୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗଗରି :-> ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଡବଲ ମର୍ଡର l ଗତକାଲି ରାତିରେ ବୃଦ୍ଧ ଦମ୍ପତି ପାହାଡ଼ ଉପରେ ଥିବା କୁଡ଼ିଆରେ ସୋଇଥିବା ବେଳେ ଉଭୟଙ୍କୁ ହତ୍ୟା କରିଛି କୌଣସି ଦୁର୍ବୁତ୍ତ l ହତ୍ୟାର ଶିକାର ହୋଇଥିବା ଦୁଇ ବୃଦ୍ଧ ଦମ୍ପତି ହେଲେ ଚୈତନ୍ୟ ମଣ୍ଡଳ ଓ ତାଙ୍କ ପତ୍ନୀ ଇରଜlନୀ ମଣ୍ଡଳ l















