No Result
View All Result
୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ପୁରୀ ତରଫରୁ ଜଳ ସିଞ୍ଚନ ଓ ଜଳ ସେବା, ମିଶିରି ସହିତ ନାଣ୍ଡି ବଗୁଲି ମଞ୍ଜି ପାଣି ,ଦହି ପାଣି ସେବା,ପ୍ରାଥମିକ ଚିକିତ୍ସା ଓ ମନ୍ଦିର ଭିତରକୁ ମୋବାଇଲ୍ ଫୋନ ବା ହାପ ପେଣ୍ଡ ପିନ୍ଧି ମନ୍ଦିରକୁ ପ୍ରବେଶ ନାହିଁ ସଚେତନତା ସିଂହ ଦ୍ଵାର ସମ୍ମୁଖ ରେ କରା ଯାଇଥିଲା l ମହାପ୍ରଭୁ ଙ୍କ କୃପାରୁ ସେବା ରେ ସ୍ନାନ ପୂର୍ଣ୍ଣିମା ରେ ସେବା କରିବାର ସୁଯୋଗ ମିଳିଲା l

କମାଣ୍ଡର ଲାଲା ଅନନ୍ତ କୁମାର ସିଂହ, ସମ୍ପାଦକ ଶ୍ରୀ ମଧୁସୂଦନ ମିଶ୍ର , ବ୍ରିଗେଡ ନିରଂଜନ ମହାପାତ୍ର, ରମାକାନ୍ତ ଜେନା, ଅଜୟ ପ୍ରଧାନ, ଶାଶ୍ଵତ ମହାନ୍ତି,ଦୁର୍ଗା ପ୍ରସାଦ ପ୍ରଧାନ,ବଳରାମ ପାତ୍ର ପ୍ରିୟଦର୍ଶନ ସାହୁ, ବିଶ୍ୱଜିତ୍ ଲେଙ୍କା, ପ୍ରସନ୍ନ ରଥ,ମୋନାଲିସା ସେନାପତି, ଜୟନ୍ତୀ ମହାପାତ୍ର, ମଧୁମିତା ମହାପାତ୍ର, ସ୍ୱର୍ଣଲତା ପରମଗୁରୁ, ପୂର୍ଣ୍ଣକାମନା ହୋତା, ରଶ୍ମିତା ଦାଶ ମହାପାତ୍ର, ଜୟଶ୍ରୀ ଶତପଥି ସହିତ ଅନେକ ବିଗର୍ଡ ଓ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ l


No Result
View All Result