• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆକାଶ ଏଜୁକେସନନାଲ ସର୍ଭିସେସ୍‍ ଲିମିଟେଡ (ଏଇଏସଏଲ୍‍) ସର୍ବବୃହତ୍‍ ଏବଂ ବହୁ ପ୍ରତୀକ୍ଷିତ ଆନ୍ଥେ ୨୦୨୪ ଶୁଭାରମ୍ଭ ସହିତ ଆନ୍ଥେର ୧୫ ଗୌରବାବହ ବର୍ଷ ପାଳନ କରୁଛି,

Proprietor Abhimanyu Maharana by Proprietor Abhimanyu Maharana
July 26, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଆକାଶ ଏଜୁକେସନନାଲ ସର୍ଭିସେସ୍‍ ଲିମିଟେଡ (ଏଇଏସଏଲ୍‍) ସର୍ବବୃହତ୍‍ ଏବଂ ବହୁ ପ୍ରତୀକ୍ଷିତ ଆନ୍ଥେ ୨୦୨୪ ଶୁଭାରମ୍ଭ ସହିତ ଆନ୍ଥେର ୧୫ ଗୌରବାବହ ବର୍ଷ ପାଳନ କରୁଛି,
Share on FacebookShare on TwitterWhatsapp

୭ମରୁ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ପାଇଁ ୧୦୦% ପର୍ଯ୍ୟନ୍ତ ବୃତ୍ତି ଓ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରୁଛି

1. ଆନ୍ଥେ, ଏଇଏସଏଲ୍‍ର ଜାତୀୟ ସ୍କଲାରସିପ୍‍ ପରୀକ୍ଷା, ୨୦୨୪ ଅକ୍ଟୋବର ୧୯-୨୭ ଅନ୍‍ଲାଇନ ଓ ଅଫ୍‍ଲାଇନରେ କରାଯିବ

2. ୧୦୦% ପର୍ଯ୍ୟନ୍ତ ବୃତ୍ତି (ସ୍କଲାରସିପ୍‍) ଉପଲ୨; ୭ମରୁ ୯ମ ପର୍ଯ୍ୟନ୍ତ ଶ୍ରେଷ୍ଠ ୧୦୦ ଛାତ୍ର ଛାତ୍ରୀ ଏବଂ ଏକାଦଶରୁ
ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଷ୍ଠ ୫୦ ଛାତ୍ର ଛାତ୍ରୀଙ୍କ ପାଇଁ ନଗଦ ଅର୍ଥ ପୁରସ୍କାର

3. ପାଞ୍ଚ ଛାତ୍ର ଛାତ୍ରୀ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍‍ ସେଣ୍ଟରକୁ ଯାତ୍ରା ନିମନ୍ତେ ୫-ଦିବସୀୟ ସମସ୍ତ ଖର୍ଚ୍ଚ ବହନକାରୀ ଯାତ୍ରା କରିବା ସୁଯୋଗ ଜିତିପାରିବେ

4. ଗତବର୍ଷ, ୧୧.୮ ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ସହିତ ଏକ ରେକର୍ଡ ସୃଷ୍ଟି ହୋଇଥିଲା

5. ଅନେକ ଟପ୍ପର (ନିଟ୍‍ ୟୁଜି ଏବଂ ଜେଇଇ ମେନ୍‍ ଓ ଆଡ୍‍ଭାନ୍ସଡ) ସେମାନଙ୍କ ଯାତ୍ରା ଆନ୍ଥେରୁ ଆରମ୍ଭ କରିଛନ୍ତି

6. ପଞ୍ଜିକରଣ ଉନ୍ମୁକ୍ତ ରହିଛି ଏବଂ ଛାତ୍ର ଛାତ୍ରୀ/ପିତା ମାତା ଅନ୍‍ଲାଇନରେ anthe.aakash.ac.in ଆବେଦନ କରିପାରିବେ ଅଥବା ସେମାନଙ୍କ ସହରରେ ନିକଟସ୍ଥ ଆକାଶ ସେଣ୍ଟରକୁ ଯାଇ ଆବେଦନ କରିପାରିବେ

୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :-> ଏହାର ଛାମୁଆ ସ୍କଲାରସିପ୍‍ ପରୀକ୍ଷା ଆନ୍ଥେର ୧୫ ଗୌରାବାହ ବର୍ଷ ପାଳନ କରିବାକୁ ଯାଇ ଜାତୀୟ ସ୍ତରରେ ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଅଗ୍ରଣୀ ଆକାଶ ଏଜୁକେସନାଲ ସର୍ଭିସେସ୍‍ ଲିମିଟେଡ (ଏଇଏସଏଲ୍‍) ଗର୍ବର ସହିତ ଉଚ୍ଚ ଆକାଂକ୍ଷିତ ଆକାଶ ନ୍ୟାସନାଲ ଟାଲେଣ୍ଟ ହଣ୍ଡ୍‍ ଏକ୍‍ଜାମ (ଆନ୍ଥେ)ର ସଦ୍ୟତମ ସଂସ୍କରଣ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରୁଛି । ଏହି ଲୋକପ୍ରିୟ ଏବଂ ବହୁ ପ୍ରତୀକ୍ଷିତ ପରୀକ୍ଷା ୭ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ବୃତ୍ତି ହାସଲ କରିବା ଏବଂ ତାହାସହିତ ଉଲ୍ଲେଖନୀୟ ପରିମାଣର ନଗଦ ଅର୍ଥ ପୁରସ୍କାର ଜିତିବା ସୁଯୋଗ ପ୍ରଦାନ କରୁଛି,

ଯାହା ସେମାନଙ୍କୁ ଭେଷଜ ଅଥବା ଇଞ୍ଜିନିୟରିଂରେ ସେମାନଙ୍କର ସଫଳ କ୍ୟାରିୟର ଗଢିବାର ସ୍ୱପ୍ନ ସାକାର କରିବାରେ ସହାୟକ ହେଉଛି । ଚଳିତ ବର୍ଷ, ପାଞ୍ଚଜଣ ଉଲ୍ଲେଖନୀୟ ପ୍ରଦର୍ଶନକାରୀ ଛାତ୍ର ଛାତ୍ରୀଙ୍କ ପାଇଁ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍‍ ସେଣ୍ଟରକୁ ୫ ଦିବସୀୟ ସମସ୍ତ ଖର୍ଚ୍ଚ ବହନକାରୀ ଯାତ୍ରାର ସୁଯୋଗ ସାମିଲ ହୋଇଛି । ଫ୍ଲୋରିଡାରେ ଅବସ୍ଥିତ ଜନ୍‍ ଏଫ୍‍. କେନେଡି ସ୍ପେଶ୍‍ ସେଣ୍ଟର ଆମେରିକାରେ ଥିବା ଦଶଟି ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‍ ଆଡମିନିଷ୍ଟ୍ରେସନ (ନାସା)ର ଫିଲ୍‍ଡ ସେଣ୍ଟର ମଧ୍ୟରୁ ଅନ୍ୟତମ ।

ଆନ୍ଥେ ମିଶନ୍‍

  • – ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପରମ୍ପରା ଜାରି ରଖିବା, ସେମାନଙ୍କର ସାମର୍ଥ୍ୟ ଓ ସେମାନଙ୍କର ଦକ୍ଷତା ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବାରେ ସେମାନଙ୍କୁ ସହାୟତା କରିବା ।

  • – ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ପ୍ରତଦ୍ୱନ୍ଦ୍ୱିତାସମ୍ପନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟତା କରିବାକୁ ମଂଚ ଯୋଗାଇଦେବା

  • – ସେମାନଙ୍କୁ ସର୍ବଭାରତୀୟ ର‌୍ୟାଙ୍କ ସହିତ ରାଜ୍ୟ ର‌୍ୟାଙ୍କ ଯୋଗାଇଦେଇ ସେମାନଙ୍କର ପ୍ରସ୍ତୁତି ଆକଳନ କରିବାରେ ସେମାନଙ୍କୁ ସହାୟତା କରିବା ।

