୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା :-> ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ଗ୍ରାମପଞ୍ଚାୟତ ରେ ତ୍ରୀରଙ୍ଗା ଶୋଭା ଯାତ୍ରା ଆୟୋଜିତ ହୋଇଛି। ସ୍ଥାନୀୟ ଖଜୁରିପଦା ପଞ୍ଚାୟତ ର ଗ୍ରାମସେବକ ନେତୃତ୍ବରେ ବହୁସଂଖ୍ୟକ କର୍ମୀ ଓ ସମର୍ଥକ ସଂଭୁକ୍ତ ଖଜୁରିପଦା ଗ୍ରାମପଞ୍ଚାୟତ ଠାରୁ ଶୋଭା ଯାତ୍ରା କରି ବାବାସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପହଞ୍ଚି। ଛାତ୍ର ଛାତ୍ରୀ ମାନେ ନୃତ୍ୟ ର ଏହା ସହିତ କିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
















