No Result
View All Result
୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ଆଜି ତା ୧୮/୦୫/୨୦୨୪ ରିଖ ଦିନ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମୂଳବସନ୍ତ ଗ୍ରାମ ପଞ୍ଚାୟତ ରୁ ପୂର୍ବତନ ସରପଂଚ ଶ୍ରୀଯୁକ୍ତ ରାକେଶ ସାହୁ ଙ୍କ ପ୍ରତିନିଧିତ୍ଵ ରେ -୫୦ ରୁ ଉର୍ଦ୍ଧ୍ବ ବହୁ ପୁରୁଣା କର୍ମୀ କଂଗ୍ରେସ ଦଳ ଛାଡ଼ି ବିଜେଡ଼ି ଦଳ ରେ ଯୋଗ ଦାନ କରିଥିଲେ । ବିଜେଡ଼ି ଦଳ ରେ ମିଶିବା ର ମୂଖ୍ୟ ଲକ୍ଷ୍ୟ ହେଲା ଓଡ଼ିଶା ର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ବହୁ ଉନ୍ନତୀ ମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ମିଶିଥିଲେ ।
ଏବଂ ଜନ ପ୍ରିୟ ବିଧାୟକ ଙ୍କ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ସ୍ୱ ଇଚ୍ଛା ରେ କଂଗ୍ରେସ ଦଳ ଚାଡ଼ି ବିଜେଡ଼ି ଦଳ ରେ ମିଶିଥିଲେ ।ଏହି ମିଶ୍ରଣ ପର୍ବ ରେ ଖୁସି ହୋଇ ପୂର୍ବତନ ମନ୍ତ୍ରୀ ମାହାଙ୍ଗା ର ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ କହିଥିଲେ କି ଆଗାମୀ ସାଧାରଣ ନିର୍ବାଚନ ରେ ଭୋଟ ର ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବିଜୁ ଜନତା ଦଳ ମଜବୁତ୍ ହେଲା ।

No Result
View All Result