୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମନୋଜ କୁମାର ପାଢୀ/ ତା ୦୫.୦୭.୨୦୨୪ ରେ ମାନ୍ୟବର ଅଦାଲତ ଙ୍କ ଆଦେଶ ପ୍ରକାରେ ରା ଉଦୟଗିରି ଥାନାରେ ୦୯ ଗୋଟି ମକୋଦ୍ଦମା ରେ ଜବତ ହୋଇଥିବା ସମୁଦାୟ ୧୬୨୩ କିଲୋ ଗଞ୍ଜେଇ ,

ଜିଲ୍ଲା ଡ୍ରଗ ଡିସ୍ପୋଜାଲ କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵବଧାନ ରେ ଏବଂ ଗଜପତି ଜିଲ୍ଲା ଏସପି ସୁଶ୍ରୀ ସ୍ଵାଥି ଏସ କୁମାର ଙ୍କ ଉପସ୍ଥିତି ରେ ଗଞ୍ଜାମ ର ଶେରଗଡ଼ରେ ଥିବା ଆରଖପଦା ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ରେ ପୋଡ଼ି ନଷ୍ଟ କରାଗଲା ।













