୧୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଜଟଣୀ ହାଟ ବଜାର ଗୋପିନାଥ ପୁରୁ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଏକ ସେଣ୍ଟିମିଟର ଚେହେରା ସୂକ୍ଷ୍ମ କଳାକୃତି ଚର୍ଚା ରେ ଶିଳ୍ପୀ ଏଲ ଇସୋର ରାଓ ନରେନ୍ଦ୍ର ମୋଦୀ ତୁତୀୟ ଥର ପାଈଁ ପ୍ରଧାନମନ୍ତ୍ରୀ ଭାବେ ସଂପଥ ନେବା ପାଇଁ ଯାଉଛନ୍ତି
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ନିଜର ସୂକ୍ଷ୍ମ କଳା ମାଧ୍ୟମରେ ଜଟଣୀ ହାଟ ବଜାର ର ଗୋପିନାଥ ପୁରୁ ଠାରେ ସ୍ଥାନିୟ ସୂକ୍ଷ୍ମ ଶିଳ୍ପୀ ଏଲ ଇସୋର ରାଓ ନଜିର ସୂକ୍ଷ୍ମ କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସିଏ ଏକ ସେଣ୍ଟିମିଟର ପ୍ରଧାନମନ୍ତ୍ରୀ ଙ୍କ ଏକ ସୂକ୍ଷ୍ମ ଚେହେରା ପ୍ରଦର୍ଶନ କରିଛନ୍ତି ଏହାକୁ ନିର୍ମାଣ କରିବାକୁ ତାଙ୍କୁ ଏକ ସମୟ ଲାଗିଥିଲା ତେବେ ଆଜି ପ୍ରଦର୍ଶନ କରିଛନ୍ତିି ଦେଖନ୍ତୁ.














