• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋହନାରେ ୬୩ ପ୍ରତିଶତ ଓ ଆର, ଉଦୟଗିରି ୭୪.୨୩ ମତଦାନ ମୌଳିକ ସମସ୍ୟା ସମାଧାନ ନ ହେବା ପ୍ରତିବାଦରେ ୫ଟା ଓ୍ବର୍ଡବାସୀ ଭୋଟବର୍ଜନ କଲେ

Proprietor Abhimanyu Maharana by Proprietor Abhimanyu Maharana
May 14, 2024
in ଓଡ଼ିଶା, ଗଜପତି, ହୋମ୍
0
ମୋହନାରେ ୬୩ ପ୍ରତିଶତ ଓ ଆର, ଉଦୟଗିରି ୭୪.୨୩ ମତଦାନ ମୌଳିକ ସମସ୍ୟା ସମାଧାନ ନ ହେବା ପ୍ରତିବାଦରେ ୫ଟା ଓ୍ବର୍ଡବାସୀ ଭୋଟବର୍ଜନ କଲେ
Share on FacebookShare on TwitterWhatsapp

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବିଧାୟକସଭା ନିର୍ବାଚନମଣ୍ଡଳୀରେ ମତଦାନ ଗତକାଲି ଶେଷ ହୋଇଛି ।ମୋହନା ବ୍ଲକର ୨୮୭ ବୁଥରେ ଭୋଟ ଗ୍ରହଣ ହୋଇଥିବା ବେଳେ ୬୩ ପ୍ରତିଶତ ସେହିପରି ଆର,ଉଦୟଗିରି ବ୍ଲକର ୫୯ ବୁଥର ୭୪.୨୩ ମତଦାନ ରହିଛି । କିଛି ବୁଥରେ ପ୍ରଥମେ ଇଭିଏମ୍ ଖରାପ ଯୋଗୁଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟ ପକ୍ଷରେ ମୋହନା ବ୍ଳକ ଜାମୁଲିଂ ୨୧ ନମ୍ବର ବୁଥରେ ଭୋଟ ବର୍ଜନ କରିଥିଲେ ଲୋକେ । ସେହି ବୁଥରେ ଜାମୁଲିଂ, କେହେଲିଗୁଡା, ବେଞ୍ଜମା, ଭାଲିଆଗୁଡା, ହୁରୁଗୁଡା ଓ ଢିମିରିପଙ୍କାଳ ଆଦି ୬ ଓ୍ବାର୍ଡର ୯୩୦ ଭୋଟର ଥିବାବେଳେ ଭୋଟ ବର୍ଜନ କରିଥିଲେ ଲୋକେ ।

କେବଳ ଭଲିଆଗୁଡା ଓ୍ବାର୍ଡର ମାତ୍ର ପୁଲିସ ପ୍ରଶାସନ ଜୋରଜବଦସି ଭାବ ୨୬ ଜଣ ଭୋଟ ଦେଇଥିବା ବେଳେ ଅନ୍ୟ ୫ ଓ୍ବର୍ଡର ଲୋକେ ଭୋଟ ବର୍ଜନ କରିଥିଲେ । ସେହି ଅଞ୍ଚଳରେ ରାସ୍ତା, ପାଣି, ବିଦ୍ୟୁତ ଓ ନେଟ୍ଓ୍ବାର୍କ ସମସ୍ୟା ଲାଗିରହିଛି । ଏନେଇ ବହୁବାର ବାରମ୍ବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ କଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ ଲୋକେ । ତାହାକୁ ବି ଭୂକ୍ଷେପ କଲେନାହିଁ ପ୍ରଶାସନ ଅଧିକାରୀ ମାନେ ଏବଂ କତ୍ତୃପକ୍ଷ । ତେଣୁ ଭୋଟ ବର୍ଜନ କରିଅଛୁ ଲୋକେ । ଜାମୁଲିଂ ବୁଥ ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ଖବର ପାଇ ମୋହନା ଥାନା ଅଧିକାରୀ ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ଲୋକଙ୍କୁ ଭୋଟ ଦେବାପାଇଁ କହିଥିଲେ ଥାନା ଅଧିକାରୀ । ତଥାପି ଶୁଣିଲେନଥିଲେ ଗ୍ରାମବାସୀ । ଏହାପରେ ୨ଟାରେ ମୋହନା ବିଡିଓ ରାଜୀବ ଦାସ ଜାମୁଲିଂ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତଥାପି ଲୋକେ ନ ବୁଝି ଭୋଟ ବର୍ଜନ କରିଛନ୍ତି । ଭୋଟଗ୍ରହଣ ଆରମ୍ଭ ହେଲା ପରେ ୩୦ଟି ଭୋଟ ଗ୍ରହଣ କରାଯିବା ପରେ ଜାମୁଲିଂ ବୁଥରେ ଲୋକେ ଭୋଟ ବର୍ଜନ ଆରମ୍ଭ କରିଥିଲେ । ଖଣି ୩୮ ନମ୍ବର ବୁଥରେ ଇଭିଏମ୍ ଖରାପ ଯୋଗୁଁ ପ୍ରାୟ ଦେଢ ଘଣ୍ଟା ପରେ ମତଦାନ ଆରମ୍ଭ ହୋଇଥିଲା । ତେବେ ମୋଟାମୋଟି ଭାବେ ଶାନ୍ତିପୂଣ୍ଣ ଭାବେ ମତଦାନ ହୋଇଥିବା ତହସିଲିଦାର କରିଥିଲେ ।

ଆର,ଉଦୟଗିରି ବ୍ଲକରେ ସୁରୁଖୁରୁରେ ମତଦାନ , ୭୪.୨୩ ପ୍ରତିଶତ ମତଦାନ ଆର,ଉଦୟଗିରି-:
ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ ଅଞ୍ଚଳରେ ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିବା ମତ ଦଳ ସନ୍ଧା ୫ ଘଣ୍ଟାରେ ୩୩୯୮୦ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସମସ୍ତ ଘାଟି ପାହାଡ ସହ ସମତଳ ଇଲାକା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହ ଭୋଟର ମତ ଦାନ କରୁଥିବା ଆର, ଉଦୟଗିରି ବ୍ଲକ ଦାୟିତ୍ଵରେ ଥିବା ନିର୍ବାଚନ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ମୋହନା ବ୍ଲକ ରେ ୪୫୭୭୫ଭୋଟର ଥିବା ବେଳେ ସେଥି ମଧ୍ୟରୁ ପୁରୁଷ ଭୋଟର ୨୨୪୨୨ ରୁ ଭୋଟ ଦେଇଛନ୍ତି ୧୬୪୫୮ ଏବଂ ମହିଳା ଭୋଟର ୨୩୩୫୩ ରୁ ୧୭୫୨୨ ଦେଇଛନ୍ତି। ମୋଟ ୭୪.୨୩ ମତଦାନ ହୋଇଛି ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version