ଆନ୍ଥେ ସ୍କଲାରସିପ୍‍ ଗ୍ରହଣକାରୀମାନେ ଆକାଶର ବ୍ୟାପକ କୋଚିଂ କାର୍ଯ୍ୟକ୍ରମରୁ ଉପକୃତ ହେବେ, ଯାହା ଛାତ୍ର ଛାତ୍ରୀଙ୍କୁ ଏନ୍‍ଇଇଟି, ଜେଇଇ, ରାଜ୍ୟ ସିଇଟି ଭଳି ପରୀକ୍ଷା ଏବଂ ଏନ୍‍ଟିଏସଇ ଓ ଅଲିମ୍ପିଆଡ ଭଳି ବୃତ୍ତି ନିମନ୍ତେ ପ୍ରସ୍ତୁତ କରିଥାଏ । ଶ୍ରୀ ଦୀପକ ମେହରୋତ୍ରା, ସିଇଓ ଏବଂ ଏମ୍‍ଡି, ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍‍) କହିଛନ୍ତି, “ଆନ୍ଥେ ଅଗଣିତ ଛାତ୍ରଛାତ୍ରୀଙ୍କର ଆଶା ଆକାଂକ୍ଷା ଏବଂ ସାମର୍ଥ୍ୟ ମଧ୍ୟରେ ରହୁଥିବା ପାର୍ଥକ୍ୟକୁ ଦୂର କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆନ୍ଥେର ୧୫ ବର୍ଷ ପାଳନ ଅବସରରେ ଆମେ ଆମର ପାଠ୍ୟକ୍ରମଗୁଡିକୁ ସମଗ୍ର ରାଷ୍ଟ୍ରରେ ଯୋଗ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ସେମାନଙ୍କର ଅବସ୍ଥିତି ନିର୍ବିଶେଷରେ ଅଧିକ ସୁଗମ କରିବା ନିମନ୍ତେ କାର୍ଯ୍ୟ କରିଛୁ । ଆନ୍ଥେ ଛାତ୍ର ଛାତ୍ରୀଙ୍କୁ ଏନଇଇଟି ଏବଂ ଆଇଆଇଟି-ଜେଇଇ ନିମନ୍ତେ ସେମାନେ ଯେଉଁଠାରେ ରହୁଥିଲେ ମଧ୍ୟ ସେମାନଙ୍କ ନିଜସ୍ୱ ସ୍ଥାନରେ ପ୍ରସ୍ତୁତି କରିବାକୁ ସମର୍ଥ କରି ଗଢିତୋଳୁଛି ।

ଆନ୍ଥେ ୨୦୨୪ରେ ଆମେ ଦମ୍‍ଦାର ଅଂଶଗ୍ରହଣ ଆଶା କରୁଛୁ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରିବାକୁ ଆମେ ଉତ୍ସର୍ଗୀକୃତ ରହିଛୁ ।” ରିଜିଓନାଲ ଡାଇରେକ୍ଟର ଶ୍ରୀ ଅଜୟ ବାହାଦୁର ସିଂ, ଡେପୁଟି ଡାଇରେକ୍ଟର ଶ୍ରୀ ସୂର୍ଯ୍ୟଭାନୁ ସିଂ, ରିଜିଓନାଲ ସେଲ୍‍ସ୍‍ ଆଣ୍ଡ ଗ୍ରୋଥ ହେଡ ଶ୍ରୀ ବିକାଶ ଦାସ, ରିଜିଓନାଲ ଅପରେସନ୍ସ ହେଡ୍‍ ଶ୍ରୀ ଜୟଦୀପ ମୁଖାର୍ଜୀ ଏବଂ ସିଓଇ ହେଡ଼ ଶ୍ରୀ ପ୍ରବୀଣ କୁମାର ପ୍ରମୁଖ ଭୁବନେଶ୍ୱରରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ । ୧୫ତମ ସଫଳତାର ବର୍ଷ ପାଳନ ଅବସରରେ ଆନ୍ଥେର ଶ୍ରେଷ୍ଠ ସଫଳତା ହାସଲକାରୀଙ୍କୁ ନେଇ ଏକ ଉଲ୍ଲେଖନୀୟ ରେକର୍ଡ ରହିଛି । ବିଗତ ବର୍ଷଗୁଡିକରେ ଏହାର ଅନେକ ଛାତ୍ର ଛାତ୍ରୀ ଏନଇଇଟି ୟୁଜି ଏବଂ ଜେଇଇ ଆଡ୍‍ଭାନ୍ସଡରେ ଶୀର୍ଷ ର‌୍ୟାଙ୍କ ସମେତ ଅନେକ ସ୧ାନଜନକ ପରୀକ୍ଷାରେ ଉତ୍କର୍ଷ ହାସଲ କରିଛନ୍ତି ।

