ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଭୁବନେଶ୍ୱର :- ମୁମ୍ବାଇରେ ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଅସୁସ୍ଥ । ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି । ସଂଜୟ ଦତ୍ତଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିବା ସୂଚନା । ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ COO ଭି. ରବିଶଙ୍କରଙ୍କ ସୂଚନା ।