• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବିଜୟୀ ପ୍ରାର୍ଥୀଙ୍କ ନାମ

Proprietor Abhimanyu Maharana by Proprietor Abhimanyu Maharana
June 5, 2024
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବିଜୟୀ ପ୍ରାର୍ଥୀଙ୍କ ନାମ
Share on FacebookShare on TwitterWhatsapp

 ବିଜେଡ଼ି, ବିଜେପି, କଂଗ୍ରେସ୍ , ସିପିଆଇଏମ୍ , ସ୍ଵାଧୀନ  

୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆନନ୍ଦପୁର :-> ଅଭିମନ୍ୟୁ ସେଠୀ (ବଜେଡି), ଅନୁଗୁଳ – ପ୍ରତାପ ପ୍ରଧାନ (ବିଜେପି), ଆସିକା – ସରୋଜ ପାଢ଼ୀ (ବିଜେପି), ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡି), ଆଠମଲ୍ଲିକ – ନଳିନୀକାନ୍ତ ପ୍ରଧାନ (ବିଜେଡି), ଅତାବିରା – ନିହାର ମହାନନ୍ଦ (ବିଜେପି), ଆଳି – ପ୍ରତାପ ଦେବ (ବିଜେଡି), ବଡ଼ସାହି – ସନାତନ ବିଜୁଳି (ବିଜେପି), ବାଲେଶ୍ୱର – ମାନସ ଦତ୍ତ ବିଜୟୀ (ବିଜେପି), ବାଲିଗୁଡ଼ା – ଚକ୍ରମଣି କହଁର (ବିଜେଡି) ,ବାଲିକୁଦା-ଏରସମା – ସାରଦା ଜେନା (ବିଜେଡି), ବାଙ୍ଗିରିପୋଷି – ସଂଜଳି ମୁର୍ମୁ (ବିଜେପି), ବାଙ୍କୀ – ଦେବୀରଂଜନ ତ୍ରିପାଠୀ (ବିଜେଡି), ବାରବାଟୀ-କଟକ – ସୋଫିଆ ଫିର୍ଦୋସ (କଂଗ୍ରେସ), ବଡ଼ମ୍ବା – ବିଜୟ ଦଳବେହେରା (ସ୍ୱାଧୀନ), ବଡ଼ଚଣା – ଅମର ନାୟକ (ବିଜେପି), ବରଗଡ଼ – ଅଶ୍ୱିନୀ ଷଡ଼ଙ୍ଗୀ (ବିଜେପି), ବରୀ – ବିଶ୍ୱରଂଜନ ମଲ୍ଲିକ (ବିଜେଡି) ,ବାରିପଦା – ପ୍ରକାଶ ସୋରେନ (ବିଜେପି), ବସ୍ତା – ସୁବାସିନୀ ଜେନା (ବିଜେଡି),

ବାସୁଦେବପୁର – ଅଶୋକ ଦାସ (କଂଗ୍ରେସ) ,ବେଗୁନିଆ – ପ୍ରଦୀପ ସାହୁ (ବିଜେଡି), ବ୍ରହ୍ମପୁର – କେ. ଅନିଲ କୁମାର (ବିଜେପି), ଭଦ୍ରକ – ସୀତାଂଶୁ ମହାପାତ୍ର (ବିଜେପି), ଭଣ୍ଡାରୀପୋଖରୀ – ସଂଜୀବ ମଲ୍ଲିକ (ବିଜେଡି), ଭଂଜନଗର – ପ୍ରଦ୍ୟୁମ୍ନ ନାୟକ (ବିଜେପି), ଭଟଲୀ – ଈରାଶିଷ ଆଚାର୍ଯ୍ୟ (ବିଜେପି) ,ଭବାନୀପାଟଣା – ସାଗର ଦାସ (କଂଗ୍ରେସ), ଭୋଗରାଇ – ଗୌତମବୁଦ୍ଧ ଦାସ (ବିଜେଡି), ଭୁବନେଶ୍ୱର ମଧ୍ୟ – ଅନନ୍ତ ନାରାୟଣ ଜେନା (ବିଜେଡି) , ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ (ବିଜେଡି), ବିଜେପୁର – ସନତ ଗଡ଼ତିଆ (ବିଜେପି) ,ବିଂଝାରପୁର – ପ୍ରମିଳା ମଲ୍ଲିକ (ବିଜେଡି) ,ବୀରମିତ୍ରପୁର – ରୋହିତ ଯୋଶେଫ ତିର୍କି (ବିଜେଡି), ବୀରମହାରାଜପୁର – ରଘୁନାଥ ଜଗଦଲା (ବିଜେପି), ବିଷମକଟକ – ନୀଳମାଧବ ହିକକା (କଂଗ୍ରେସ) ବଣାଇ – ଲକ୍ଷ୍ମଣ ମୁଣ୍ଡା (ସିପିଆଇଏମ୍‌) ବୌଦ୍ଧ – ସରୋଜ ପ୍ରଧାନ (ବିଜେପି), ବ୍ରହ୍ମଗିରି – ଉପାସନା ମହାପାତ୍ର (ବିଜେପି), ବ୍ରଜରାଜନଗର – ସୁରେଶ ପୂଜାରୀ (ବିଜେପି), ଚମ୍ପୁଆ – ସନାତନ ମହାକୁଡ଼ (ବିଜେଡି),