ଆନ୍ଥେ ଜରିଆରେ ଆକାଶରେ ନାମ ଲେଖାଇଥିବା ଏବଂ ଶୀର୍ଷ ର‌୍ୟାଙ୍କ ହାସଲ କରିଥିବା କେତେକ ଉଲ୍ଲେଖଯୋଗ୍ୟ ସଫଳତା ହାସଲକାରୀଙ୍କ ମଧ୍ୟରେ ରିଷି ଶେଖର ଶୁକ୍ଳା (ଜେଇଇ ଆଡ୍‍ଭାନ୍ସଡ ୨୦୨୪ ଏଆଇଆର ୨୫); କ୍ରି୩⁄୪ ସାଇ ଶିଶିର (ଜେଇଇ ଆଡ୍‍ଭାନ୍ସଡ ୨୦୨୪ ଏଆଇଆର ୬୭), ଅଭିଷେକ ଜୈନ (ଜେଇଇ ଆଡ୍‍ଭାନ୍ସଡ ୨୦୨୪ ଏଆଇଆର ୭୮) ଆଦି ଅନ୍ୟତମ । ଏନ୍‍ଇଇଟି ୨୦୨୩ରେ ଆମର ଶ୍ରେଷ୍ଠ ସ୍କୋରଧାରୀ ଥିଲେ କୌସ୍ତଭ ବାଉରୀ (ଏଆଇଆର ୦୩); ଧ୍ରୁବ ଆଡଭାନୀ (ଏଆଇଆର ୦୫); ସୂର‌୍ୟ୍ୟ ସିଦ୍ଧାର୍ଥ ଏନ୍‍ (ଏଆଇଆର ୦୬); ଆଦିତ୍ୟ ନିରାଜି (ଏଆଇଆର ୨୭) ଏବଂ ଆକାଶ ଗୁପ୍ତା (ଏଆଇଆର ୨୮) ।

ଆନ୍ଥେ ୨୦୨୪ ଅକ୍ଟୋବର ୧୯ରୁ ୨୭ ପର୍ଯ୍ୟନ୍ତ ଉଭୟ ଅନ୍‍ଲାଇନ ଏବଂ ଅଫ୍‍ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ । ୧୦୦% ପଯ୍ୟନ୍ତ ବୃତ୍ତି ସହିତ ଶୀର୍ଷ ସ୍କୋରଧାରୀ ମଧ୍ୟ ନଗଦ ଅର୍ଥ ପୁରସ୍କାର ପାଇପାରିବେ । ଆନ୍ଥେ ଅଫ୍‍ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୨୦ ଓ ୨୭ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ସମଗ୍ର ଦେଶରେ ଥିବା ୩୧୫ରୁ ଅଧିକ ଆକାଶ ଇନଷ୍ଟିଚ୍ୟୁଟ ସେଣ୍ଟରରେ ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ କରାଯିବ । ସେହିଭଳି ଅନ୍‍ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୧୯ ରୁ ୨୭ ତାରିଖ ମଧ୍ୟରେ ଏକ୍‍ଜାମ ୱିଣ୍ଡୋରେ ଯେକୌଣସି ସମୟରେ କରାଯାଇପାରିବ । ଛାତ୍ର ଛାତ୍ରୀ ସେମାନଙ୍କ ପାଇଁ ସୁବିଧାଜନକ ଏକ ଘଣ୍ଟା ଅବଧିର ସ୍ଲଟ୍‍ ବାଛିପାରିବେ ।

