• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିନ୍ଦୁସ୍ଥାନ କୋକା-କୋଲାବେଭେରେଜସ୍ ପୁରୀ ରଥଯାତ୍ରା ନିମନ୍ତେ ଏକ ଆଦେଶପତ୍ର ସୁନିଶ୍ଚିତ କରିଛି : ୫୦ ଲକ୍ଷରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକବୋତଲସଂରକ୍ଷଣ ଏଥିରେସ୍ଥିରିକୃତହୋଇଛି

Proprietor Abhimanyu Maharana by Proprietor Abhimanyu Maharana
June 27, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ହିନ୍ଦୁସ୍ଥାନ କୋକା-କୋଲାବେଭେରେଜସ୍ ପୁରୀ ରଥଯାତ୍ରା ନିମନ୍ତେ ଏକ ଆଦେଶପତ୍ର ସୁନିଶ୍ଚିତ କରିଛି : ୫୦ ଲକ୍ଷରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକବୋତଲସଂରକ୍ଷଣ ଏଥିରେସ୍ଥିରିକୃତହୋଇଛି
Share on FacebookShare on TwitterWhatsapp

୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ହିନ୍ଦୁସ୍ଥାନ କୋକା-କୋଲାବେଭେରେଜସ୍ ପୁରୀ ରଥଯାତ୍ରା ନିମନ୍ତେ ଏକ ଆଦେଶପତ୍ର ସୁନିଶ୍ଚିତ କରିଛି : ୫୦ ଲକ୍ଷରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକବୋତଲସଂରକ୍ଷଣ ଏଥିରେସ୍ଥିରିକୃତହୋଇଛି “ବ୍ୟବହୃତ ପ୍ଲାଷ୍ଟିକବୋତଲମୁକ୍ତରଥଯାତ୍ରା”ରଏହି ପଦକ୍ଷେପ ସହିତ ପୁରୀଐତିହ୍ୟର ପାଳନ ପୁରୀ : ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସ (ଏଚସିସିବି) ଯାହାକି ଭାରତର ଏକ ଅଗ୍ରଣୀ ଏଫଏମସିଜି କମ୍ପାନୀ, ପୁରୀ ଜିଲ୍ଲା ପ୍ରଶାସନ ତଥା ପୁରୀ ମୁ୍ୟନିସିପାଲଟିର ସହଭାଗୀତାରେ“ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା” ପୁରୀ ଓଡ଼ିଶାରେ ଏକ ସୁସ୍ଥ ସ୍ୱାସ୍ଥ୍ୟପଦ ବର୍ଜ୍ଜ୍ୟ ପରି•ଳନା ସହିତ ପାଳନ କରିବାର ପଦକ୍ଷେପ ନେଇଛି । ଆଦେଶପତ୍ରର ପ୍ରତିବଦ୍ଧତାକୁ ପାଳନ କରିବାର ଲକ୍ଷ୍ୟ ନେଇଏହା ୫୦ ଲକ୍ଷରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହର ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି ।

ରଥଯାତ୍ରା ଯାହାକି ଏକ ସର୍ବପୁରାତନ ବିଶ୍ୱବିଦିତ କାର୍ଯ୍ୟକ୍ରମ ଯେଉଁଠାରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରୁ ଅଗଣୀତ ଭକ୍ତଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ ।ଏହି ଭକ୍ତଶ୍ରଦ୍ଧାଳୁଙ୍କ ବିଶାଳ ଜନ ସମାଗମ ସ୍ଥଳ ପାଇଁ ଏକ ସ୍ୱଚ୍ଛ ପରିବେଶ ତଥା ନିର୍ମଳ ବାତାବରଣ ସୃଷ୍ଟି କରିବା ଉଭୟ କର୍ପୋରେଟସଂସ୍ଥା ତଥା ପୁରୀ ଜିଲ୍ଲା ପ୍ରଶାସନ ପାଇଁ ଆହ୍ୱାନ ଅଟେ । ଏକ ମିଳିତ ଦାୟିତ୍ୱ ବୋଧତାର ଅଂଶ ବିଶେଷ ଭାବରେ ଏଚସିସିବି ପୁରୀ ଜିଲ୍ଲାପାଳ ତଥା ପୁରୀ ମୁ୍ୟନିସିପାଲଟି ସମ୍ମିଳିତ ଭାବରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ପାଇଁ ଏକ ବର୍ଜ୍ଜ୍ୟବସ୍ତୁ ପରି•ଳନା ପଦକ୍ଷେପର ଶୁଭାରମ୍ଭ କରୁଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡ଼, ଓଡ଼ିଶା ଡ଼େଭଲମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (ଓଡ଼ିଏମପି), ଦି ୱାଇ୪ଡ଼ି ଫାଉଣ୍ଡେସନ ତଥା ଫାଉଣ୍ଡେସନ ଫର କ୍ଲାଇମେଣ୍ଟ ପ୍ରୋଟେକ୍ସନ (ଏଫସିପି)ର ମିଳିତ ସହଯୋଗରେଏହି ଅଭିଯାନକୁ ରୂପରେଖ ଦିଆଯାଇଛି ।

