୨୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲାରେ କିଛି କୁକୁରଙ୍କ ଦ୍ୱାରା ଆହତ ହୋଇଥିବା ଏକ ହରିଣ ଛୁଆକୁ ବନ ବିଭାଗ ଉଦ୍ଧାର କରି ଆବଶ୍ୟକ ସମସ୍ତ ଚିକିତ୍ସା ଯୋଗାଇ ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ମୋହନା ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରବିବାର ସକାଳେ ଜାତୀୟ ରାଜପଥ କଡ଼କୁ ଚାଲି ଆସିଥିଲା ଏକ ହରିଣ ଛୁଆ |