ଛେଣ୍ଡିପଦା – ଅଗସ୍ତୀ ବେହେରା (ବିଜେପି) ,ଚିକିଟି – ମନୋରଂଜନ ଦ୍ୟାନସାମନ୍ତରାୟ (ବିଜେପି), ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ (ବିଜେପି) ,ଚିତ୍ରକୋଣ୍ଡା – ମଙ୍ଗୁ ଖିଲ (କଂଗ୍ରେସ) ,ଚୌଦ୍ୱାର କଟକ – ସୌଭିକ ବିଶ୍ୱାଳ (ବିଜେଡି) ,କଟକ ସଦର – ପ୍ରକାଶ ସେଠୀ (ବିଜେପି) ,ଡାବୁଗାଁ – ମନୋହର ରନ୍ଧାରୀ (ବିଜେଡି) ,ଦଶପଲ୍ଲା – ରମେଶ ବେହେରା (ବିଜେଡି) ,ଦେବଗଡ଼ – ରୋମାଞ୍ଚ ରଂଜନ ବିଶ୍ୱାଳ (ବିଜେଡି), ଧାମନଗର – ସୂର୍ଯ୍ୟବଂଶୀ ସୂରଜ (ବିଜେପି), ଧର୍ମଗଡ଼ – ସୁଧିର ପାଟ୍ଟଯୋଶୀ (ବିଜେପି) ,ଧର୍ମଶାଳା – ହିମାଂଶୁ ସାହୁ (ସ୍ୱାଧୀନ) ,ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର (ବିଜେପି), ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର (ବିଜେପି) ,ଏକାମ୍ର ଭୁବନେଶ୍ୱର – ବାବୁ ସିଂ (ବିଜେପି), ଜି.ଉଦୟଗିରି – ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ (କଂଗ୍ରେସ) ,ଘସିପୁରା – ବଦ୍ରି ନାରାୟଣ ପାତ୍ର (ବିଜେଡି), ଗୋପାଳପୁର – ବିଭୂତି ଜେନା (ବିଜେପି), ଗୁଣପୁର – ସତ୍ୟଜିତ ଗମା (କଂଗ୍ରେସ), ହିନ୍ଦୋଳ – ସୀମାରାଣୀ ନାଏକ (ବିଜେପି), ହିଂଜିଳି – ନବୀନ ପଟ୍ଟନାୟକ (ବିଜେଡ଼ି),

