• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

କୋ-ଅପରେଟିଭ୍ ନା କରପ୍ସନ୍‌ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ?

Proprietor Abhimanyu Maharana by Proprietor Abhimanyu Maharana
August 2, 2024
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
କୋ-ଅପରେଟିଭ୍ ନା କରପ୍ସନ୍‌ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ?
Share on FacebookShare on TwitterWhatsapp

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ବିଜେଡି ସରକାରରେ କୋପରେଟିଭ୍ ବିଭାଗ ପାଲଟିଥିଲା କରପ୍ସନ ବିଭାଗ । ଜାଲ୍ ଚାଷୀଙ୍କ ଜାଲ୍ ଦସ୍ତଖତରେ ଚଳୁ ହୋଇଛି ସରକାରୀ ତହବିଲ୍‌ । ସମବାୟ  ବ୍ୟାଙ୍କଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି । ଆଶ୍ଚର୍ଯ୍ୟର କଥା ହେଲା ଦୁର୍ନୀତି ପ୍ରତି ତତ୍କାଳୀନ ବିଜେଡି ସରକାରଙ୍କ ସହନଶୀଳତା ନୀତି । କାହିଁକି ନା ୨୦୦ କୋଟି ଆର୍ଥିକ ହେରଫେର୍ ହୋଇଥିଲା, ହେଲେ ରାଜ୍ୟ ସରକାର ଆଦାୟ କରିଛନ୍ତି ମାତ୍ର ୧୫ କୋଟି । ତେଣୁ ଚାଷୀଙ୍କ ଦାବି ଆକ୍ସନ ମୋଡକୁ ଆସନ୍ତୁ ନୂଆ ସରକାର ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ । ସମବାୟ ବିଭାଗରେ ଚାଲିଥିଲା କଣ ? ରାଜ୍ୟରେ ପ୍ରାୟ ସବୁ ସମବାୟ ବ୍ୟାଙ୍କରେ ହୋଇଛି ଅର୍ଥ ହେରଫେର୍ ।

ଯେଉଁଥି ପାଇଁ ଗତକାଲି ଦୁଇ ଦୁଇଟି ସମବାୟ ବୋର୍ଡକୁ ବି ଭାଙ୍ଗି ଦେଇଛନ୍ତି ସରକାର । ତଥ୍ୟ କହୁଛି ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୧୪ କୋଟି ଟଙ୍କା ଅସୁଲ କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଦୁର୍ନୀତିରେ ସଂପୃକ୍ତ ମାତ୍ର ୫୨୧ ଜଣ କର୍ମଚାରୀଙ୍କ ଉପରେ ହୋଇଛି କାର୍ଯ୍ୟନୁଷ୍ଠାନ।ସେହିପରି ରାଜ୍ୟରେ ଥିବା ୧୩ଟି ଅର୍ବାନ କୋପରେଟିଭ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କାର ହେରଫେର ହୋଇଛି। ହେଲେ ଆଦାୟ ହୋଇଛି ମାତ୍ର ୧ କୋଟି ୮୪ ଲକ୍ଷ ଟଙ୍କା। ଆଉ ୧୯ କୋଟି ୩୪ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ। ଏହି ଦୁର୍ନୀତିରେ ୧୮୫ ଜଣଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବଡ଼ କଥା ହେଲା ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ଦୁଇଟି ବୋର୍ଡ, ଓଡ଼ିଶା ରାଜ୍ୟ ସମବାୟ ବୋର୍ଡ ଏବଂ ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ କମିଟିକୁ ଭାଙ୍ଗି ଦେଇଛନ୍ତି ସରକାର। ତେଣୁ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ଏପଟେ ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ । ଏପଟେ ବିଧାନସଭାରେ ସମବାୟ କେଳେଙ୍କାରୀ ତଥ୍ୟା ସାମ୍ନାକୁ ଆସିବା ପରେ ଆଠଗଡରେ ପୁଣି ତେଜିଛି ସମବାୟ ଦୁର୍ନୀତି ତାତି। ସମବାୟ ଦୁର୍ନୀତି ଶିକାର ହୋଇଥିବା ଆଠଗଡ ଗୁରୁଡିଝାଟିଆ ସୋସାଇଟି ଅନ୍ତର୍ଗତ ଚାଷୀମାନେ ପୁଣି ସ୍ବର ଉଠାଇଛନ୍ତି । ଆଠଗଡ ଗୁରୁଡିଝାଟିଆର ଚାଷୀ କୈଳାସ ଚନ୍ଦ୍ର ନାୟକଙ୍କ ଖାତାରେ ପଡିଛି ୯ ହଜାର ଟଙ୍କାର ଋଣ । ହେଲେ ତାଙ୍କ ନାଁରେ ଉଠା ହୋଇଛି ଲକ୍ଷେ ୪୫ ହଜାର ଟଙ୍କା । ଆଉ ଜଣେ ବୃଦ୍ଧା ହେଉଛନ୍ତି ରଜନୀ । ସେ ଦସ୍ତଖତ ଜାଣି ନାହାନ୍ତି ହେଲେ ତାଙ୍କ ନାଁ ରେ ସୋସାଇଟିରେ ଗଡୁଛି ୩ ଲକ୍ଷ ୬୦ ହଜାର ଟଙ୍କା । ସେଥିପାଇଁ ପୂର୍ବରୁ ବ୍ଲକରୁ ବିଧାନସଭା ଯାଏଁ ପ୍ରତିବାଦ କରିଛନ୍ତି । ହେଲେ ସରକାର ତାଙ୍କ କଥା ଶୁଣି ନାହାନ୍ତି । କଟକ ସମବାୟ ସମିତିର ସଭାପତି ଥିଲେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ୱାଇଁ । ଦୁଇ ଜଣଙ୍କ ନାଁରେ ଅଭିୟୋଗ ଆଣିଥିଲେ ସ୍ଥାନୀୟ ବାସିନ୍ଦା । ଚାଷୀଙ୍କ ଆଶା ନୂଆ ସରକାର ତଦନ୍ତ କରି ନ୍ୟାୟ ଦେବେ । ଏବେ ଦେଖିବାର କଥା ନୂଆ ସରକାର ଏହି ଦୁର୍ନୀତି ଉପରେ କଣ ଆକ୍ସନ ନେଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version