• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧୂଆଁ ବାଣ ମାରୁଛି ରେଳ ବିଭାଗ,ଡିସେମ୍ବର ସୁଦ୍ଧା ସାରିବ ରେଳପଥ କାର୍ଯ୍ୟ !

Proprietor Abhimanyu Maharana by Proprietor Abhimanyu Maharana
August 13, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଧୂଆଁ ବାଣ ମାରୁଛି ରେଳ ବିଭାଗ,ଡିସେମ୍ବର ସୁଦ୍ଧା ସାରିବ ରେଳପଥ କାର୍ଯ୍ୟ !
Share on FacebookShare on TwitterWhatsapp

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :->  ଖୋର୍ଦ୍ଧା-ବଲାଙ୍ଗୀରେ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଦେଖା ଦେଉଥିବା ସମସ୍ୟାର ତ୍ବରିତ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ବିଶେଷକରି ଚଳିତବର୍ଷ ଜାନୁଆରି ୬ ତାରିଖଠାରୁ ନୂଆଗାଁଠାରୁ ଦଶପଲ୍ଲାକୁ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲା ଅତିକ୍ରମ କରିବା ପାଇଁ ପ୍ରାୟ ୫୦ କିମି ଦଶପଲ୍ଲା ଠାରୁ ବୁଗୁଡା ଦେଇ ବାଣିଗୋଛା ଶେଷ ସୀମା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଛି । ମାତ୍ର ଏହି ୫୦ କିମି ରେଳ ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି ।

ଏହା ଅତିକ୍ରମ କରିବା ପରେ ରେଳ ପ୍ରକଳ୍ପ ବୌଦ୍ଧ ଜିଲ୍ଲାରେ ପାଦ ଥାପିବ। ଠାଏ ଠାଏ କାମ ହେଉଥିବା ବେଳେ କିଛି ସ୍ଥାନରେ ପ୍ରତିବନ୍ଧକ ଏବେ ବାଟ ଓଗାଳୁଛି । କେଉଁଠି ସଠିକ୍ ଭାବେ ଜମି ଅଧିଗ୍ରହଣ ହୋଇନି ତ ପୁଣି କେଉଁଠି ବର୍ଷବର୍ଷ ଧରି ଜବରଦଖଲରେ ଥିବା ଗ୍ରାମବାସୀଙ୍କୁ କ୍ଷତିପୂରଣ ମିଳୁନି। ଏଥିସହିତ ବାଣିଗୋଛା ମଧ୍ୟରେ ୩ଟି ଟନେଲ୍ ନିର୍ମାଣ ସାଙ୍ଗକୁ ହାତୀ କରିଡ଼ର ଓ ବୃତ୍ତଙ୍ଗ ପ୍ରକଳ୍ପ ଆଦି ନାନା ସମସ୍ୟା ରହିଛି । ଏସବୁ ସମସ୍ୟାକୁ ସୁଧାରିବା ପାଇଁ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଦୈନିକ ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି। ଲୋକଙ୍କ ସହ ଆଲୋଚନା କରି ସମାଧାନର ବାଟ ଫିଟାଉଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର “ ସ୍ମୃତିରଞ୍ଜନ ଶତପଥୀ କହିଛନ୍ତି। ଶ୍ରୀ ଶତପଥୀଙ୍କ କହିବା ।

ଅନୁଯାୟୀ, ୨୦୧୮ ମସିହାରେ ଆର୍‌ଡିସିଙ୍କ ରିପୋର୍ଟ ଅନୁଯାୟୀ ତଦନ୍ତ ରିପୋର୍ଟ ଯାହା ରହିଛି ଲୋକଙ୍କୁ ସେହି ଅନୁଯାୟୀ କ୍ଷତିପୂରଣ ମିଳିବ। ଏହା ମଧ୍ୟରେ ଟାକରାଗ ଗୋପାଳପୁରଠାରେ ଜମି ଅଧିଗ୍ରହଣକୁ ନେଇ ମାମଲା ଲା। ହାଇକୋର୍ଟରେ ରହିଛି। ସେହିଭଳି ଝିଣ୍ଟିକାବାରିଠାରେ ଓ ରହିଥିବା ସମସ୍ୟାର ସମାଧାନ ହୋଇସାରିଛି। ବୁଗୁଡ଼ା କଲୋନିଠାରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ପ୍ରକଳ୍ପ ା। କାର୍ଯ୍ୟକୁ ବିରୋଧ କରି ଆସୁଥିବା ବେଳେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଯାହାକୁ ନେଇ ସେମାନେ ଛି ମଧ୍ୟ ଉଚିତ କ୍ଷତିପୂରଣ ପାଇବେ । ସେହିଭଳି ଜାମୁସାହିର ଦୁଡ଼ୁକିପାଜୁଠାରେ ଗ୍ରାମବାସୀ ସରକାରୀ ଜାଗା ଉପରେ ମୁଁ ରହିଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ଥଇଥାନ ଓ । କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଥଇଥାନ ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା ଦି କରାଯାଉଥିବା କହିଛନ୍ତି। କ୍ଷତିଗ୍ରସ୍ତ ପରିବାର ଯେଭଳି ସଠିକ୍ ଭାବେ କ୍ଷତିପୂରଣ ପାଇ ପାରିବେ ସେନେଇ କାର୍ଯ୍ୟ ଚାଲୁ ରହିଛି। ଅନ୍ୟପାର୍ଶ୍ଵରେ ବୃତ୍ତଙ୍ଗ ଜଳସେଚନ ଯୋଜନା ଓ ହାତୀ କରିଡ଼ର ପ୍ରତି କ୍ଷତି ନହେବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ

June 10, 2026
ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

June 10, 2026
ଆନ୍ତର୍ଜାତିକ ଅଭିଲେଖାଗାର ଦିବସ

ଆନ୍ତର୍ଜାତିକ ଅଭିଲେଖାଗାର ଦିବସ

June 9, 2026
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିବା ଘଟଣା : ଅଭିଯୋଗ ଆଣିଲେ ଅରୁଣ

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିବା ଘଟଣା : ଅଭିଯୋଗ ଆଣିଲେ ଅରୁଣ

June 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ

June 10, 2026
ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

June 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version