ଜଗତସିଂହପୁର – ଅମରେନ୍ଦ୍ର ଦାସ (ବିଜେପି), ଜଳେଶ୍ୱର – ଅଶ୍ୱିନୀ ପାତ୍ର (ବିଜେଡି), ଯଶୀପୁର – ଗଣେଶରାମ ଖୁଣ୍ଟିଆ (ବିଜେପି) ,ଜଟଣୀ – ବିଭୁତି ବଳବନ୍ତରାୟ (ବିଜେଡି), ଜୟଦେବ – ନବକିଶୋର ମଲ୍ଲିକ (ବିଜେଡି), ଜୟପୁର – ତାରା ବାହିନୀପତି (କଂଗ୍ରେସ), ଝରିଗାଁ – ନରସିଂହ ଭତ୍ରା (ବିଜେପି) ,ଝାରସୁଗୁଡ଼ା – ଟଙ୍କଧର ତ୍ରିପାଠୀ (ବିଜେପି) ,କବିସୂର୍ଯ୍ୟନଗର – ପ୍ରତାପ ନାୟକ (ବିଜେପି), କାକଟପୁର – ତୁଷାରକାନ୍ତି ବେହେରା (ବିଜେଡି), କାମାକ୍ଷାନଗର – ଶତ୍ରୁଘ୍ନ ଜେନା (ବିଜେପି) ,କଣ୍ଟାମାଳ – କହ୍ନେଇ ଚରଣ (ବିଜେପି), କରଞ୍ଜିଆ – ପଦ୍ମଚରଣ ହାଇବ୍ରୁ (ବିଜେପି) ,କେନ୍ଦ୍ରାପଡ଼ା – ଗଣେଶ୍ୱର ବେହେରା (ବିଜେଡି) ,କେନ୍ଦୁଝର – ମୋହନ ମାଝୀ (ବିଜେପି) ,ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ସେଠୀ (ବିଜେପି),

ଖଣ୍ଡପଡ଼ା – ଦୁଷ୍ମନ୍ତ ସ୍ୱାଇଁ (ବିଜେପି), ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ (ବିଜେଡି), ଖୋର୍ଦ୍ଧା – ପ୍ରଶାନ୍ତ ଜଗଦ୍ଦେବ (ବିଜେପି), କୋରାପୁଟ – ରଘୁରାମ ମାଛ (ବିଜେପି), କୋରେଇ – ଆକାଶ ଦାସ ନାୟକ (ବିଜେପି), କୋଟପାଡ଼ – ରୁପୁ ଭତ୍ରା (ବିଜେପି), କୁଚିଣ୍ଡା – ରବି ନାଏକ (ବିଜେପି) , ଲାଞ୍ଜିଗଡ଼ – ପ୍ରଦୀପ ଦିଶାରୀ (ବିଜେଡି), କଣ୍ଟାବାଂଜି – ଲକ୍ଷ୍ମଣ ବାଗ (ବିଜେପି), ଲକ୍ଷ୍ମୀପୁର – ପବିତ୍ର ସାଉନ୍ତା (କଂଗ୍ରେସ), ଲୋଇସିଂହା – ମୁକେଶ ମହାଲି (ବିଜେପି), ମହାକାଳପଡ଼ା – ଦୁର୍ଗାପ୍ରସନ୍ନ ନାୟକ (ବିଜେପି), ମାହାଙ୍ଗା – ସାରଦା ପ୍ରଧାନ (ସ୍ୱାଧୀନ) ,ମାଲକାନଗିରି – ନରସିଂହ ମାଡ଼କାମୀ (ବିଜେପି), ମୋହନା – ଦାଶରଥୀ ଗମାଙ୍ଗ (କଂଗ୍ରେସ), ମୋରଡ଼ା – କୃଷ୍ଣଚନ୍ଦ୍ର ମହାପାତ୍ର (ବିଜେପି) ,ନବରଙ୍ଗପୁର – ଗୌରୀଶଙ୍କର ମାଝୀ (ବିଜେପି), ନର୍ଲା – ମନୋରମା ମହାନ୍ତି (ବିଜେଡି), ନୟାଗଡ଼ – ଅରୁଣ ସାହୁ (ବିଜେଡି), ନିଆଳି – ଛବି ମଲ୍ଲିକ (ବିଜେପି),

