No Result
View All Result
୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁହଗୁଡ଼ି ଏବଂ ଶିକୁଳିପଦର ଗ୍ରାମ ପଞ୍ଚାୟତ ର ଅନେକ ଗ୍ରାମକୁ ଯାଇ ଘର ଘର ବୁଲି ଲୋକଙ୍କ ସହ ମିଶି ନବୀନ ପଟ୍ଟନାୟକ ସରକାର ଙ୍କ ଦ୍ଵାରା ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ କହିବା ସହ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିବା ସହ

ଆଗାମୀ ନିର୍ବାଚନ ପରେ ଯାହା ଗ୍ରାମ ଗୁଡିକରେ ଦରକାର ନିଶ୍ଚୟ କରାଯିବ ବୋଲି କହିବା ସହ ନିଜେ ଏହି ଅଞ୍ଚଳ ଗୁଡିକର ଦାୟିତ୍ଵ ନେଇ ଆପଣ ମାନଙ୍କ ଅସୁବିଧା ଦୂର କରିବା ପାଇଁ ପଦକ୍ଷେପ ନେବା ବୋଲି ପ୍ରତିଶ୍ରୁତି ଦେଇ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହି ପ୍ରଚାର ସମୟରେ ମୋହନା ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର କାଳିଆ ସାବତ ମଧ୍ୟ ଉପସ୍ଥିତ ରହିଥିଲେ।

No Result
View All Result