• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତିନି ଦଫା ଦାବି ନେଇ ୱାର୍ଡ କୋଅର୍ଡିନେଟରଙ୍କ ଧାରଣା ଓ ବିଧାନସଭା ଚାଲ ଅଭିଯାନ ଡାକରା

Proprietor Abhimanyu Maharana by Proprietor Abhimanyu Maharana
July 22, 2024
in ଓଡ଼ିଶା, ଗଞ୍ଜାମ, ହୋମ୍
0
ତିନି ଦଫା ଦାବି ନେଇ ୱାର୍ଡ କୋଅର୍ଡିନେଟରଙ୍କ ଧାରଣା ଓ ବିଧାନସଭା ଚାଲ ଅଭିଯାନ ଡାକରା
Share on FacebookShare on TwitterWhatsapp

୨୨  ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ନିଖିଳ ଓଡ଼ିଶା ପୌର ୱାର୍ଡ କୋଅର୍ଡିନେଟର ୟୁନିୟନ ପକ୍ଷରୁ ୩ ଦଫା ଦାବୀ ପୂରଣ ନେ଼ଇ ଚଳିତ ମାସ ୨୯ ତାରିଖରେ ବିଧାନ ସଭା ଚାଲ ଅଭିଯାନ ଡାକରା ଦିଆଯାଇଛି। ଆଗାମୀ ୨୯ ତାରିଖରେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ନୂତନ ସରକାର ରାଜ୍ୟବାସୀଙ୍କ ଲାଗି ପ୍ରଥମ ବଜେଟ ଉପସ୍ଥାପନ କରିବେ। ଏହାକୁ ଦୃଷ୍ଟିରେ ରଖି ନିଖିଳ ଓଡ଼ିଶା ପୌର ୱାର୍ଡ କୋଅର୍ଡିନେଟର ୟୁନିଅନ ବିଧାନସଭା ଚାଲ ଅଭିଯାନ ଡାକରା ଦେଇଛି। ଏହାକୁ ସଫଳ କରିବା ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳର ମିଶନଶକ୍ତି ଗ୍ରୁପ ଜରିଆରେ ଚୟନ ହୋଇଥିବା ୱାର୍ଡ କୋଅର୍ଡିନେଟର ପ୍ରମୁଖ ସୋମବାର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତିନି ଦଫା ଦାବି ହାସଲ ପାଇଁ ବିଧାନ ସଭା ଚାଲ ଅଭିଯାନ ଡାକରା ଦେଇଛନ୍ତି।

ଏହା ପୂର୍ବରୁ ସହରାଞ୍ଚଳର ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପୂର୍ବ ସରକାରଙ୍କ ସମୟରେ ଗତ ୨୦୨୨ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଗ୍ରୁପ ଜରିଆରେ ୱାର୍ଡ ଅଫିସ ଗଠନ ଓ ଏହାର ପରିଚାଳନା ପାଇଁ ୱାର୍ଡ କୋଅର୍ଡିନେଟର ଚୟନ କରିବା ପାଇଁ ରାଜ୍ୟର ସମସ୍ତ ନିଗମ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏଥିପାଇଁ ମିଶନ ଶକ୍ତି ଗ୍ରୁପ ପକ୍ଷରୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ବିଭିନ୍ନ ୱାର୍ଡରେ କୋର୍ଡିନେଟର ମାନଙ୍କୁ ଚୟନ କରା ଯାଇଥିଲା। ବିଧିବଦ୍ଧ ଭାବେ ନିୟୋଜିତ କରି ନ ଥିଲେ ମଧ୍ୟ ବିଭିନ୍ନ ସମୟରେ ନିର୍ବାହୀ ଅଧିକାରୀ ମାନେ ଅନୌପଚାରିକ ଭାବେ ବହୁ ସରକାରୀ ସେବା କାର୍ଯ୍ୟରେ କାମରେ ସେମାନଙ୍କୁ ନିୟୋଜିତ କରିଥିଲେ ।