ଏହି ସମୟ ମଧ୍ୟରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହକୁ ଆହୁରି ଅଧିକ ଦୃଢ଼ କରିବା ପାଇଁ ରଥଯାତ୍ରା ସ୍ଥଳ ବିଶେଷକରି ରଥ ଅତିକ୍ରମ କରୁଥିବା ଗୁରୁତ୍ୱପୂର୍ଣ୍ଣ ସଡ଼କ ଯେପରିକି ବଡ଼ଦାଣ୍ଡ, ଭୋଳାନାଥ ବିଦ୍ୟାପୀଠ, ରେଳଷ୍ଟେସନ, ବସଷ୍ଟାଣ୍ଡ, ସମୁଦ୍ରକୂଳ ସ୍ଥାନ ତଥା ଗ୍ରାଣ୍ଡରୋଡ଼ ଇତ୍ୟାଦିରେ ବ୍ୟାପକ ଭାବରେ ଏହି ସଂଗ୍ରହର ସ୍ୱୟଂକ୍ରିୟ ପ୍ରକ୍ରିୟାକୁ ସ୍ଥାପନ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କ ସୁବିଧା ପାଇଁ ବିବିଧ ସାହାଯ୍ୟକାରୀ ଡ଼େସ୍କଖୋଲା ଯିବା ସହିତ ଏହାକୁ ୨୪୍‌୭ ସ୍ତରର ସଂଗ୍ରହ ତଥା ବର୍ଜ୍ଜ୍ୟବସ୍ତୁ ପରିବହନ ଓ ଏହାକୁ ଫୋପାଡ଼ିବା ସ୍ଥାନଗୁଡ଼ିକୁ ଅତି ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠା କରାଯାଇଛି ।

ଏହି ସଂଗୃହୀତ ବୋତଲ ଗୁଡ଼ିକ ଏକ ଶୃଙ୍ଖଳିତ ବ୍ୟବସ୍ଥିତ ବୈଜ୍ଞାନୀକ ପୁନଃ ପ୍ରୟୋଗ ପଦ୍ଧତିରେ ଏହାର ବ୍ୟବହାର ସହିତ ପ୍ଲାଷ୍ଟିକ ବର୍ଜ୍ଜ୍ୟର ସ୍ତର କମାଇବା ଏବଂ ପୋଷଣତାକୁ ବୃଦ୍ଧିକରିବାରେ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଏହି ପୋଷଣକାରୀ ବର୍ଜ୍ଜ୍ୟବସ୍ତୁ ପରି•ଳନା ଅଭିଯାନରେ ଏକ ହଜାରରୁ ଉଦ୍ଧ୍ୱର୍ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ଏହାର ସଚେତନତା ତଥା ପରିବେଶ ସୁରକ୍ଷା ପ୍ରତିରହିଥିବା ଆମର ଉତ୍ତରଦାୟିତ୍ୱକୁ ପାଳନ କରିବା ଲକ୍ଷ୍ୟନେଇ ସମସ୍ତଙ୍କୁ ବୁଝାଇବାର ଲକ୍ଷ୍ୟ ରଖିଛନ୍ତି । ଏହି ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀହିମାଂଶୁ ପ୍ରିୟଦର୍ଶି, ଚିଫ୍ ପବ୍ଲିକ ଆଫେୟାର୍ସ, କମୁ୍ୟନିକେସନ ଆଣ୍ଡ ସଷ୍ଟେନିବିଲିଟି ଅଫିସର ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସ କହିଛନ୍ତି, “ପୁରୀର ଏହି ଐତିହ୍ୟକୁ ପାଳନ କରିବା ସହିତ ଆମେ ଏହି ଯାତ୍ରାସମୟରେ ବର୍ଜ୍ଜ୍ୟବସ୍ତୁ ପରି•ଳନା ପାଇଁ ରହିଥିବା କାର୍ଯ୍ୟକ୍ରମକୁ ସମ୍ମାନ ଦେଉଛୁ ।