ଆନ୍ଥେ ଏକ ଘଣ୍ଟା ଅବଧିର ପରୀକ୍ଷା ହେବ ଯେଉଁଥିରେ ଛାତ୍ର ଛାତ୍ରୀଙ୍କର ଗ୍ରେଡ ଏବଂ ଷ୍ଟ୍ରିମ୍‍ (ଶୃଙ୍ଖଳା) ଆକାଂକ୍ଷା ଆଧାରରେ ୪୦ ମଲ୍‍ଟିପଲ-ଚଏସ୍‍ ପ୍ରଶ୍ନ ସ୍ଥାନପାଇବ ଏବଂ ଏଥିପାଇଁ ମୋଟ ୯୦ ନମ୍ବର ରହିବ । ୭ମରୁ ୯ମ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ମ୍ୟାଥେମାଟିକ୍ସ ଏବଂ ମେଣ୍ଟାଲ ଆବିଲିଟି ଭଳି ବିଷୟରୁ ଆସିବ । ଡାକ୍ତରୀ ଶିକ୍ଷା ନିମନ୍ତେ ଆଶାୟୀ ୧୦ମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମେଣ୍ଟାଲ ଆବିଲିଟି ବିଷୟ ଭିତ୍ତିକ ହେବାବେଳେ ଇଞ୍ଜିନିୟରିଂ ଆଶାୟୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ସେହି ୧୦ମ ଛାତ୍ର ଛାତ୍ରୀଙ୍କ ପାଇଁ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥେମାଟିକ୍ସ ଏବଂ ମେଣ୍ଟାଲ ଆବିଲିଟି ବିଷୟ ଭିତ୍ତିକ ହେବ ।

ଅନୁରୂପ ଭାବରେ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଯେଉଁମାନେ ଏନ୍‍ଇଇଟି ପାଇଁ ଆଶାୟୀ ଅଛନ୍ତି, ସେମାନଙ୍କ ପାଇଁ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବଟାନି ଏବଂ ଜୁଲୋଜି ବିଷୟ ଆଧାରିତ ହେବାବେଳେ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି ଏବଂ ମ୍ୟାଥେମାଟିକ୍ସ ଆଧାରିତ ହେବ । ଆନ୍ଥେ ୨୦୨୪ ନିମନ୍ତେ ନାମ ପଞ୍ଜିକରଣ ଫର୍ମ ଦାଖଲର ଶେଷ ତାରିଖ ଅନ୍‍ଲାଇନ ପରୀକ୍ଷା ଆରମ୍ଭର ତିନି ଦିନ ପୂର୍ବ ଏବଂ ଅଫ୍‍ଲାଇନ ପରୀକ୍ଷା ଆରମ୍ଭର ସାତଦିନ ପୂର୍ବ ଧାର୍ଯ୍ୟ କରାଯାଇଛି । ଉଭୟ ଅନ୍‍ଲାଇନ ଓ ଅଫ୍‍ଲାଇନ ପଦ୍ଧତି ନିମନ୍ତେ ପରୀକ୍ଷା ଫି’୨୦୦ ଟଙ୍କା ରହିଛି । ଛାତ୍ର ଛାତ୍ରୀ ୨୦୨୪ ଅଗଷ୍ଟ ୧୫ ତାରିଖ ପୂର୍ବରୁ ସେମାନଙ୍କ ନାମ ପଞ୍ଜିକରଣ କଲେ ପଞ୍ଜିକରଣ ଫି’ରେ ଫ୍ଲାଟ୍‍ ୫୦% ରିହାତି ପାଇପାରିବେ । ଆନ୍ଥେ ୨୦୨୪ର ପରୀକ୍ଷା ଫଳ ଦଶମ ଛାତ୍ର ଛାତ୍ରୀଙ୍କ ପାଇଁ ୨୦୨୪ ନଭେମ୍ବର ୦୮, ୬ମରୁ ୯ମ ଛାତ୍ର ଛାତ୍ରୀଙ୍କ ପାଇଁ ୨୦୨୪ ନଭେମ୍ବର ୧୩ ଏବଂ ଏକାଦଶ ଓ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ପାଇଁ ୨୦୨୪ ନଭେମ୍ବର ୧୬ ତାରିଖରେ ପ୍ରକାଶ ପାଇବ । ପରୀକ୍ଷା ଫଳ ଆମର ଆନ୍ଥେ େଓବ୍‍ସାଇଟ anthe.aakash.ac.in ରେ ଉପଲ୨ ହେବ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version