କିନ୍ତୁ ଏ ପର୍ଯ୍ୟନ୍ତ ପ୍ରତି ମାସରେ ସେମାନଙ୍କ ନିର୍ଦ୍ଧାରିତ ଦରମା କିମ୍ୱା ପାରିଶ୍ରମିକ ପ୍ରଦାନ କରା ଯାଇନାହିଁ। ଏନେଇ ୱାର୍ଡ କୋଅର୍ଡିନେଟର ମାନେ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ସେମାନଙ୍କ ଦରମା ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ କିମ୍ୱା ଚିଠି ଆସି ନ ଥିବାରୁ ନିଜସ୍ଵ ପାଣ୍ଠିରୁ ଦରମା ଦେବା ସମ୍ଭବପର ନୁହେଁ ବୋଲି ଅଧିକାରୀ ମାନେ କହିଛନ୍ତି। ଦୀର୍ଘ ପ୍ରାୟ ଏକ ବର୍ଷ ଧରି ସେମାନେ ଏଭଳି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା ବେଳେ ନିଖିଳ ଓଡ଼ିଶା ପୌର ୱାର୍ଡ କୋଅ ର୍ଡିନେଟର ୟୁନିଅନ ମାଧ୍ୟମରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଗତ ଜୁନ ୨୫ ତାରିଖରେ ୩ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ସହରାଞ୍ଚଳର ୱାର୍ଡ କୋର୍ଡିନେଟର ମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିୟୋଜିତ କରିବା, ବକେୟା ପାରିଶ୍ରମିକ ପ୍ରଦାନ କରିବା ଓ ନିୟମିତ ଦରମା ପ୍ରଦାନ କରିବା ନେଇ ସେମାନେ ଦାବି ଉପସ୍ଥାପନ କରିଛନ୍ତି।

ପ୍ରାୟ ଏକ ମାସ ସମୟ ଅତିବାହିତ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କେବଳ ପ୍ରତିଶୃତି ବ୍ୟତୀତ ସେମାନଙ୍କ ସମସ୍ୟା ସମାଧାନ କରିବାରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଏଣୁ ନ୍ୟାର୍ଯ୍ୟ ଦାବି ହାସଲ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ପୌର ପରିଷଦ ସମ୍ମୁଖରେ ୱାର୍ଡ କୋଅର୍ଡିନେଟର ସମୂହ ଧାରଣା ଦେବା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆସନ୍ତା ୨୯ ତାରିଖରେ ବିଧାନସଭା ଚାଲ ଅଭିଯାନ ଡାକରାରେ ସାମିଲ ହେବେ ବୋଲି କହିଛନ୍ତି। ପୌରାଞ୍ଚଳର ଶିଳ୍ପାରାଣୀ ପଣ୍ଡା, ସାବିତ୍ରୀ ସାହୁ, ରଜନୀ ମହାରଣା, ସଂଯୁକ୍ତା ସାହୁ, ସ୍ଵର୍ଣ୍ଣଲତା ପ୍ରଧାନ, ମାମା ସାହୁ, ସବିତା ଚୌଧୁରୀ, ଦୀପାଞ୍ଜଳି ଗୌଡ଼, ରଶ୍ମିତା ନାୟକ, ସ୍ଵର୍ଣ୍ଣ ଲତା ସ୍ଵାଇଁ ଓ ଅର୍ଚ୍ଚନା ଦାସ ପ୍ରମୁଖ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।ହିଞ୍ଜିଳିକାଟୁ,୨୨/୭(ନିପ୍ର): ନିଖିଳ ଓଡ଼ିଶା ପୌର ୱାର୍ଡ କୋଅର୍ଡିନେଟର ୟୁନିୟନ ପକ୍ଷରୁ ୩ ଦଫା ଦାବୀ ପୂରଣ ନେ଼ଇ ଚଳିତ ମାସ ୨୯ ତାରିଖରେ ବିଧାନ ସଭା ଚାଲ ଅଭିଯାନ ଡାକରା ଦିଆଯାଇଛି।

ଆଗାମୀ ୨୯ ତାରିଖରେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ନୂତନ ସରକାର ରାଜ୍ୟବାସୀଙ୍କ ଲାଗି ପ୍ରଥମ ବଜେଟ ଉପସ୍ଥାପନ କରିବେ। ଏହାକୁ ଦୃଷ୍ଟିରେ ରଖି ନିଖିଳ ଓଡ଼ିଶା ପୌର ୱାର୍ଡ କୋଅର୍ଡିନେଟର ୟୁନିଅନ ବିଧାନସଭା ଚାଲ ଅଭିଯାନ ଡାକରା ଦେଇଛି। ଏହାକୁ ସଫଳ କରିବା ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳର ମିଶନଶକ୍ତି ଗ୍ରୁପ ଜରିଆରେ ଚୟନ ହୋଇଥିବା ୱାର୍ଡ କୋଅର୍ଡିନେଟର ପ୍ରମୁଖ ସୋମବାର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତିନି ଦଫା ଦାବି ହାସଲ ପାଇଁ ବିଧାନ ସଭା ଚାଲ ଅଭିଯାନ ଡାକରା ଦେଇଛନ୍ତି। ଏହା ପୂର୍ବରୁ ସହରାଞ୍ଚଳର ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପୂର୍ବ ସରକାରଙ୍କ ସମୟରେ ଗତ ୨୦୨୨ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଗ୍ରୁପ ଜରିଆରେ ୱାର୍ଡ ଅଫିସ ଗଠନ ଓ ଏହାର ପରିଚାଳନା ପାଇଁ ୱାର୍ଡ କୋଅର୍ଡିନେଟର ଚୟନ କରିବା ପାଇଁ ରାଜ୍ୟର ସମସ୍ତ ନିଗମ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏଥିପାଇଁ ମିଶନ ଶକ୍ତି ଗ୍ରୁପ ପକ୍ଷରୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ବିଭିନ୍ନ ୱାର୍ଡରେ କୋର୍ଡିନେଟର ମାନଙ୍କୁ ଚୟନ କରା ଯାଇଥିଲା।

