୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଭାବ ବିନୋଦିଆ କଳାଠାକୁର | ରତ୍ନସିଂହାସନ ଛାଡି ପ୍ରଭୁ ଭକ୍ତମାନଙ୍କ ପାଇଁ ବଡଦାଣ୍ଡ ରେ ରଥଯାତ୍ରା ରେ ଯାଇ ଜନ୍ମବେଦୀ ରେ ଅବସ୍ଥାନ କରନ୍ତି | ବାହୁଡ଼ାଯାତ୍ରା ରେ ଚତୁର୍ଦ୍ଧାମୃର୍ତ୍ତି ଶ୍ରୀମନ୍ଦିର ଫେରିଛନ୍ତି | ପ୍ରଭୁ ଙ୍କ ପହଣ୍ଡି ଓ ଯାତ୍ରା ସମୟରେ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ନୃତ୍ୟ କରିଥିଲେ | ସେହିପରି ଶରଧାବାଲି ରେ ଆକର୍ଷଣୀୟ ନୃତ୍ୟ କରିଥିଲେ ଶ୍ରୀଜୟା ପଟ୍ଟନାୟକ |















