No Result
View All Result
୧୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡ଼ା ଗ୍ରାମର ବାବା ଦକ୍ଷିଣେଶ୍ୱର ମହାଦେବ ମନ୍ଦିରର ୨୯ ତମ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସବରେ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ଭିକାରୀ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି,

ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଗ୍ରାମ୍ୟ କମିଟି ସଭାପତି ତାରେଶ୍ୱର ମାର୍ଥା ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ପ୍ରଦୀପ୍ତ ବ୍ରହ୍ମା,ସମାଜସେବୀ ମଧୁ ସୁଦନ ଦାସ,ପ୍ରଶାନ୍ତ ପାଇକରାୟ, ଟୁକୁନ ଶତପଥି ଓ ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ବିଧାୟକ ଶ୍ରୀ ସାହୁଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

No Result
View All Result