଜାତଳା, ଯଶିପୁର, ଠାକୁରମୁଣ୍ଡ ଓ ଶୁଳିଆପଦା ବ୍ଲକ ହେଉଛି ଓଡ଼ିଶା ତଥା ମୟୂରଭଞ୍ଜର, ପଛୁଆ ସ୍ଵାସ୍ଥ କ୍ଷେତ୍ରରେ ଯାହା କିଛି ହେଲେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଉପରେ ନିର୍ଭରଶୀଳ। କିନ୍ତୁ ବ୍ଲକର ଗାଁ ଗଣ୍ଡା ଚାରିଆଡେ ଚରିଗଲାଣି ନକଲି ବେଆଇନ ଔଷଧ ଦୋକାନ l ବ୍ଲକରେ ପାଖାପାଖି ଆଠ ଦଶଟା ବିନା ଲାଇସେନ୍ସରେ ଚାଲିଛି ବେଧଡ଼କ ନକଲି ଔଷଧ ଦୋକାନ ଏବଂ ରୋଗୀ ଚିକିତ୍ସା  l ସାଧାରଣ ଲୋକ କିଛି ନଜାଣି ନସୁଣୀ ଏହି ଔଷଧ ଦୋକାନକୁ ଯାଇ ଚିକିତ୍ସା ହେଉଛନ୍ତି ଏବଂ ବିପଦକୁ ଟାଣି ଆଣୁଛନ୍ତି l

ଶୁଳିଆପଦା ବ୍ଲକ ଏବଂ ପଶ୍ଚିମଵଙ୍ଗ କିଛି ଖଟିଖିଆ ଦିନ ମଜୁରିଆ ଗରିବ ଆଦିବାସୀ ଲୋକଙ୍କୁ ନକଲି ଔଷଧ ବିକ୍ରି କରି ଭୁଆଁ ବୁଲାଉଛନ୍ତି ଏଥି ନକଲି ଔଷଧ ଦୋକାନୀ। ଦେଖିବାକୁ ମିଳୁଛି ଏହି ଔଷଧ ଦେକାନ ମାନଙ୍କରେ ବେଧଡ଼କ ଫିଜିସିଆନ ସାମ୍ପୁଲ (ନୋଟ ଫର ସେଲ )ଔଷଧ ପ୍ରବଳ ମାତ୍ରାରେ ବିକ୍ରି ହେଉଛି l ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ଏତେ ମାତ୍ରାରେ ଫିଜିସିଆନ ସାମ୍ପୁଲ ଔଷଧ ଆସୁଛି କୁଆଡୁ ଏପରିକି ଦେଖିବାକୁ ମିଳୁଛି କିଛି ଔଷଧ ଦୋକାନୀ ଅନ୍ୟ ବିଭାଗରେ ଚାକିରୀ କରି ବେଆଇନ ଭାବେ ଔଷଧ ବିକ୍ରି ଓ ରୋଗୀ ଚିକିତ୍ସା କିରି ମାଲେମାଲ ହେଉଛନ୍ତି ଓ ନିରୀହ ଲୋକଙ୍କୁ ଦିନ ଦ୍ୱିପ୍ରହର ରେ ଠକିବା ସହିତ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି l

କିଛି ଲାଇସେନ୍ସ ପ୍ରାପ୍ତ ଦୋକାନରେ ମଧ୍ୟ ଫିଜିସିଆନ ସାମ୍ପୁଲ ଔଷଧ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି । ଖଟିଖିଆ ଦିନ ମୋଜୁରିଆ, ମଫସଲର ଲୋକ ଫିଜିସିଆନ ସାମ୍ପୁଲର ମାନେ କଣ ବୁଝନ୍ତି ନାହିଁ l ଏମାନଙ୍କୁ ଠକି ନକଲି ଔଷଧ ଦୋକାନୀବାବୁମାଙ୍କର ପକେଟ ଗରମ l ଏହାକୁ ନେଇ ଜଣସାଧାରଣରେ ଆଲୋଚନା ହେଉଛି ଯଦି ସରକାର ଏହି ବିନା ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନ ଓ ଫିଜିସିଆନ ସାମ୍ପୁଲ ଔଷଧକୁ ବନ୍ଦ କରନ୍ତେ ତାହାଲେ ବହୁତ ନିରୀହ ଲୋକ ମହାବିପଦ ରୁ ରକ୍ଷା ପାଇଯାନ୍ତେ । ଏଠି ପ୍ରସ୍ନ ଉଠୁଛି ଶ୍ୱାସ୍ଥ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଅଜଣା ଅଛି ନା ସବୁ ଜାଣିଶୁଣି ଚୁପ୍ ? କେବେ ନକଲି ଔଷଧ ଦୋକାନିଙ୍କ ଉପରେ ରୋକ ଲାଗିବ ? କେବେ ଶ୍ୱାସ୍ଥ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version