ନୀଳଗିରି – ସନ୍ତୋଷ ଖଟୁଆ (ବିଜେପି), ନିମାପଡ଼ା – ପ୍ରଭାତି ପରିଡ଼ା (ବିଜେପି), ନୂଆପଡ଼ା – ରାଜେନ୍ଦ୍ର ଢ଼ୋଲକିଆ (ବିଜେଡି), ପଦ୍ମପୁର – ବର୍ଷା ସିଂ ବରିହା (ବିଜେଡି) ,ପାଲଲହଡ଼ା – ଅଶୋକ ମହାନ୍ତି (ବିଜେପି), ପାରାଦୀପ – ସଂପଦ ସ୍ୱାଇଁ (ବିଜେପି), ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ (ବିଜେଡି), ପର୍ଜଙ୍ଗ – ବିଭୁତି ପ୍ରଧାନ (ବିଜେପି), ପାଟକୁରା – ଅରବିନ୍ଦ ମହାପାତ୍ର (ବିଜେଡି) ,ପାଟଣା – ଅଖିଳ ନାଏକ (ବିଜେପି) ,ପାଟଣାଗଡ଼ – କନକ ବର୍ଦ୍ଧନ ସିଂହଦେଓ (ବିଜେପି), ଫୁଲବାଣୀ – ଉମାଚରଣ ମଲ୍ଲିକ ‍(ବିଜେପି), ପିପିଲି – ଆଶ୍ରିତ ପଟ୍ଟନାୟକ (ବିଜେପି) ,ପୋଲସରା – ଗୋକୁଳାନନ୍ଦ ମଲ୍ଲିକ (ବିଜେପି), ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ (କଂଗ୍ରେସ), ପୁରୀ – ସୁନୀଲ ମହାନ୍ତି (ବିଜେଡି) ,ରଘୁନାଥପାଲ୍ଲୀ – ଦୁର୍ଗାଚରଣ ତନ୍ତୀ (ବିଜେପି) ,ରେଢ଼ାଖୋଲ – ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି) ,ରାଇରଙ୍ଗପୁର – ଜୋଲେନ ନାଏକ (ବିଜେପି) ,

ରାଜନଗର – ଧୃବ ସାହୁ (ବିଜେଡି), ରାଜଗାଙ୍ଗପୁର – ସିଏସ୍‌ ରାଜନ ଏକ୍କା (କଂଗ୍ରେସ), ରଣପୁର – ସୁରମା ପାଢ଼ୀ (ବିଜେପି) , ରାୟଗଡ଼ା – ଆପଲାସ୍ୱାମୀ କାଡ୍ରାକା (କଂଗ୍ରେସ) ,ରେମୁଣା – ଗୋବିନ୍ଦ ଦାସ (ବିଜେପି), ରେଙ୍ଗାଲି – ସୁଦର୍ଶନ ହରିପାଲ (ବିଜେଡି) ,ରାଉରକେଲା – ସାରଦା ନାୟକ (ବିଜେଡି), ସାଲେପୁର – ପ୍ରଶାନ୍ତ ବେହେରା (ବିଜେଡି) ,ସମ୍ବଲପୁର – ଜୟନାରାୟଣ ମିଶ୍ର (ବିଜେପି), ସାନଖେମୁଣ୍ଡି – ରମେଶ ଜେନା (କଂଗ୍ରେସ), ସାରସକଣା – ଭାଦବ ହାଁସଦା (ବିଜେପି), ସତ୍ୟବାଦୀ – ଓମ୍‌ପ୍ରକାଶ ମିଶ୍ର (ବିଜେପି), ସିମୁଳିଆ – ପଦ୍ମଲୋଚନ ପଣ୍ଡା (ବିଜେପି), ସୋନପୁର – ନିରଞ୍ଜନ ପୂଜାରୀ (ବିଜେଡି), ସୋର – ମାଧବ ଧଡ଼ା (ବିଜେଡି), ସୁକିନ୍ଦା – ପ୍ରଦୀପ ବଳସାମନ୍ତ (ବିଜେପି), ସୁନ୍ଦରଗଡ଼ – ଯୋଗେଶ ସିଂହ (ବିଜେଡି) ,ସୋରଡ଼ା – ନୀଳମଣି ବିଷୋୟୀ (ବିଜେପି) ,ତାଳଚେର – ବ୍ରଜ କିଶୋର ପ୍ରଧାନ (ବିଜେଡ) ,ତଳସରା – ଭବାନୀ ଭୋଇ (ବିଜେପି), ତେଲକୋଇ – ଫକୀର ନାୟକ ବିଜୟୀ (ବିଜେଡି), ତିର୍ତ୍ତୋଲ – ରମାକାନ୍ତ ଭୋଇ (ବିଜେଡି), ଟିଟିଲାଗଡ଼ – ନବୀନ ଜୈନ (ବିଜେପି), ଉଦଳା – ଭାସ୍କର ମଢ଼େଇ (ବିଜେପି) ,ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ (ବିଜେପି),

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version