-BJD ସରକାରର ପଞ୍ଚମ ପାଳିର ଶେଷ ବୈଠକ
-ବୈଠକର ଅଧ୍ୟକ୍ଷତା କରିବେ CM ନବୀନ ପଟ୍ଟନାୟକ
-ମନ୍ତ୍ରିମଣ୍ଡଳ ଭଙ୍ଗ ନେଇ ହୋଇପାରେ ଆଲୋଚନା
-ଆସନ୍ତାକାଲି ଭୋଟ୍ ଗଣତି ପୂର୍ବରୁ ଶେଷ ବୈଠକ
୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି ।
ବୈଠକରେ ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର ଲାଗିଛି । କ୍ୟାବିନେଟର ନିଷ୍ପତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଜୁନ୍ ୨୪ ପର୍ଯ୍ୟନ୍ତ ନବୀନ ସରକାର କାର୍ଯ୍ୟକାଳ ରହିଛ ।