ବିଧିବଦ୍ଧ ଭାବେ ନିୟୋଜିତ କରି ନ ଥିଲେ ମଧ୍ୟ ବିଭିନ୍ନ ସମୟରେ ନିର୍ବାହୀ ଅଧିକାରୀ ମାନେ ଅନୌପଚାରିକ ଭାବେ ବହୁ ସରକାରୀ ସେବା କାର୍ଯ୍ୟରେ କାମରେ ସେମାନଙ୍କୁ ନିୟୋଜିତ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରତି ମାସରେ ସେମାନଙ୍କ ନିର୍ଦ୍ଧାରିତ ଦରମା କିମ୍ୱା ପାରିଶ୍ରମିକ ପ୍ରଦାନ କରା ଯାଇନାହିଁ। ଏନେଇ ୱାର୍ଡ କୋଅର୍ଡିନେଟର ମାନେ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ସେମାନଙ୍କ ଦରମା ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ କିମ୍ୱା ଚିଠି ଆସି ନ ଥିବାରୁ ନିଜସ୍ଵ ପାଣ୍ଠିରୁ ଦରମା ଦେବା ସମ୍ଭବପର ନୁହେଁ ବୋଲି ଅଧିକାରୀ ମାନେ କହିଛନ୍ତି। ଦୀର୍ଘ ପ୍ରାୟ ଏକ ବର୍ଷ ଧରି ସେମାନେ ଏଭଳି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା ବେଳେ ନିଖିଳ ଓଡ଼ିଶା ପୌର ୱାର୍ଡ କୋଅ ର୍ଡିନେଟର ୟୁନିଅନ ମାଧ୍ୟମରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଗତ ଜୁନ ୨୫ ତାରିଖରେ ୩ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।

ରାଜ୍ୟର ସମସ୍ତ ସହରାଞ୍ଚଳର ୱାର୍ଡ କୋର୍ଡିନେଟର ମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିୟୋଜିତ କରିବା, ବକେୟା ପାରିଶ୍ରମିକ ପ୍ରଦାନ କରିବା ଓ ନିୟମିତ ଦରମା ପ୍ରଦାନ କରିବା ନେଇ ସେମାନେ ଦାବି ଉପସ୍ଥାପନ କରିଛନ୍ତି। ପ୍ରାୟ ଏକ ମାସ ସମୟ ଅତିବାହିତ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କେବଳ ପ୍ରତିଶୃତି ବ୍ୟତୀତ ସେମାନଙ୍କ ସମସ୍ୟା ସମାଧାନ କରିବାରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଏଣୁ ନ୍ୟାର୍ଯ୍ୟ ଦାବି ହାସଲ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ପୌର ପରିଷଦ ସମ୍ମୁଖରେ ୱାର୍ଡ କୋଅର୍ଡିନେଟର ସମୂହ ଧାରଣା ଦେବା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆସନ୍ତା ୨୯ ତାରିଖରେ ବିଧାନସଭା ଚାଲ ଅଭିଯାନ ଡାକରାରେ ସାମିଲ ହେବେ ବୋଲି କହିଛନ୍ତି। ପୌରାଞ୍ଚଳର ଶିଳ୍ପାରାଣୀ ପଣ୍ଡା, ସାବିତ୍ରୀ ସାହୁ, ରଜନୀ ମହାରଣା, ସଂଯୁକ୍ତା ସାହୁ, ସ୍ଵର୍ଣ୍ଣଲତା ପ୍ରଧାନ, ମାମା ସାହୁ, ସବିତା ଚୌଧୁରୀ, ଦୀପାଞ୍ଜଳି ଗୌଡ଼, ରଶ୍ମିତା ନାୟକ, ସ୍ଵର୍ଣ୍ଣ ଲତା ସ୍ଵାଇଁ ଓ ଅର୍ଚ୍ଚନା ଦାସ ପ୍ରମୁଖ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version