୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଡବ ଓ ମାଣିବନ୍ଧ ପଂଚାୟତରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
ଏଥିରେ ସ୍ଥାନୀୟ ସରପଂଚ,ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ସକ୍ରିୟ ଦଳୀୟ କର୍ମୀ,ନେତା ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ। ବିଧାୟକ ଶ୍ରୀ ସାହୁ ଦଳ ମତ ନିର୍ବିଶେଷରେ ଅଞ୍ଚଳର ବିକାଶ ପାଇଁ ସର୍ବଦା ଚେଷ୍ଟା ଜାରୀ ରହିବ ବୋଲି ମତ ପ୍ରକାଶ କରିଥିଲେ ।