ଏହି“ବ୍ୟବହୃତ ପ୍ଲାଷ୍ଟିକ ବୋତଲମୁକ୍ତ”ପଦକ୍ଷେପ ୫୦ ଲକ୍ଷରୁ ଅଧିକ ପ୍ଲାଷ୍ଟିକ ବୋତଲ ସଂଗ୍ରହ ଏବଂ ପୁନଃ ବ୍ୟବହାର ତଥା ଏହାକୁ ନେଇ ଆମର ପ୍ରତିଶ୍ରୁତିବଦ୍ଧତାର ଆଦେଶପତ୍ରକୁ ସୁନିଶ୍ଚିତ କରିବା ମୁଖ୍ୟ ଉଦେ୍ଦଶ୍ୟ । ଆମର ପ୍ରିୟ ସହଭାଗୀତା ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଆମେ ଆମର ଏହି ଉତ୍ସର୍ଗୀକୃତ ବର୍ଜ୍ଜ୍ୟବସ୍ତୁ ପରି•ଳନା ତଥା ପରିବେଶ ସୁରକ୍ଷାର ଦାୟିତ୍ୱବୋଧତାକୁ ନିର୍ବାହ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରିରଖିଛୁ ।” ଡ଼କ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ ହାଉସିଂ ଆଣ୍ଡ ଅର୍ବାନ ଡ଼େଭଲପମେଣ୍ଟଆଣ୍ଡ ପବ୍ଲିକ ଏଣ୍ଟରପ୍ରାଇଜ ଏହି ଅବସରରେ କହିଛନ୍ତି, “ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସର ପୁରୀଠାରେ ଏହି ପବିତ୍ର ରଥଯାତ୍ରା ଅବସରରେ “ବ୍ୟବହୃତ ପ୍ଲାଷ୍ଟିକ ବୋତଲମୁକ୍ତ”ଭଳି ଏକ ପଦକ୍ଷେପ ଗ୍ରହଣ ଏହା ସ୍ୱାଗତଯୋଗ୍ୟ ଅଟେ । ଏହି ପଦକ୍ଷେପ ପୁନଃ ବ୍ୟବହାରକାରୀ ଅଭ୍ୟାସ ତଥା ଏହାର ଆଦେଶକୁ ବିକାଶ କରିବା ଦିଗରେ କର୍ପୋରେଟ ଦାୟିତ୍ୱବୋଧତାର ପୋଷଣ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏହି ପଦକ୍ଷେପକୁ ଅତି ପ୍ରଭାବଶାଳୀ ଢ଼ଙ୍ଗରେ ପାଳନ କରିବା ସହିତ ଏହି ସ୍ଥଳର ପବିତ୍ରତାକୁ ରକ୍ଷା କରିବା ଏବଂଏହି ଯାତ୍ରାରେ ସୁସ୍ଥ ସ୍ୱାସ୍ଥ୍ୟପଦ ପରିବେଶ ସୃଷ୍ଟିକରିବା ଏସବୁ ଏହି ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣତାକୁ ଦ୍ୱିଗୁଣିତ କରିପାରିଛି । ଏଚସିସିବିର ଏହି ପ୍ରତିଶ୍ରୁତିବଦ୍ଧତା ସମସ୍ତଙ୍କ ପାଇଁ ଏକ ଜାଯୁଲ୍ୟମାନ ଉଦାହରଣ ଭାବେ ରହିବା ସହିତ କର୍ପୋରେଟ କାର୍ଯ୍ୟ ଦକ୍ଷତା ତଥା ସୌନ୍ଦର୍ଯ୍ୟକରଣ ତଥା ସାଂସ୍କୃତିକ ଐତିହ୍ୟକୁ ଉଜାଗର କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ କହିଲେ ଭୁଲହେବ ନାହିଁ ।” ଶ୍ରୀସିଦ୍ଧାର୍ଥ ଶଙ୍କରସ୍ୱାଇଁ, ଆଇଏଏସ, ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ପୁରୀ, ନିଜର ମତବ୍ୟକ୍ତ କରି କହିଛନ୍ତି, “ବର୍ଜ୍ଜ୍ୟବସ୍ତୁ ପରି•ଳନା ଦିଗରେ ମିଳିତଭାବରେ କାର୍ଯ୍ୟ ତଥା ପୋଷଣ ଏବଂ ପୁନଃ ବ୍ୟବହାରକ୍ଷମର ଦକ୍ଷତାକୁ ଏକ କାଳୀନ ପାଳନ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହିନ୍ଦୁସ୍ଥାନ କୋକା-କୋଲାବେଭେରେଜସ, ପୁରୀ ମୁ୍ୟନିସିପାଲଟି, ସମସ୍ତ ଭାଗିଦାରୀ, ଗୁରୁତ୍ୱପୂର୍ଣ୍ଣ ସଂଗ୍ରହକେନ୍ଦ୍ର ଏବଂ ଉତ୍ସର୍ଗୀକୃତ ପ୍ରଣାଳୀ ଏଭଳି ଏକ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପରିବେଶର ସୁରକ୍ଷାକୁ ଦୃଷ୍ଟିରେରଖି ସୁନିଶ୍ଚିତ କରିବା ସବୁଠାରୁ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଭଳି ମିଳିତକାର୍ଯ୍ୟ ଦକ୍ଷତା ସୂଚିତ କରୁଛି ଯେ କର୍ପୋରେଟ ସହଭାଗିତା ତଥା ପୋଷଣର ବିକାଶ ଦିଗରେ ସମଗ୍ରରାଜ୍ୟରେଏଭଳି ପଦକ୍ଷେପ ସମସ୍ତଙ୍କ ପାଇଁ ଅନୁକୁଳ ପରିବେଶସୃଷ୍ଟି କରିପାରିବ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version